ଆଇପିଏଲର ୧୯ତମ ସଂସ୍କରଣର ୩୨ତମ ଲିଗ୍ ମ୍ୟାଚ୍: ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା

ଆଇପିଏଲର ୧୯ତମ ସଂସ୍କରଣର ୩୨ତମ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ସଭିଙ୍କ ନଜର ରାଜସ୍ଥାନର ଓପନର ବୈଭବ ସୂର୍ଯ୍ୟବଂଶୀ ଓ ଲକ୍ଷ୍ନୌର ତାରକା ଦ୍ରୁତ ବୋଲର…

ରୀତିନୀତି ଏବଂ ବୈଦିକ ମନ୍ତ୍ର ଉଚ୍ଚାରଣରେ ଖୋଲିଲା କେଦାରନାଥ ଦ୍ୱାର

ଆଜି ଅର୍ଥାତ୍ ବୁଧବାର ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ର ଉଚ୍ଚାରଣରେ ଖୋଲିଲା କେଦାରନାଥ ଦ୍ୱାର । କପାଟ ଖୋଲିବା ମାତ୍ରେ ସମଗ୍ର ମନ୍ଦିର ପରିସର "ହର ହର ମହାଦେବ" ଏବଂ "ଜୟ ବାବା କେଦାର" ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା। ଏହି ପବିତ୍ର ଅବସରରେ, ଦେଶ ଏବଂ ବିଦେଶରୁ ହଜାର ହଜାର…

Oppo ନେଇ ଆସିଛି ଏକ ଦମଦାର ସ୍ମାର୍ଟଫୋନ୍ , ଜାଣନ୍ତୁ ଫିଚର୍ସ ବିଷୟରେ

ଆମେ ଯେଉଁ ଫୋନ୍ ବିଷୟରେ କହୁଛିୁ ତା ନାଁ ହେଉଛି- Oppo Find X9 Ultra । Oppoର ଏହି ଫ୍ଲାଗସିପ୍ ଫୋନ୍ ଦୁଇଟି ୨୦୦MP କ୍ୟାମେରା ସହିତ ଆସିଥାଏ । ଏହା ବ୍ୟତୀତ, ଏଥିରେ ୧୬GB RAM, 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ଏବଂ ସବୁଠାରୁ ପାୱାରଫୁଲ୍ ପ୍ରୋସେସର୍ ରହିଛି । ଚୀନ୍ ବ୍ରାଣ୍ଡର ଏହି ଫୋନ୍…

ଖରା ଛୁଟି ସମୟରେ ହ୍ବାଟ୍ସଆପ୍ ମାଧ୍ୟମରେ “ସମର ଲର୍ଣ୍ଣିଂ” କାର୍ଯ୍ୟକ୍ରମରେ ଶିକ୍ଷାଦାନ ଚାଲିବ

ଏଥର ଖରାଛୁଟିରେ ପାଠପଢା । ଘରେ ରହି ପାଠ ପଢିବେ ଛାତ୍ରଛାତ୍ରୀ । ଖରା ଛୁଟି ସମୟରେ ପିଲାଙ୍କୁ ପାଠପଢ଼ାରୁ ନଦୁରେଇବା ପାଇଁ ନୂଆ ବ୍ୟବସ୍ଥା କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ । ହ୍ବାଟ୍ସଆପ୍ ମାଧ୍ୟମରେ “ସମର ଲର୍ଣ୍ଣିଂ” କାର୍ଯ୍ୟକ୍ରମରେ ଶିକ୍ଷାଦାନ ଚାଲିବ ।…

ବଢ଼ିଲା ସ୍କୁଲ ଛୁଟି ଅବଧି

ବଢ଼ିଲା ସ୍କୁଲ ଛୁଟି ଅବଧି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଛୁଟି ଅବଧି ବୃଦ୍ଧି କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି କେନ୍ଦ୍ରର ଛୁଟି ଅବଧି ବଢ଼ାଇଛନ୍ତି ଜିଲ୍ଲା…

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ

ଜନଗଣନା ବେଳେ ଜନଗଣନା ଅଧିକାରୀଙ୍କ ସମସ୍ୟାକୁ ନେଇ ରାଜସ୍ବ ସଚିବ ଓ ଜନଗଣନା ଅଧିକାରୀଙ୍କ ସହ ବୈଠକ କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବୈଠକ ପରେ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ…

ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି…

ନୂଆଦିଲ୍ଲୀ: ତାରିଖ ୨୨ ଏପ୍ରିଲ, ୨୦୨୫। ପୃଥିବୀର ସ୍ୱର୍ଗ କୁହାଯାଉଥିବା କାଶ୍ମୀରର ପହଲଗାମସ୍ଥିତ ବୈସାରନ ଉପତ୍ୟକା ହଠାତ୍ ବାରୁଦ ଗନ୍ଧରେ ଭରିଯାଇଥିଲା। ଆତଙ୍କବାଦୀଙ୍କ ବର୍ବର ଗୁଳିମାଡ଼ରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସେହି ହୃଦୟବିଦାରକ ଘଟଣାର ଆଜି ପ୍ରଥମ…

ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୫ଟାରେ ଲୋକସେବା ଭବନର ତୃତୀୟ ମହଲାରେ ରାଜ୍ୟ ମନ୍ତ୍ରିମଣ୍ଡଳର ୩୯ତମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ‘ବିକଶିତ ଓଡ଼ିଶା-୨୦୩୬’ ଲକ୍ଷ୍ୟ ପୂରଣ ଦିଗରେ ଏହି…

୮ ମହିଳା ବନ୍ଦୀଙ୍କୁ ମୁକ୍ତ କରୁ ଇରାନ: ନିବେଦନ କଲେ ଟ୍ରମ୍ପ, କହିଲେ ଆଲୋଚନା ପାଇଁ ଏହା ହେବ ଶୁଭାରମ୍ଭ

ୱାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ସମ୍ପର୍କର ସୁଧାର ପାଇଁ ଏକ ବଡ଼ ସର୍ତ୍ତ ବା ନିବେଦନ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନରେ ବନ୍ଦୀ ଥିବା ଏବଂ ମୃତ୍ୟୁଦଣ୍ଡର ସମ୍ଭାବନାର ସମ୍ମୁଖୀନ ହେଉଥିବା ୮ ଜଣ ମହିଳାଙ୍କୁ ମୁକ୍ତ କରିବା ପାଇଁ ଟ୍ରମ୍ପ ସୋସିଆଲ ମିଡିଆରେ…

୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି

ପଶ୍ଚିମ ଏସିଆର ପରିସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ଅବଗତ ରଖିବା ପାଇଁ, ଭାରତ ସରକାର ଆଜି ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ତଥା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ…