ପାକିସ୍ତାନ ମାଧ୍ୟମରେ ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ପ୍ରସ୍ତାବ ଦେଲା ଇରାନ,ନିଷ୍ପତ୍ତି ନେବେ ଟ୍ରମ୍ପ

ପାକିସ୍ତାନ ମାଧ୍ୟମରେ ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ପ୍ରସ୍ତାବ ଦେଲା ଇରାନ । ରୁଷ, ଓମାନ ଏବଂ ପାକିସ୍ତାନ ସହ ଆଲୋଚନା ପରେ ଇରାନ ଏହି ପ୍ରସ୍ତାବ ଆମେରିକାକୁ ପଠାଇଛି । ଏହା ଉପରେ ଆଗାମୀ ପର୍ଯ୍ୟାୟ ଆଲୋଚନା ହେବ କି ନାହିଁ, ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଷ୍ପତ୍ତି ନେବେ ।…

କରିସ୍ମା କପୁରଙ୍କ ଦୁଇ ସନ୍ତାନଙ୍କୁ ମିଳିଛି ପ୍ରାରମ୍ଭିକ ବିଜୟ,ସଞ୍ଜୟଙ୍କ କୌଣସି ବି ସମ୍ପତ୍ତି ବିକ୍ରି କିମ୍ବା…

ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ପୂର୍ବତନ ସ୍ୱାମୀ ତଥା ଶିଳ୍ପପତି ସଞ୍ଜୟ କପୁରଙ୍କ ସମ୍ପତ୍ତି ହସ୍ତାନ୍ତର ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ । ସଞ୍ଜୟ କପୁରଙ୍କ ୩୦ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନେଇ ଚାଲିଛି ମହାଲଢ଼େଇ । କରିସ୍ମା କପୁରଙ୍କ ଦୁଇ…

ବଢିଲା କ୍ଷୀର ଦାମ୍,ଲିଟର ପିଛା ୧ଟଙ୍କା ବୃଦ୍ଧି

ଗ୍ରାହକଙ୍କୁ ଝଟକା । ବଢିଲା କ୍ଷୀର ଦାମ୍ । ଓମଫେଡ୍ ପକ୍ଷରୁ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ କ୍ଷୀର କ୍ରୟ ମୂଲ୍ୟରେ ଲିଟର ପିଛା ୧ଟଙ୍କା ବୃଦ୍ଧି କରାଯାଇଛି । ଏହି ନୂତନ ଦର ଆଜିଠୁ ଲାଗୁ ହେବ । ଯାହାଦ୍ବାରା ଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ ଟଙ୍କା ୫ ପଇସା ପାଉଥିଲେ ଏଣିକି…

ଆସନ୍ତାକାଲି ପଶ୍ଚିମବଙ୍ଗର ୧୫ ବୁଥରେ ହେବ ସାନି ମତଦାନ

ପଶ୍ଚିମବଙ୍ଗର ୧୫ ବୁଥରେ ହେବ ସାନି ମତଦାନ। ନିର୍ବାଚନ ଆୟୋଗ ଶୁକ୍ରବାର ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ସିଟ୍ର ୧୫ ବୁଥରେ ପୁନଃ ଭୋଟିଂ ପାଇଁ ଆଦେଶ ଦେଇଛନ୍ତି। ଏହି ସାନି ମତଦାନ ଶନିବାର ସକାଳ ୭ଟାରୁ ଆରମ୍ଭ ହେବ। ସାନି ମତଦାନ ହେବାକୁ ଥିବା ବୁଥ ଗୁଡ଼ିକରେ ମତଦାନରେ ଘୋଟାଲା ହୋଇଥିବା…

୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୩୦୭୧ଟଙ୍କା ୫୦ ପଇସାକୁ ବୃଦ୍ଧି

ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ମେ’ ୪ ତାରିଖରେ ଘୋଷଣା କରାଯିବ। ଏହା ପୂର୍ବରୁ ସାଧାରଣ ଲୋକ ବିଶେଷକରି ବ୍ୟବସାୟ, ମୁଦ୍ରାସ୍ଫୀତି ଦ୍ୱାରା ଆଉ ଏକ ଆଘାତ ପାଇଛନ୍ତି। ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି, ଯାହା…

