ବଡ଼ୋଦରାରେ ହିଂସାକାଣ୍ଡ ଘଟଣାରେ 10 ଗିରଫ,ପୋଲିସ ଆଗରେ ପେଟ୍ରୋଲ ବମ୍ ଫୋପାଡିଲେ ଦୁର୍ବୁତ୍ତ
ବଡ଼ୋଦରା : ଗୁଜରାଟର ବଡ଼ୋଦରାରେ ଦୀପାବଳିରେ ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଦୀପାବଳି ରାତିରେ ଜୋରଦାର ହିଂସାକାଣ୍ଡ ଦେଖିବାକୁ ମିଳିଛି। ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିବା ପରେ ଦୁର୍ବୁତ୍ତମାନେ ପୋଲିସ ଆଗରେ ପେଟ୍ରୋଲ ବମ୍ ଫୋପାଡିଥିଲେ। ବଡୋଦରା ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ!-->…