Browsing Tag

#odisha

ହଇରାଣ ହେଉଛନ୍ତି ହବିଷ୍ୟାଳି

ପୁରୀରେ ହଇରାଣ ହେଉଛନ୍ତି ହବିଷ୍ୟାଳି । ଦର୍ଶନ କରିବାକୁ ଯିବା ବେଳେ ଶ୍ରୀମନ୍ଦିର ଭିତରେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଧକ୍କା ମାରିବା ସହ ମାଗଣା ଖିଆ କହି ଟାହିଟାପରା କରୁଥିବାରୁ ହବିଷ୍ୟାଳିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ହବିଷ୍ୟାଳି ଜଣଙ୍କ ହେଲେ ବୃନ୍ଦାବତୀ

ଡେଙ୍ଗୁ ହଟସ୍ପଟ ପାଲଟିଛି ରାଜଧାନୀ

ଚିନ୍ତା ବଢ଼ାଉଛି ଡେଙ୍ଗୁ । ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ରାଜଧାନୀ ହଟସ୍ପଟ ପାଲଟିଛି । ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଳା ପ୍ରଶାସନକୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦେଇଛି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ

ହାଇସିକ୍ୟୁରିଟି ନମ୍ବରକୁ ନେଇ ଜନସ୍ବାର୍ଥ ମାମଲା

କଟକ: ଓଡ଼ିଶା ଭଳି ରାଜ୍ୟରେ ଯେଉଁଠି ଅଧା ଗାଁରେ ଏବେ ବି ନେଟଓ୍ବାର୍କ ନାହିଁ ସେଭଳି ପରିସ୍ଥିତିରେ ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟର ନମ୍ବର ପ୍ଲେଟ୍ ବା ଏଚଏସ୍ଆରପି ଲଗାଇବା ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଆବଶ୍ୟକ ବ୍ୟବସ୍ଥା ନଥାଇ ସରକାର ଏଭଳି ଏକ

ଅବନ୍ତୀ ଦାସ ଜିତିପାରିବେ କି ? ଧାମନଗର ଉପନିର୍ବାଚନରେ ଚାଲିଛି ଚର୍ଚା

ଧାମନଗର: ଏଥର ଧାମନଗର ଉପନିର୍ବାଚନରେ କିଏ ଜିତିବ? ତାକୁ ନେଇ ଗାଁରୁ ରାଜଧାନୀ ସବୁଠି ଚର୍ଚା । ତେବେ ଦିବଂଗତ ବିଷ୍ଣୁ ସେଠୀଙ୍କ ପୁଅକୁ ବିଜେପି ପ୍ରାର୍ଥୀ କରିବା ପରେ ତାଙ୍କ ଅନୁକମ୍ପାମୂଳକ ଭୋଟ ପାଇଁ ସମର୍ଥନ ବଢ଼ିଥିବା ଚର୍ଚା ହେଉଛି । ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ

କେନାଲରେ ଭାସିଯାଇ ଜଣେ ମୃତ,ଦୁଇ ନିଖୋଜ, ଭଷାଣୀ ଦେଖି ଫେରୁଥିଲେ

ଜଗତପୁର: ଭଷାଣୀ ଦେଖିବାକୁ ଯାଇଥିଲେ । ହେଲେ ଘରକୁ ଫେରିଲେନି । କଣ ଘଟିଲା ତାହା ପରିବାର ଲୋକେ କହିପାରୁନାହାଁନ୍ତି । କଟକ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ନିଖୋଜ ହୋଇଥିବା ଚର୍ଚା ହେବା ପରେ ଜଣଙ୍କ ଶବ ଉଦ୍ଧାର ହୋଇଛି । ବୁଧବାର ବିଳମ୍ବିତ ରାତିରେ ଜଗତପୁର ନିକଟ

୭ ଦିନ ମଧ୍ୟରେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ’

‘ଓଡ଼ିଶାକୁ ମହାବାତ୍ୟା ମାଡ଼ି ଆସୁଛି, ଘଣ୍ଟାକୁ ୨୫୦ କିମି ବେଗରେ ପବନ ବୋହିବ।’ ଗତକାଲି ଆମେରିକାନ୍‌ ସଂସ୍ଥା ଏପରି ପୂର୍ବାନୁମାନ କରିବା ପରେ ଆତଙ୍କିତ ହୋଇ ପଡ଼ିଥିଲେ ରାଜ୍ୟବାସୀ। ବଙ୍ଗୋପସାଗରରେ ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ଏକ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା

ହଇରାଣ ହେଉଛନ୍ତି ହବିଷ୍ୟାଳି

ପୁରୀରେ ହଇରାଣ ହେଉଛନ୍ତି ହବିଷ୍ୟାଳି । ପଞ୍ଜିକରଣ କରିଥିଲେ ବି ମିଳୁନି ଘର । ତିନି ଦିନ ଗୋଟିଏ ସ୍ଥାନରେ ରଖିବା ପରେ ଅନ୍ୟ ସ୍ଥାନକୁ କରାଯାଉଛି ସ୍ଥାନାନ୍ତର । ଯାହାକୁ ନେଇ ହବିଷ୍ୟାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର

ଧାମନଗରର ଉପନିର୍ବାଚନ ପାଇଁ ରାଜନୀତି ସରଗରମ

ଧାମନଗରର ଉପନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଜେପି କିନ୍ତୁ ପ୍ରାର୍ଥୀ ଘୋଷଣା କରି ପ୍ରଚାରକୁ ଜୋରଦାର କରିଛି ।ସେପଟେ ବିଜେଡ଼ି ଧାମନଗର ଉପନିର୍ବାଚନା ପାଇଁ ସ୍ୱତନ୍ତ୍ର ପ୍ଲାନ୍ କରିଛି । ତିହିଡ଼ି ଓ ଧାମନଗର ବ୍ଲକ

ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ନିଜର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ନାମକୁ ସୁପାରିଶ କରିଛନ୍ତି। ଏନେଇ ସେ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି। ପୂର୍ବରୁ ନାମ

ପ୍ରାର୍ଥୀପତ୍ର ଦାଖଲ କଲେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୂରଜ ସକାଳେ ବାପାଙ୍କ ସମାଧିପୀଠକୁ ଯାଇଥିଲେ । ପରେ ସେ ଭଦ୍ରକର ମା ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ଭଦ୍ରକ ଉପ