Browsing Tag

#odisha

୭୭ ବର୍ଷରେ ପାଦ ଦେଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ହେଉଛି ଜନ୍ମଦିନ। ଆଜି ତାଙ୍କୁ ୭୬ ପୂରି ୭୭ ଚାଲିଲା। ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ବର୍ଷିଆନ୍ ରାଜନେତା।ନବୀନ ପଟ୍ଟନାୟକ କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ଆସନ ହାତେଇଛନ୍ତି। ୨୨ ବର୍ଷ ହେଲା ସେ ରାଜ୍ୟର ମୁଖ୍ୟମନ୍ତ୍ରୀ

ଚୁକ୍ତିଭିତ୍ତିକ ନିଯୁକ୍ତି

ରାଜ୍ୟ ସରକାର ୨୦୧୩ ମସିହାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ନେଇଥିବା ଐତିହାସିକ ଭୁଲକୁ ସ୍ୱୀକାର କରି କିଂଚିତ ସମାଧାନର ଘୋଷଣା କରିବା ସ୍ୱାଗତଯୋଗ୍ୟ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା

ଗୁଜରାଟ-ହିମାଚଳ ରେ ନିର୍ବାଚନ ପୂର୍ବରୁ ଓପିନିୟନ ପୋଲ

ଗୁଜରାଟରେ ପୁଣି ସରକାର ଗଠନ କରିବ ବିଜେପି । ଓପିନିୟନ ପୋଲରେ ଲୋକମାନେ ଏହି ସୂଚନା ଦେଇଛନ୍ତି । ବିଜେପିକୁ କ୍ଷମତାରୁ ହଟାଇପାରିବ ନାହିଁ କଂଗ୍ରେସ । ଏଥର ନିର୍ବାଚନରେ ୧୮୨ ଆସନରୁ ବିଜେପି ୧୨୫-୧୩୧ ଭିତରେ ଆସନ ପାଇ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଜିତିବା ଟାଇମସ ନାଓ ନବଭାରତ ଜନମତରୁ

ଆଜିଠୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଲା ଟି-୨୦ ବିଶ୍ୱକପ

ଆଜିଠୁ ଆରମ୍ଭ ହୋଇଛି ଆଇସିସି ଟି-୨୦ ବିଶ୍ୱକପ୍ । ଆଜିଠୁ ପ୍ରଥମ ରାଉଣ୍ଡ ପ୍ରତିଯୋଗିତା ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୨ ତାରିଖରୁ ଖେଳାଯିବ ସୁପର ୧୨ ରାଉଣ୍ଡ । ପ୍ରଥମ ରାଉଣ୍ଡରେ ଦୁଇଟି ଗ୍ରୁପରେ ୮ ଟି ଦଳ ରହିଛନ୍ତି । ଦୁଇଟି ଗ୍ରୁପ୍ରୁ ଦୁଇଟି ଲେଖାଏଁ ଶ୍ରେଷ୍ଠ ଟିମ ସୁପର ୧୨ ପାଇଁ

ନକଲି ଔଷଧ କାରବାର ରୋକିବାକୁ ବ୍ୟବସାୟୀ ସଂଘର ନୂଆ ନିୟମ

ନକଲି ଔଷଧ କାରବାର ରୋକିବାକୁ ବ୍ୟବସାୟୀ ସଂଘର ନୂଆ ନିୟମ । ରାଜ୍ୟ ବାହାରୁ ଔଷଧ କିଣିପାରିବେନି ଓଡ଼ିଶାର ଔଷଧ ବ୍ୟବସାୟୀ ସଂଘ । ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ପୂୂର୍ବରୁ ଡ୍ରଗ୍ସ କଂଟ୍ରୋଲର ଔଷଧ କମ୍ପାନୀ ମାନଙ୍କୁ ଏ ସଂକ୍ରାନ୍ତରେ ଏକ

ନନ୍ଦନକାନନରେ ବାଘୁଣୀ ବିଜୟା ଅସୁସ୍ଥ

ନନ୍ଦନକାନନରେ ଧଳା ବାଘୁଣୀ ବିଜୟା ଅସୁସ୍ଥ । ବିଜୟା ୩ ଦିନ ହେଲା ସ୍ୱାଭାବିକ୍ ଠାରୁ କମ୍ ଖାଦ୍ୟ ଖାଉଛି । ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ରଖି ବାଘୁଣୀର ଚିକିତ୍ସା ଚାଲିଛି । ବାର୍ଦ୍ଧକ୍ୟ ଯୋଗୁଁ ବାଘୁଣୀ ଅସୁସ୍ଥ ହୋଇଥିବା ସୂଚନା ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ । ରକ୍ତର ତାପମାତ୍ରା

ପ୍ରଚାର ମୈଦାନାକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ଜାରି କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ମୈଦାନଙ୍କୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ମନ୍ତ୍ରୀ । ଏହାବାଦ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୪ ସାଂସଦ, ୪ ଅଭିନେତା ଅବନ୍ତୀ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ଜାମିନ ଆବେଦନ ଶୁଣାଣି ଶେଷ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚା । ଅର୍ଚ୍ଚନାର ଜାମିନ ଆବେଦନ ଶୁଣାଣି ଶେଷ ହୋଇଛି । ବେଲ ମିଳିବ କି ଜେଲରେ ରହିବେ ଅର୍ଚନା ତାକୁ ନେଇ ଆଲୋଚନା ଚାଲିଛି । ଶାସକ ଦଳର ମୁଖ୍ୟା ଖୋଲିଯିବ ବୋଳି ବିରୋଧୀ ଅଭିଯୋଗ କରୁଥିବା

ଉଦୟପୁର ଚିନ୍ତନଶିବିର ଘୋଷଣା ହିଁ ମୋ ଇସ୍ତାହାର : ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର : ଆଜି ଏଆଇସିସି ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସାଂସଦ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଗସ୍ତରେ ଆସି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭ୍ୟମାନଙ୍କ ବୈଠକରେ ନିଜର ପ୍ରାର୍ଥିତ୍ୱ ସଂପର୍କରେ ଅବତାରଣା କରିବା ସହ ସମସ୍ତଙ୍କୁ ଭୋଟ ଦେବାପାଇଁ ନିବେଦନ

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ରାଜୁ ଦାସ

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ରାଜେନ୍ଦ୍ର ଦାସ । କୋହଭରା କଣ୍ଠରେ ରାଜୁ କହିଛନ୍ତି ନାମାଙ୍କନ ପ୍ରତ୍ୟାହାର କରିବାର ଉଠୁନି ପ୍ରଶ୍ନ । ଧାମନଗରର ବିକାଶ ପାଇଁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ତାଙ୍କ ସମର୍ଥକମାନେ କହିଛନ୍ତି । ରାଜୁଙ୍କ ଘର ଆଗରେ ସମର୍ଥକଙ୍କ ଭିଡ ଲାଗିଛି ।