Browsing Tag

#odisha

ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ

କାଲି ମିଳିବ ସିଏମ୍-କିଷାନ ଟଙ୍କା । ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି । ଭୁବନେଶ୍ବରରେ ଆର୍ଥିକ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟିରେ ଯିବ ୮୩୩ କୋଟିରୁ ଉର୍ଦ୍ଧ ଟଙ୍କା । ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ…

ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ । ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ । ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ପକ୍ଷୀ ଗଣନା କରୁଛନ୍ତି ୪ଟି ଟିମ୍ । ପ୍ରତି ଟିମ୍ ରେ ୫ଜଣ ଲେଖାଏଁ ବନ କର୍ମଚାରୀ ଅଛନ୍ତି । ମଠଆଡିଆ , ଦୁର୍ଗାପ୍ରସାଦ ଡିଆ ଓ ଲକ୍ଷ୍ମୀପ୍ରସାଦ…

ଆଜି ନିଜ ଲୋକଙ୍କଠାରୁ ସାବଧାନ ରୁହନ୍ତୁ,ନଚେତ ଆପଣଙ୍କର ହେବ କ୍ଷତି

ମେଷ : ଆଜି ମେଷ ରାଶିର ବ୍ୟକ୍ତିମାନେ ନିଜ ଲୋକଙ୍କଠାରୁ ସାବଧାନ ରୁହନ୍ତୁ । ଶୁଭେଚ୍ଛୁ ବୋଲି ଭାବୁଥିବା କିଛି ଲୋକ ପଛରେ ଆପଣଙ୍କ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ନୂଆ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି । ତେବେ ଯୁକ୍ତିତର୍କ ଓ ଦ୍ୱନ୍ଦ୍ୱରୁ ଦୂରେଇ…

ବିଶ୍ବବ୍ୟାପୀ ୩,୩୦୦ କର୍ମଚାରୀଙ୍କୁ ଛଟେଇ କରିବ ଉବର୍‌

ଉବର୍‌ ଟେକ୍ନୋଲୋଜିସ୍‌ ବିଶ୍ବବ୍ୟାପୀ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ। କମ୍ପାନିରେ ହେବାକୁ ଯାଉଥିବା ଢାଞ୍ଚାଗତ ପରିବର୍ତ୍ତନରେ ବିଶ୍ବବ୍ୟାପୀ ୩,୩୦୦ କର୍ମଚାରୀ ପ୍ରଭାବିତ ହେବେ। କମ୍ପାନିର ସିିଇଓ ଦାରା ଖର୍ସୋସ୍ବାହି କହିଛନ୍ତି ଯେ କିଛି ଛୋଟ ବ୍ୟବସାୟ ଆମକୁ ଆଉ ବିଶେଷ…

Philips S7221 5G ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ, ଜାଣନ୍ତୁ ଫିଚର୍ସ

Philips S7221 5G ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ କରିଛି । ହୋମ୍ ଆପ୍ଲେୟେନ୍ସ ଏବଂ ଅଡିଓ ଡିଭାଇସେଜ୍ ତିଆରି କରିବା ପାଇଁ କମ୍ପାନୀ ବଜେଟ୍ ଫ୍ରେଣ୍ଡଲି ପ୍ରଥମ 5G ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ କରିଛି । ଏହି ଫୋନରେ ୬୪MP କ୍ୟାମେରା ଏବଂ ୫୭୦୦mAhର ବ୍ୟାଟେରୀ ପ୍ରଦାନ କରିଛି । କମ୍ପାନୀ କିଛି…

ଆମେରିକା ଏବଂ ଇରାନ ମଧ୍ୟରେ ହଠାତ୍ ଉତ୍ତେଜନା: ଆଜି ସେନସେକ୍ସ ପ୍ରାୟ ୭୦୦ ପଏଣ୍ଟ ହ୍ରାସ ଏବଂ ନିଫ୍ଟି ୨୦୦ ପଏଣ୍ଟରୁ…

ବୁଧବାର ସକାଳ ଭାରତୀୟ ଷ୍ଟକ୍ ବଜାର ପାଇଁ ଏକ ବିପର୍ଯ୍ୟୟପୂର୍ଣ୍ଣ ଖବର ଆଣିଛି। କାରବାରର ପ୍ରଥମ କିଛି ମିନିଟ୍ ମଧ୍ୟରେ ନିବେଶକମାନେ ବହୁ କ୍ଷତି ସହିଛନ୍ତି। ସେନସେକ୍ସ ପ୍ରାୟ ୭୦୦ ପଏଣ୍ଟ ହ୍ରାସ ପାଇଛି। ସେହିପରି ନିଫ୍ଟି ୨୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଏହି ବଡ଼ ପରିବର୍ତ୍ତନ କୌଣସି…

ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଭେନ୍ୟୁ ଏବଂ ତାରିଖ ଘୋଷଣା କଲା ଆଇସିସି

ଆଇସିସି ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଭେନ୍ୟୁ ଏବଂ ତାରିଖ ଘୋଷଣା କରିଛି । ଛଅ ଟିମ୍ ମଧ୍ୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଫେବ୍ରୁଆରୀ ୧୪ରୁ ୨୮ ଯାଏଁ ଭାରତରେ କରାଯିବ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ମୁମ୍ୱାଇ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଏବଂ ଭଦୋଦରା…

ଇରାନରେ ପୁଣି ଆମେରିକାର ଆକ୍ରମଣ , IRGC ଠିକଣାକୁ ଟାର୍ଗେଟ୍

ଇରାନରେ ପୁଣି ଆମେରିକାର ଆକ୍ରମଣ । IRGC ଠିକଣାକୁ ଟାର୍ଗେଟ୍ । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଇରାନ ଉପରେ ପୁଣି ଆକ୍ରମଣ କରିଛି ଆମେରିକୀୟ ସେନା। ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ବା IRGCର ବିଭିନ୍ନ ଠିକଣାକୁ ଟାର୍ଗେଟ୍ କରି…

ନେପାଳରେ ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ, ପୀଡ଼ିତଙ୍କୁ ବାଣ୍ଟିଲେ କମ୍ବଳ ଏବଂ ଖାଦ୍ୟ ସାମଗ୍ରୀ

ବିପଦରେ ଯିଏ ସାହାଯ୍ୟର ହାତ ବଢାଏ, ସିଏ ପ୍ରକୃତ ନାୟକ! କୋଭିଡ୍ ସମୟରୁ ଲୋକଙ୍କ ପାଇଁ ଆଇଡଲ ପାଲଟିଥିବା ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ । ଏବେ ସେ ପୁଣିଥରେ ପ୍ରମାଣିତ କରିଛନ୍ତି ଯେ ମାନବିକତା ହିଁ ସବୁଠୁ ବଡ଼ ଧର୍ମ। ଗତ ସପ୍ତାହରେ ନେପାଳରେ ଘଟିଥିବା ଭୟଙ୍କର ବନ୍ୟାରେ ଲୋକଙ୍କୁ…

ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO

ଶ୍ରୀ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏହାର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ମିଳିଛନ୍ତି । ସୂତ୍ର ଅନୁସାରେ, ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରଙ୍କ ନାମରେ ମୋହର ଲାଗିଛି । ଟ୍ରଷ୍ଟର ପ୍ରେସ୍ ସମ୍ମଳନୀରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ । ଏୟାର ମାର୍ଶାଲ୍…