Browsing Tag

#odisha

ନୂଆ ରୂପରେ ସଜେଇ ହୋଇ ଚମକିଲା ଉତ୍କଳ ମଣ୍ଡପ

ନୂଆ ରୂପରେ ସଜେଇ ହୋଇ ଚମକିଲା ଉତ୍କଳ ମଣ୍ଡପ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଥିବା ଏହି ମଣ୍ଡପର ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଛି । ଏଣିକି ଦର୍ଶକମାନେ ଆକର୍ଷଣୀୟ ମଣ୍ଡପରେ ମନୋଜ୍ଞ ପରିବେଶରେ ବସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ

ଦୀର୍ଘ ଦୁଇ ବର୍ଷ ପରେ ଦର୍ଶନ ଦେବେ ଜଗତଜନନୀ

ଦୀର୍ଘ ଦୁଇ ବର୍ଷ ପରେ ଏଥର ମହା ଆଡମ୍ବରରେ ଦର୍ଶନ ଦେବେ ଜଗତଜନନୀ । ରାଜଧାନୀର ୧୭୮ ପୂଜା ମଣ୍ଡପରେ ଶୋଭା ପାଇବେ ମା ଦୁର୍ଗା । ଏଥିପାଇଁ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ଥର ରାତି ୧୨ ଟା ପର୍ଯ୍ୟନ୍ତ ମେଲୋଡିକୁ ଅନୁମତି ମିଳିବ । ସୋମବାର ମେୟର ସୁଲୋଚନା ଦାସଙ୍କ

ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ମିସନ୍‌-୨୦୨୪ ନେଇ ବିଜେପି ରଣନୀତି ପ୍ରସ୍ତୁତ କରିଥିବାବେଳେ କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ସଂସଦୀୟ କ୍ଷେତ୍ରକୁ ଆସି ସଂଗଠନ ସଜାଡ଼ୁଛନ୍ତି। ରାଜ୍ୟ ସରକାର ବିରୋଧରେ ଜନମତ ସୃଷ୍ଟି କରିବାକୁ ତୃଣମୂଳ ସ୍ତରରେ କାମ ଆରମ୍ଭ କରିଦେଇଛନ୍ତି। ହେଲେ ରାଜ୍ୟ ବିଜେପିର ତୃଣମୂଳ ସ୍ତରର ସଂଗଠନରେ ଫାଟ

ଜ୍ଞାନବାପୀ ମସଜିଦ ଉପରେ ଶୁଣାଣି ଚାଲିବ

ଜ୍ଞାନବାପୀ ମସଜିଦ ମାମଲାକୁ ନେଇ ବାରଣାସୀ ଜିଲ୍ଲା ଜଜ୍ ବଡ଼ ରାୟ ଶୁଣାଇଛନ୍ତି । ଜିଲ୍ଲା ଜଜ୍ ଏକେ ବିଶ୍ବେଶ କହିଛନ୍ତି ମାମଲାକୁ ବନ୍ଦ କରାଯିବନି ଏବଂ ଶୁଣାଣି ଚାଲିବ । ଜ୍ଞାନବାପୀ ଶୃଙ୍ଗାର ଗୈାରୀ ପୂଜା ପାଇଁ ଚାଲିଥିବା ଆବେଦନ ବେଳେ ଏପରି କୋର୍ଟ କହିଛନ୍ତି । ଏହି ରାୟ ପରେ ମହିଳାମାନେ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା କେବେ ହେବ?

ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲା ହେବ? ଏହି ପ୍ରଶ୍ନ କୋଟି କୋଟି ଓଡ଼ିଶାବାସୀଙ୍କ ପ୍ରଶ୍ନ । ରାଜ୍ୟରେ ଲଗାଣ ବର୍ଷା ଫଳରେ ଗତ ଚାରି ଦିନ ଧରି ରତ୍ନ ଭଣ୍ଡାର ଭିତରେ ପାଣି ଗଳୁଛି । ପାଣି ଗଳୁଥିବାରୁ ଭିତରେ କାଠ ସିନ୍ଦୁକର ଅବସ୍ଥା କଣ ହୋଇଥିବ? ଏବଂ ତାହାର ପ୍ରତିକାର ପାଇଁ କଣ

ସ୍ୱାଧୀନତା ଇତିହାସର ପ୍ରକୃତ ଘଟଣାକୁ ସମ୍ମାନ ଦେବାର ବେଳ ଆସିଛି

ଆଜକୁ ଶହେବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅଞ୍ଚଳରେ ସଂଘଟିତ ହୋଇଥିବା ଐତିହାସିକ ପ୍ରଜା ଅନ୍ଦୋଳନରେ ପ୍ରାଣବଳୀ ଦେଇଥିବା ସହିଦ୍‌ ବାସୁ-ବିଶୁନି ତ୍ୟାଗକୁ ସ୍ମରଣ କରିଥିଲେ କେନ୍ଦ୍ର ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ୍‌ ପ୍ରାମାଣିକ କହିଛନ୍ତି

ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ

ଶ୍ରୀରାମଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ କହିବା ଅନୁସାରେ, ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ପ୍ରଥମେ ଅନୁମାନ କରାଯାଉଥିଲା କି, ମନ୍ଦିର ନିର୍ମାଣରେ ପାଖାପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ବର୍ତ୍ତମାନ ଆକଳନ

ମୁମ୍ବାଇ ଗସ୍ତରେ ଯିବେ ନବୀନ

ମୁମ୍ବାଇଠାରେ ଆସନ୍ତା ୧୪ତାରିଖରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‍’ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିବେଶକଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର

ବିଜେପି ଫୋକସରେ ଓଡ଼ିଶା

ଓଡ଼ିଶା ଉପରେ ଏବେ ବିଜେପିର ଆଖି। ଆଉ ଦେଢ଼ ବର୍ଷ ରହିଲା ସାଧାରଣ ନିର୍ବାଚନ । ତା ପୂର୍ବରୁ ଦଳ ସଜାଡିବାକୁ ବିଜେପି ଏବେ ସଂଗଠନ ସଜାଡିବାକୁ ଲାଗିିଛି । ଓଡ଼ିଶା ପାଇଁ ନୂଆ ପ୍ରଭାରୀ ସୁନିଲ ବଂଶଲଙ୍କୁ ନିଯୁକ୍ତି ଦିଆଯିବା ପରେ ଏବେ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଗସ୍ତ ହେଉଛି ।

କଟକ ବାଲିଯାତ୍ରା ନଭେମ୍ବର ୮ରୁ ଆରମ୍ଭ ହେବ

କଟକ ବାଲିଯାତ୍ରା ନଭେମ୍ବର ୮ରୁ । ଆସନ୍ତା ନଭେମ୍ବର ୮ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ କଟକ ବାଲିଯାତ୍ରା ଆୟୋଜିତ ହେବ। ତେବେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ବା ଏନ୍‌ଜିଟିର ନିର୍ଦେଶାବଳୀ ଅନୁଯାୟୀ ଯାତ୍ରା ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