ଜ୍ଞାନବାପୀ ସର୍ଭେ ୪ ସପ୍ତାହରେ ଶେଷ ହେବ

ବାରଣାସୀ : ଜ୍ଞାନବାପୀ ମସଜିଦରେ  ସର୍ଭେ କାର୍ଯ୍ୟ ଜାରି ରହିଛି। ସର୍ଭେର  ଭିଡିଓ ରେକର୍ଡ କରାଯାଇଛି।  ଏଥିରେ ତ୍ରୀଶୁଳ, ସ୍ବସ୍ତିକ , ଫୁଲ ପରି ଚିହ୍ନ ସବୁ ଦେଖିବାକୁ ମିଳିଛି।  ମସଜିଦ କାନ୍ଥ ଏବଂ ପିଲାର୍‌ରେ ଏସବୁ ଚିହ୍ନ ଦେଖିବାକୁ ମିଳିଛି।  ପ୍ରଥମ ଦିନରେ ୭ ଘଣ୍ଟା‌ ସର୍ଭେ ହୋଇଥିଲା।…

ବନ୍ଧୁ ପାଇଁ ଦିନ ଟିଏ: ଆଜି ଫ୍ରେଣ୍ଡସିପ୍ ଡେ

ଆଜି ଫ୍ରେଣ୍ଡସିପ୍ ଡେ’ । ବନ୍ଧୁ ପାଇଁ ଦିନ ଟିଏ । ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ୍‌ ବାନ୍ଧି ସେଲିବ୍ରେଟ୍‌ କରୁଛନ୍ତି ଯୁବ ପିଢି। ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ, ବନ୍ଧୁ ପାଇଁ ଦିନ ଟିଏ । ଏହି ଅବସରରେ ସାଙ୍ଗ ସାଥୀମାନେ ପରସ୍ପର ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ୍‌ ବାନ୍ଧିବା ସହ…

ମହାପ୍ରଭୁଙ୍କ ଦର୍ଶନ କରି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ଭାଗବତ

ପୁରୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସରସଂଘ ଚାଳକ ମୋହନ ଭାଗବତ  ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଶ୍ରୀ ଭାଗବତ କହିଛନ୍ତି, ସନାତନ ଧର୍ମର ଯେଉଁ ନିୟମ ରହିଛି, ଭାଗବତରେ ତାକୁ କର୍ମକାଣ୍ଡ କୁହାଯାଉଛି। ଏଥିରୁ ଜୀବନରେ ଅନୁଶାସନ ଆସୁଛି। ଏଣୁ ଏହାକୁ ଶ୍ରଦ୍ଧାର ସହ…

ଆଜିର ରାଶିଫଳ

ମେଷ ରବି ଓ ଶନି ଷଡ଼ାଷ୍ଟକ ହେତୁ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ବାଟରେ ଯିବା ସମୟରେ ବନ୍ଧୁଙ୍କୁ ଭେଟିପାରନ୍ତି। ପାରିବାରିକ ଅସହଯୋଗରୁ କାର୍ଯ୍ୟ ହାସଲ ନ ହେବା ହେତୁ ଚିନ୍ତିତ ହେବେ। ଯାତ୍ରା ସମୟରେ ସତର୍କ ନ…

ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ସଚେତନ କର: ଶାହ

ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଅମିତ ଶାହ ଶନିବାର ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି। ଭୁବନେଶ୍ବରସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସେ କର୍ମୀଙ୍କୁ କହିଛନ୍ତି,  ଲଢେଇ…

ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଜନତା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଲିସ ଉପରେ ଜନତା ଆକ୍ରୋଶ ଦେଖାଯାଇଛନ୍ତି।  ନିକଟରେ ଜବତ ହୋଇଥିବା ଗଞ୍ଜେଇକୁ ଏହି ଥାନାର ଆଇଆଇସି ବିକ୍ରି କରୁଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଶନିବାର ଅପରାହ୍‌ଣରେ ଥାନାରେ ନିଆଁ ଲଗାଇଦେଇଛନ୍ତି। ଲୋକମାନଙ୍କ ଅଭିଯୋଗ ରହିଛି କି ଏହି ଥାନା ଅଧୀନରେ ଯେତେ…

ପ୍ରଥମଥର ଅଷ୍ଟ୍ରେଲିଆ ଓପନ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରଣୟ

ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଏଚଏସ୍‌ ପ୍ରଣୟ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସେମି ଫାଇନାଲରେ ଭାରତର ପ୍ରିୟାଂଶୁ ରାଜାୱତଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଆଜିର ମ୍ୟାଚ୍‌ରେ ରାଜାୱତ ଦମଦାର ଆରମ୍ଭ କରିଥିଲେ।…

ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସିଧାସଳଖ କଲମ୍ବୋକୁ ଉଡ଼ିବ ବିମାନ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସିଧାସଳଖ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ବିମାନ ଉଡ଼ିବ। ଶ୍ରୀଲଙ୍କା ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ଏନେଇ ଶ୍ରୀଲଙ୍କା ଏୟାରଲାଇନ୍ସର ଆଞ୍ଚଳିକ ମହାପ୍ରବନ୍ଧକ ଭି ରବୀନ୍ଦ୍ରନ୍‌ ସୂଚନା…

କେନ୍ଦ୍ରକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିକାଶ କାମରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅମିତ ଶାହଙ୍କ ଉପସ୍ଥିତିରେ ଧନ୍ୟବାଦ ଜଣାଇଛନ୍ତି । ଲୋକସଭା ଭବନ  କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମେ ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରୁଛୁ।…

ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ଶ୍ରୀହରିକୋଟା : ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ । ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଚାରିପାଖେ ୧୬୬କିମିX୧୮୦୫୪ କିଲୋମିଟରର ଅଣ୍ଡାକାର କକ୍ଷପଥରେ ଘୂରିବ । ଇସ୍ରୋ ଚନ୍ଦ୍ରୟାନ-୩କୁ ଚନ୍ଦ୍ରର କକ୍ଷପଥକୁ ଧରିବା ପାଇଁ ପ୍ରାୟ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ଥ୍ରଷ୍ଟର୍ସ ଅନ୍ ରଖିଥିଲା ।…