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ,ଉପାନ୍ତ ରାୟଗଡ଼ା ଜିଲ୍ଲା ପାଇଁ ୨୭୪ଟି ପକ୍କା ସଡକ…

ରାୟଗଡାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ  ।  ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ଯୋଜନା ଆରମ୍ଭ ହୋଇଛି ।  ଏହି ଯୋଜନାରେ ଓଡିଶାରେ ୮୨୭ଟି ପ୍ରଧାନମନ୍ତ୍ରୀ…

ତୃତୀୟ ଦିନରେ ପୁଣି କଳାହାଣ୍ଡିରେ ମୃଦୁ ଭୂମିକମ୍ପ ଅନୁଭୂତ

କଳାହାଣ୍ଡିରେ ପୁଣି ମୃଦୁ ଭୂମିକମ୍ପ ଅନୁଭୂତ। ଶୁକ୍ରବାର ତୃତୀୟ ଦିନରେ ପୁଣି କଳାହାଣ୍ଡିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଏମିତିରେ ଲଗାତାର ଏଭଳି ଭୂକମ୍ପ ଆସିବାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ଲୋକେ। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ୨୧ରେ ଏହି ଭୂମିକମ୍ପ…

 ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ

ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଏଥିସହିତ ମନ୍ତ୍ରୀ କହିଛନ୍ତି, ଆସନ୍ତାକାଲି ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ। ପ୍ରଥମଥର ଛାତ୍ରୀଛାତ୍ରଙ୍କୁ ଓଡ଼ିଆରେ  ମାଟ୍ରିକ୍‌ ସାର୍ଟିଫିକେଟ୍  ମିଳିବ। ଉଭୟ ଓଡ଼ିଆ…

ଟେନସନରେ ମମତା

୨୦୨୬ ବଙ୍ଗଳା ନିର୍ବାଚନ ଫଳାଫଳ ପୂର୍ବରୁ ତୀବ୍ର ରାଜନୈତିକ କାର୍ଯ୍ୟକଳାପ ଚାଲିଛି। ଭୋଟ ଗଣତି ମେ ୪ ତାରିଖରେ ହେବାକୁ ଯାଉଛି। ଏକଜିଟ ପୋଲ ଫଳାଫଳ ଦ୍ୱାରା ଦିଆଯାଇଥିବା ଆଘାତ କାରଣରୁ ମମତା ବାନାର୍ଜୀ ଏବଂ ବଙ୍ଗଳାରେ ଟିଏମସି କର୍ମୀମାନେ ଏବେ ହାଇ ଆଲର୍ଟରେ ଅଛନ୍ତି; ସେମାନଙ୍କୁ ଇଭିଏମ ଏବଂ…

ଆଜି ସାରା ବିଶ୍ୱ ପାଳନ କରୁଛି ଆନ୍ତର୍ଜାତୀୟ ଶ୍ରମିକ ଦିବସ,କୃତଜ୍ଞତା ଜଣାଇବାର ଦିନ

ଆଜି ସାରା ବିଶ୍ୱ ପାଳନ କରୁଛି ଆନ୍ତର୍ଜାତୀୟ ଶ୍ରମିକ ଦିବସ ବା ‘ମେ ଡେ’ । ଆଜିର ଦିନଟି ସେହି ଅଗଣିତ ଶ୍ରମିକ ଓ କର୍ମଜୀବୀଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନଙ୍କ କଠିନ ପରିଶ୍ରମ ଉପରେ ଏହି ଦୁନିଆର ଅର୍ଥବ୍ୟବସ୍ଥା ଓ ପ୍ରଗତି ତିଷ୍ଠି ରହିଛି । ଶୋଷଣ ବିରୋଧରେ ସଂଗ୍ରାମ ଏବଂ ଅଧିକାର…