ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
ଶେଷରେ ହାରିଲା ଜୀବନ, ଜିତିଲା ମୃତ୍ୟୁ। ଦେଶରେ ପ୍ରଥମ ଇଚ୍ଛାମୃତ୍ୟୁକୁ ମିଳିଲା ମଞ୍ଜୁରୀ। ଗତ ୧୩ ବର୍ଷ ଧରି ଶଯ୍ୟାଶାୟୀ ଥିବା ଗାଜିଆବାଦ ବାସିନ୍ଦା ହରିଶ ରାଣାଙ୍କୁ 'ଇଚ୍ଛାମୃତ୍ୟୁ' ପାଇଁ ମଞ୍ଜୁରୀ ଦେଇଛନ୍ତି ସୁପ୍ରିମକୋର୍ଟ। ଆମେ ଆଉ ଏହି ଯୁବକଙ୍କୁ ଯନ୍ତ୍ରଣାରେ ରଖିପାରିବୁ ନାହିଁ…