Browsing Tag

#odisha

ପୋଲାଭରମ ମାମଲାରେ ଆପୋଷ ଆଲୋଚନା ଜରୁରୀ: ସୁପ୍ରିମକୋର୍ଟଙ୍କ ପରାମର୍ଶ

ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ସୁପ୍ରିମକୋର୍ଟ କରିଛନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ ସୃଷ୍ଟି ହୋଇଥିବା ଚିନ୍ତା ଓ ଆଶଙ୍କାକୁ ଦୂର କରିବା ପାଇଁ ଆପୋସ ଆଲୋଚନା ଉପରେ ଗୁରୁତ୍ବ ଦେଇଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା, ଆନ୍ଧ୍ରପ୍ରଦେଶ,

ବିଜେପିର ନୂଆ ପ୍ରଭାରୀ ପହଁଚିଲେ ରାଜ୍ୟ କାର୍ଯ୍ୟାଳୟରେ

ଭୁବନେଶ୍ବର: ବିଜେପି ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ଆସି ଭୁବନେଶ୍ବରରେ ପହଁଚିଛନ୍ତି । ବିଜେପିର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ମଧ୍ୟାହ୍ନରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ

ଫାଇନାଲ୍‌ରେ ତେଲୁଗୁ ଯୋଦ୍ଧାସ୍‌କୁ ହରାଇ ଜଗରନଟ୍ସ ଚାମ୍ପିଅନ

ତେଲୁଗୁ ଯୋଦ୍ଧାସ୍‌କୁ ମାତ୍ର ୧ ପଏଣ୍ଟ୍‌ରେ ପରାସ୍ତ କରି ଓଡ଼ିଶା ଜଗରନଟ୍ସ ଖୋ ଖୋ ଲିଗ୍ ‘ଅଲ୍ଟିମେଟ୍ ଖୋ ଖୋ’ ଚାମ୍ପିଅନ ହୋଇଛି । ‘ଅଲ୍ଟିମେଟ୍ ଖୋ ଖୋ’ର ଆକର୍ଷଣୀୟ ଟ୍ରଫି ସହ ଓଡ଼ିଶା ଜଗରନଟ୍ସ ମଧ୍ୟ ୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଛି।

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ସମ୍ମାନ

ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଜୀବନବ୍ୟାପୀ ସାଧନା ସମ୍ମାନ। କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହି ପୁରସ୍କାର ଓଡ଼ିଶାବାସୀଙ୍କ ଲାଗି ଉତ୍ସର୍ଗୀକୃତ କରୁଛି। ମୋ

ଓଡ଼ିଶା ଜଗରନଟ୍ସ ବନାମ ତେଲଗୁ ଯୋଦ୍ଧାସ୍ ଲଢ଼େଇ

ଅଲଟିମେଟ୍ ଖୋ ଖୋ ଫାଇନାଲ ମ୍ୟାଚ ଆଜି ସଂଧ୍ୟାରେ ଓଡ଼ିଶା ଜଗରନଟ୍ସ ଓ ତେଲଗୁ ଯୋଦ୍ଧାସ୍ ମଧ୍ୟରେ ମହା ମୁକାବିଲା ହେବ । ଓଡ଼ିଶା ଜଗରନଟ୍ସ ‘ଅଲ୍ଟିମେଟ୍ ଖୋ ଖୋ’ ଲିଗରେ ଗୁଜରାଟକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।

 ଆଫ୍‌ଗାନିସ୍ତାନକୁ ପରାସ୍ତ କଲା ଶ୍ରୀଲଙ୍କା, ଆଜି ଭାରତ ପାକିସ୍ତାନ ଲଢ଼େଇ

ଆଫଗାନିସ୍ତାନଠାରୁ ପ୍ରତିଶୋଧ ନେଇଛି ଶ୍ରୀଲଙ୍କା । ଏସିଆ କପର ମ୍ୟାଚରେ  ଆଫ୍‌ଗାନିସ୍ତାନକୁ ୪ ୱିକେଟ୍‌ରେ ପରାସ୍ତ କରିଛି। ଶ୍ରୀଲଙ୍କା ପ୍ରଥମ ମ୍ୟାଚରେ ଆଫଗାନିସ୍ତାନଠାରୁ ହାରିଥିଲା । ସେପଟେ ଆଜି ଭାରତ ପାକିସ୍ତାନ ମଧ୍ୟରେ ପୁଣି ଥରେ ଲଢ଼େଇ ଦେଖିବାକୁ ମିଳିବ । ସଂଧ୍ୟାରେ ଏହି ମ୍ୟାଚ

ଓଡ଼ିଶାରେ କ୍ରୁଟ୍‌ ଦ୍ବାରା ପରିଚାଳିତ ‘ମୋ ବସ୍‌ ଓ ମୋ ଇ-ରାଇଡ୍‌’ ସେବାକୁ ସଫଳ ସମାଧାନ ବର୍ଗରେ ମିଳିଲା ପୁରସ୍କାର

କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ନୂଆଦିଲ୍ଲୀ ଠାରେ ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କରିଛନ୍ତି । ରାଜଧାନୀ ଭୁବନେଶ୍ବର ଓ କଟକ ଦ୍ବୈତ ନଗରୀ ଏବଂ ଏହାର

ଅପରାଧରେ ଓଡ଼ିଶା ୧୨ ନମ୍ବର

ଏନ୍‌ସିଆର୍‌ବି ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ମହିଳାଙ୍କ ଉପରେ ଦୁଷ୍କର୍ମ ମାମଲା ମଧ୍ୟ ବଢ଼ୁଛି । ଓଡ଼ିଶାରେ ରୁଜୁ ହୋଇଥିବା ୩୧ହଜାର ୩୫୨ ମାମଲାରୁ ୧୪୫୬ଜଣ ମହିଳା ଦୁଷ୍କର୍ମ ଶିକାର ହୋଇଥିବା ବେଳେ ୧୨ଜଣ ପୀଡ଼ିତାଙ୍କୁ

ବନ୍ୟା ରାଜ୍ୟ ସରକାରଙ୍କ ଅପାରଗତା, ଦାୟୀତ୍ୱହୀନତା ଓ ସମ୍ବେଦନହୀନତାକୁ ପଦାରେ ପକାଇଛି : ସମୀର ମହାନ୍ତି

ଭୁବନେଶ୍ୱର: ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ରାଜ୍ୟ ସରକାର ଚାହିଁଥିଲେ ଏହାକୁ ରୋକି ପାରିଥାନ୍ତେ ବୋଲି ବିଜେପି କହିଛି । ହୀରାକୁଦ ବନ୍ଧର ଉପର ଓ ତଳ ଅଂଚଳରେ ଜଳ ପରିଚାଳନାରେ ବିଫଳତା କାରଣରୁ ଚଳିତ ବନ୍ୟା ଭୟଙ୍କର ହୋଇ ପଡିଥିଲା । ସେହିପରି ବନ୍ୟା ପରବର୍ତୀ

ନୂଆଖାଇ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନୂଆଖାଇର ଶୁଭ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି: https://twitter.com/narendramodi/status/1565175095043424257?s=20&t=sJ679FEfCOIbijWikQo1RQ