Browsing Tag

#odisha

ଶେଷରେ ଥିଏଟରରେ ରିଲିଜ୍ ହୋଇଛି ‘ମିର୍ଜାପୁର: ଦ ମୁଭି’, ଟକ୍ସିକ୍’ ପାଇଁ ଆଣିଲା ଟେନସନ

ଶେଷରେ ଥିଏଟରରେ ରିଲିଜ୍ ହୋଇଛି ‘ମିର୍ଜାପୁର: ଦ ମୁଭି’ । ନୂଆ ଫିଲ୍ମର ରିଲିଜ ପରେ ‘ଟକ୍ସିକ୍’ ପାଇଁ ବଢ଼ିଛି କମ୍ପିଟିସନ । ଏହାର ପ୍ରଭାବ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ଉପରେ କେତେ ପଡ଼ିବ, ତାହା ଏବେ ଦେଖିବାକୁ ବାକି ରହିଲା । ଏପଟେ ‘ହନୁମାନ ଅଂଶ’ ଓ ‘ଟକ୍ସିକ୍’ ମଧ୍ୟରେ ବକ୍ସ…

ବୟସ ସମ୍ପର୍କିତ ଜାଲିଆତି ମାମଲାରେ ଏକାସାଙ୍ଗରେ ୬୪ ଜଣ କ୍ରିକେଟରଙ୍କୁ ବ୍ୟାନ୍ କଲା ବିସିସିଆଇ

ବିସିସିଆଇ ନେଲା ବଡ଼ ପଦକ୍ଷେପ । ବୟସ ସମ୍ପର୍କିତ ଜାଲିଆତି ମାମଲାରେ ଏକାସାଙ୍ଗରେ ୬୪ ଜଣ କ୍ରିକେଟରଙ୍କୁ ବ୍ୟାନ୍ କରିଛି ବିସିସିଆଇ । କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (CAB) ପକ୍ଷରୁ ଆୟୋଜିତ ପ୍ରି-ସିଜନ୍ ଡକ୍ୟୁମେଣ୍ଟେସନ୍ ଡ୍ରାଇଭରେ ଖେଳାଳିଙ୍କ ଜନ୍ମତାରିଖ ଓ ଅନ୍ୟାନ୍ୟ ଦଲିଲ ଯାଞ୍ଚ…

ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ

ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ । ମହାକାଶ କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ବଡ଼ ସଫଳତା । ଶୁକ୍ରବାର ଭୋର ୨ଟା ୫୫ ମିନିଟ୍ ରେ ଇସ୍ରୋର GSLV-F17 ରକେଟ୍ ମହାକାଶକୁ ସଫଳତାର ସହ ଉଡ଼ାଣ ଭରିଛି । ଏହି ରକେଟ୍ ରେ ପଠାଯାଇଥିବା EOS-05 ଉପଗ୍ରହକୁ ନିର୍ଦ୍ଧାରିତ…

ଆସନ୍ତା ୧୨-୧୩ ତାରିଖବେଳକୁ ଲଘୁଚାପ ,ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା

ବର୍ତ୍ତମାନ ବିଶେଷ ବର୍ଷା ନାହିଁ । କାଁ ଭାଁ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ। କିନ୍ତୁ, ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ପୁଣି ବଡ଼ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା…

ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ…

ଚାରି ପୃଷ୍ଠାରେ ସୀମିତ ରହିବ ପଞ୍ଜୀକରଣ ଦଲିଲ । ପେପରଲେସ୍ ହେବ ସେଲ୍ ଡିଡ୍ ରେଜିଷ୍ଟ୍ରେସନ୍ । ପୁରୁଣା ନିୟମରେ ହେବ ସଂଶୋଧନ; କ୍ୟାବିନେଟ୍ ଅନୁମୋଦନ ପରେ ବିଧାନସଭାକୁ ଆସିବ ବିଲ୍ । ଜମି କିଣାବିକା ଓ ଦଲିଲ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଏବଂ ଦ୍ରୁତ କରିବାକୁ ବଡ଼ ପଦକ୍ଷେପ…

ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ଯାତାୟାତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ମାନ୍ୟବର ଗୃହ ନିର୍ମାଣ ଓ ନଗର…

ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ…

ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ​ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଯାଏଁ ସହାୟତା । ମଧ୍ୟାହ୍ନ ଭୋଜନ ଜନିତ ଅସୁସ୍ଥତା କିମ୍ବା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ଅକ୍ଷମତା ପାଇଁ ୨ ଲକ୍ଷ…

ଶ୍ରୀମନ୍ଦିରରେ ଆଜି ‘କୃଷ୍ଣଜନ୍ମ’ ନୀତି,ପ୍ରାୟ ୫ ଘଣ୍ଟା ଧରି ଭକ୍ତମାନଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଆଜି ‘କୃଷ୍ଣଜନ୍ମ’ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ‘କୃଷ୍ଣଜନ୍ମ’ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁସାରେ, ସନ୍ଧ୍ୟାଧୂପ ଭୋଗ ଛେକ ଆସିବା ପରେ ‘କୃଷ୍ଣଜନ୍ମ’…

ଆଜି ପବିତ୍ର ଜନ୍ମାଷ୍ଟମୀ , ଏହି ମନ୍ତ୍ର ଜପ କଲେ ଜୀବନର ବିଭିନ୍ନ ସମସ୍ୟାରୁ ମିଳିବ ମୁକ୍ତି

ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ  ।  ଏହି ଦିନ ବିଭିନ୍ନ ମନ୍ଦିରରେ ଶ୍ରୀକୃଷ୍ଣଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ରାତି ୧୨ଟାରେ ଜନ୍ମୋତ୍ସବ ପାଳନ ହେବ। ଧାର୍ମିକ ବିଶ୍ୱାସ ଅନୁସାରେ, ଜନ୍ମାଷ୍ଟମୀ ଦିନ ଯଦି ଆପଣଙ୍କ ଜୀବନରେ କୌଣସି ସଙ୍କଟ ରହିଛି, ଆର୍ଥିକ ସମସ୍ୟା, ଋଣଭାର,…

ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ କରାଯାଇଛି, ଜାଣି ନିଅନ୍ତୁ ସମୟସୂଚୀ

ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ଯାତ୍ରୀମାନଙ୍କ ସୁବିଧା ଏବଂ ଟ୍ରେନ ଚଳାଚଳକୁ ସୁଗମ କରିବା ଉଦ୍ଦେଶ୍ୟରେ କରାଯାଇଥିବା ନେଇ କୁହାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଟ୍ରେନ ନଂ. ୧୫୦୨୭…