ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା
ପୂଜା ପୂର୍ବରୁ ପୁଣି ରାଜଧାନୀରେ ଘଟିଛି ହତ୍ୟାକାଣ୍ଡ । ୟୁନିଟ୍-୮ରେ ଜଣେ ଯୁବକଙ୍କୁ ରଡ୍ରେ ପିଟି, ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ମୃତ ଯୁବକଙ୍କ ନାମ ପି. ସୁବ୍ରତ ରାଓ(୩୫) ଓରଫ ଚନ୍ଦୁ । ଗୁରୁତର ଆହତଙ୍କ ନାମ ଭବାନୀ ଶଙ୍କର ବସ୍ତିଆ (୨୮) ଓରଫ ଭିଥଲ । ନିଶା କାରବାରକୁ କେନ୍ଦ୍ର!-->…