Browsing Tag

#odisha

ଦେଶରେ ଔଷଧର ଗୁଣବତ୍ତା ନେଇ ଗଠିତ ହେବ ନ୍ୟାସନାଲ ଡ୍ରଗ୍ସ ଡାଟାବେସ

ଜାଲ୍ ମେଡିସିନର ପ୍ରସାର ରୋକିବାକୁ ବଡ଼ ପଦକ୍ଷେପ । ଦେଶରେ ଔଷଧର ଗୁଣବତ୍ତା ନେଇ ଗଠିତ ହେବ ନ୍ୟାସନାଲ ଡ୍ରଗ୍ସ ଡାଟାବେସ । ଏହି କମିଟି ଡ୍ରଗ୍ସ ପ୍ରସ୍ତୁତିଠାରୁ ଆରମ୍ଭ କରି ଦେଶବ୍ୟାପୀ ଏହାର ମାର୍କେଟିଂ ଯାଏ ସବୁକିଛି ଅନୁଧ୍ୟାନ କରିବ ।ପ୍ୟାନେଲରେ ରହିବେ ୭ଜଣ ସଦସ୍ୟ । ଏହି ପ୍ୟାନେଲ

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଆଉ ୫୦ କ୍ରିପ୍ଟୋ ୱାଲେଟ୍

ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ବିରୋଧରେ ସାଂଘାତିକ ତଥ୍ୟ ମିଳିଛି । ଭିଜିଲାନ୍ସ ହାତରେ ଲାଗିଛି ନିହାରଙ୍କ ଆଉ ୫୦ କ୍ରିପ୍ଟୋ ୱାଲେଟ୍ । ଚଢାଉ ବେଳେ ୩୮ଟି ମିଳିଥିବା ବେଳେ ଏବେ ଆଉ ୫୦ଟି ମିଳିଛି । ଏଥିରେ ୨୫ ଲକ୍ଷ

ଏମ୍ସରୁ ଧରାପଡିଲେ ୧୨ ଦଲାଲ

ଭୁବନେଶ୍ୱର ଏମ୍ସରୁ ଗିରଫ ହେଲେ ୧୨ ଦଲାଲ । ଦଲାଲଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଟଙ୍କା ନେଉଥିଲେ। ଏଥି ସହିତ ଟିକେଟ , ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ଲୁଟି ଚାଲିଥିଲେ। ଏହାର ଅଭିଯୋଗ

ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ- ଭାରତ

ଭାରତୀୟ ପୁରୁଷ ଦଳ ହକି ପ୍ରୋ ଲିଗ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ । ଗତ ୨୮ ତାରିଖରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୪-୩ ଗୋଲରେ ବିଜୟୀ ହୋଇଥିଲା । ଶୁକ୍ରବାର ପୁଣି ଦୁଇ ଦଳ ମୁହାଁମୁହିଁ ହେବେ । ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇ ପୁଣି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ

ଆନ୍ଧ୍ରପ୍ରଦେଶ ସୀମା ବିବାଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଆନ୍ଧ୍ରପ୍ରଦେଶ ସୀମା ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୀମାବର୍ତ୍ତୀ କୋରାପୁଟ ଏବଂ ଗଜପତି ଜିଲ୍ଲାରେ ଉଭା ହୋଇଥିବା ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖରେ ମଧ୍ୟାହ୍ନରେ ପୁରୀରେ ପହଞ୍ଚି ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଦର୍ଶନ ସରିବା ପରେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାର ରହିଛି କାର୍ଯ୍ର୍ୟକ୍ରମ । ରାଷ୍ଟ୍ରପତି ଦ୍ରୌପଦୀଙ୍କର ଏହା ହେଉଛି

ଦଳିଦେଲା ଦନ୍ତା: ବାପା ମାଆଙ୍କ ଆଗରେ ଦୁଇ ଛୁଆଙ୍କ ମୃତ୍ୟୁ

ଝାରସୁଗୁଡା: ଇଟାଭାଟିରେ ପଲିଥିନ ତଳେ ଶୋଇଥିବା ବେଳେ ହାତୀ ଦଳିଦେଲା ଦୁଇ ଛୁଆଙ୍କୁ । ପିତା ମାତାଙ୍କ ଆଗରେ ଦୁଇ ନାବାଳକ ପୁଅଙ୍କୁ ହାତୀ ଦଳିଦେଇ ମାରିଦେଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ାରେ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ଶ୍ରମିକ ପରିବାର

ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି

ଅନୁଗୁଳ : ଅନୁଗୁଳରେ ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ 20 ଲକ୍ଷ ଟଙ୍କା ଦାବି କରିଛନ୍ତି। ଏହା ସହ ତାଙ୍କ ପରିବାରର ଜଣଙ୍କୁ ଚାକିରି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଧାରଣାରେ ବସିଥିବା ଲୋକ କହିଛନ୍ତି ଅନୁଗୁଳ ସହର ଉପକଣ୍ଠ କୁଲାଡ ଗ୍ରାମ ନିକଟରେ

ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ଆଜିଠୁ ପଞ୍ଚୁକ ଆରମ୍ଭ

ପୁରୀ: କାର୍ତିକ ପୂଣ୍ୟ ମାସରେ ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦେଖିବାକୁ ପୁରୀରେ ପ୍ରବଳ ଭିଡ ହୋଇଛି । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ । ଭୋର ୫ଟା ୨ରେ ସିଂହଦ୍ୱାର, ୬ଟାରେ ଜୟବିଜୟ ଦ୍ୱାର ଖୋଲିଲା । ୬ଟା ୧୫ରେ ମଙ୍ଗଳ ଆଳତି ହୋଇ ବିଳମ୍ବରେ

ଅନୁପ ସାଏଙ୍କୁ ମିଳିଲା ଜାମିନ

ମା ଝିଅ ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଛି ଜାମିନ । ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା କାରଣରୁ ଅନୁପଙ୍କୁ  ଜାମିନ ମିଳିଛି। ବହୁ ଚର୍ଚ୍ଚିତ ମାଆଝିଅ ହତ୍ୟାକାଣ୍ଡରେ ଅନୁପ ସାଏ ଛତିଶଗଡର ରାୟଗଡ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ଛତିଶଗଡ଼ ହାଇକୋର୍ଟ ତାଙ୍କୁ ଜାମିନ