Browsing Tag

#odisha

ଫୋନ୍ ବ୍ୟବହାରର କିଛି ଅଭ୍ୟାସ ଆପଣଙ୍କ ନିଦ, ଆଖି ଏବଂ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିପାରେ?

ଆଜିର ସମୟରେ ମୋବାଇଲ୍ ଫୋନ୍ ଆମ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଯାଇଛି । ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଅଧିକାଂଶ ସମୟରେ ଆମ ହାତରେ ଫୋନ୍ ରହୁଛି । କିନ୍ତୁ ଆପଣ ଜାଣନ୍ତି କି, ଫୋନ୍ ବ୍ୟବହାରର କିଛି ଅଭ୍ୟାସ ଆପଣଙ୍କ ନିଦ, ଆଖି ଏବଂ ଦୈନନ୍ଦିନ ଜୀବନକୁ ପ୍ରଭାବିତ…

ଭାରତୀୟ ବଜାରରେ ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ କରିବ ପୋକୋ,ଆସନ୍ତୁ ଜାଣିବା ତା ସହ

ସ୍ମାର୍ଟଫୋନ୍ ୟୁଜର୍ଙ୍କ ପାଇଁ ବଡ଼ ଖବର । ପୋକୋ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ତାହାର ନୂଆ X8 ସିରିଜ୍ । କମ୍ପାନୀ ପକ୍ଷରୁ କନଫର୍ମ କରାଯାଇଛି ଯେ, ସେପ୍ଟେମ୍ବର ୪ ତାରିଖରେ ଭାରତରେ Poco X8 ସିରିଜ୍ ଲଞ୍ଚ ହେବ । ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନ୍ ଆସିବ । ଏଗୁଡ଼ିକ ହେଉଛି Poco…

ଭାରତ – ବ୍ରାଜିଲ ପୁଟବଲ ମ୍ୟାଚ: ଟିକଟର ମୂଲ୍ୟ ୯୯୯ରୁ ୧୫,୦୦୦ ଟଙ୍କା

କଲକାତାର ସଲ୍‌ଟ ଲେକ୍‌ ଷ୍ଟାଡିୟମ୍‌ରେ ଅକ୍ଟୋବର ୩ରେ ୫ ଥର ବିଶ୍ବକପ୍‌ ଚମ୍ପିଆନ ବ୍ରାଜିଲ ବିପକ୍ଷରେ ଭାରତୀୟ ଫୁଟ୍‌ବଲ ଦଳ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ପାଇଁ ଟିକଟର ମୂଲ୍ୟ ୯୯୯ରୁ ୧୫,୦୦୦ ଟଙ୍କା ରଖାଯାଇଛି। ବୁଧବାର ଅପରାହ୍‌ଣ ୪ଟାରୁ ଅନ୍‌ଲାଇନ୍‌ରେ ଏହି ମ୍ୟାଚ୍‌ର…

ଆସନ୍ତା ୫ ଓ ୬ ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, କଟକରେ ଇନ୍‌ଡୋର ଷ୍ଟାଡିୟମରେ ହେବ ବୈଠକ

ଆସନ୍ତା ୫ ଓ ୬ ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଟକରେ ଅନୁଷ୍ଠିତ ହେବ।କଟକ ଇନ୍‌ଡୋର ଷ୍ଟାଡିୟମରେ ଦୁଇଦିନ ଧରି ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ଦଳର ରାଜ୍ୟସ୍ତରୀୟ ନେତୃତ୍ୱ ସମେତ ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ।ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ଜାତୀୟ…

ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି

ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ଜଳ ବୋର୍ଡର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ପ୍ରକଳ୍ପରେ…

ମହାଙ୍ଗା ହେବ ଘର ତିଆରି, ସିମେଣ୍ଟ ବ୍ୟାଗ୍ ପିଛା ଦାମ୍ ୪୦ ଟଙ୍କା ବଢ଼ିପାରେ

ମୌସୁମୀ ଯୋଗୁ ଅଗଷ୍ଟ ମାସରେ ନିର୍ମାଣ କାର୍ଯ୍ୟ କିଛିମାତ୍ରାରେ ପ୍ରଭାବିତ ହୋଇଥିଲା । ଏହି କାରଣରୁ ଅଧିକାଂଶ ସ୍ଥାନରେ ସିମେଣ୍ଟ ଚାହିଦା ବି କମ୍ ରହିଥିଲା। କିନ୍ତୁ ସେପ୍ଟେମ୍ବରରେ ସ୍ଥିତିରେ ସୁଧାର ଆସିପାରେ । ଆଉ ମୂଲ୍ୟରେ ବି ବୃଦ୍ଧି ହୋଇପାରେ । ବ୍ରୋକରେଜ୍ ଫାର୍ମ ନ୍ୟୁଭାମା…

ଗୁଜରାଟୀ ସଙ୍ଗୀତ ଜଗତର ଲୋକପ୍ରିୟ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଗୌରାଙ୍ଗ ବ୍ୟାସଙ୍କ ପରଲୋକ,ଶୋକ ପ୍ରକାଶ କଲେ…

ଗୁଜରାଟୀ ସଙ୍ଗୀତ ଜଗତର ଲୋକପ୍ରିୟ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଗୌରାଙ୍ଗ ବ୍ୟାସଙ୍କ ପରଲୋକ ହୋଇଛି । ଅହମଦାବାଦରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଗୁଜରାଟୀ କଳା ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ଗୌରାଙ୍ଗ ବ୍ୟାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ…

ଭାରତୀୟ ବାୟୁସେନାରୁ ବିଦାୟ ନେଲେ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ

୨୦୧୯ର ଭାରତ-ପାକିସ୍ତାନ ଆକାଶ ଲଢ଼େଇ ପରେ ସାରା ଦେଶରେ ପରିଚିତ ହୋଇଥିବା ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ ଏବେ ଭାରତୀୟ ବାୟୁସେନାରୁ ବିଦାୟ ନେଇଛନ୍ତି। ପ୍ରାୟ ୨୨ ବର୍ଷର ସେବା ପରେ ସେ ୨୦୨୬ ମାର୍ଚ୍ଚ ୩୧ରେ ସମୟ ପୂର୍ବରୁ ଅବସର ନେଇଥିଲେ। ଏବେ ସେ ବେସାମରିକ ବିମାନ ଚଳାଚଳ…

ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ

ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା । ଚକାପାଦ ଓ ତୁମୁଡିବନ୍ଧ ସ୍ଥିତ ଜଲେଶପଟ୍ଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଠାରେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ ଓ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ଓ ବଳିଦାନ ଦିବସ। ଏଥିପାଇଁ…

ତିବ୍ଦତରେ ଭୂମିକମ୍ପ ଝଟକା ଅନୁଭୂତ,ରିକ୍ଟର ସ୍କେଲରେ ୫.୦

ନେପାଳରେ ଆସିଥିବା ଜଳପ୍ରଳୟ ପରେ ରେସକ୍ୟୁ ଅପରେସନ ଜାରି ରହିଛି । ମ୍ତକଙ୍କ ସଂଖ୍ୟା ୧୨୦୦ ପାର୍ ହେଲାଣି । ଏହାରି ଭିତରେ ନେବାଳର ପଡୋଶୀ ଦେଶ ତିବ୍ଦତରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ରହିଛି । ଏହି ଭୂମିକମ୍ପ ଝଟକା ନେପାଳରେ ଉପୁଜିଥିବା…