Browsing Tag

#odisha

ଆଜି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ,ବିଜେଡି ଘୋଷଣା କରିପାରେ ପ୍ରାର୍ଥୀ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଦୀପ ପୁରୋହିତ। କେନ୍ଦ୍ରମନ୍ତ୍ରୀ

ପଦ୍ମପୁର ଉପନିର୍ବାଚନ; କିଏ ଜିତିବ ବାଜି

ବରଗଡ଼ : ବରଗଡ଼ ଜିଲ୍ଲାର ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଟିକେଟ ଦେବ ବିଜେପି । ଏନଇ ବିଜେପିର ତୁଙ୍ଗ ନେତାମାନେ ପଦ୍ମପୁରରେ ଡେରା ପକାଇଲେଣି । ଦଳୀୟ ନେତା, କର୍ମୀ ମହଲରେ ଏବେ ବିଜୟ ପାଇଁ ରଣନୀତି ଚାଲିଛି । କଂଗ୍ରେସ ଦଳ ପୂର୍ବତନ ବିଧାୟକ

ପଦ୍ମପୁର ପାଇଁ ବିଜେପିର ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ

ଧାମନଗର ଉପନିର୍ବାଚନ ପରେ ଏବେ ବିଜେପି ଶିବିରରେ ଏବେ ଉତ୍ସାହ ଭରିଯାଇଛି । ଏସବୁ ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ହୋଇସାରିଛି । ପଦ୍ମପୁର ପାଇଁ ବିଜେପିର ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । ୧୪ ତାରିଖରେ ସେ ନାମାଙ୍କନଦାଖଲ କରିବେ । ତେବେ ଧାମନଗର ଭଳି

ଓଡିଆରେ ଇଞ୍ଜିିନିୟରିଂ ପାଠ୍ୟପୁସ୍ତକର ପ୍ରଥମ ସଂସ୍କରଣକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ । ଏବେ ନିଜ ମାତୃଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ିବେ ଓଡ଼ିଆ ଛାତ୍ରଛାତ୍ରୀ । ଓଡିଆ ପିଲାଙ୍କ ପାଇଁ ଇଞ୍ଜିନିୟରିଂ ପାଠପଢ଼ାକୁ ଆହୁରି ସହଜ କରିବାକୁ, ଏଆଇସିଟିଇ ପକ୍ଷରୁ ପ୍ରସ୍ତୁତ ୨୦ଟି ପାଠ୍ୟପୁସ୍ତକକୁ ଉନ୍ମୋଚିତ କରିଛନ୍ତି ରାଷ୍ଟ୍ରପତି । ତେବେ ଓଡିଆ ଭାଷାରେ

 ଜଜ୍ ପରୀକ୍ଷାରେ ଆଗରେ ରହିଲେ ଝିଅ

ଜଜ୍ ପରୀକ୍ଷାରେ ଆଗରେ ରହିଲେ ଝିଅ । ଓଡ଼ିଶା ଜୁଡିସିଆଲ୍ ସର୍ଭିସ-୨୦୨୧ ପରୀକ୍ଷା ଫଳ ପ୍ରକାଶ କରିଛି ଓପିଏସସି । ୫୦ ଜଣ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରେ ରହିଛନ୍ତି ୨୮ ଜଣ ମହିଳା । ଅଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ପ୍ରଥମ ୩ଟି

ଏଏସଓ ପରୀକ୍ଷା ପରିଚାଳନାରେ ଦୁର୍ନୀତି ଅଭିଯୋଗ

ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ବା ଏଏସଓ’ର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରଠାରୁ ଫଳାଫଳକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ପରୀକ୍ଷା ପରିଚାଳନାରେ ଦୁର୍ନୀତି ଅଭିଯୋଗ ଆଣି ଆଶାୟୀ ପ୍ରାର୍ଥୀମାନେ ପ୍ରତିବାଦ କରି ଆସୁଥିବା ବେଳେ ଆଜି ଓପିଏସସି କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ

ହଜିଲା ସ୍ମୃତି ସାଉଁଟିବେ ରାଷ୍ଟ୍ରପତି

ହଜିଲା ସ୍ମୃତି ସାଉଁଟିବେ ରାଷ୍ଟ୍ରପତି । ନିଜେ ପଢିଥିବା ସ୍କୁଲରେ ଦ୍ରୌପଦୀ ମୁର୍ମୁ । ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚବିଦ୍ୟାଳରେ ୧୦ ମିନିଟ୍ ବିତାଇବେ ରାଷ୍ଟ୍ରପତି । ଆଜି ରାଷ୍ଟ୍ରପତି ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲକୁ ଆସିଛନ୍ତି । ସେଠାରେ ୧୨ ମିନିଟ୍ ରହିବେ । ପୁରାତନ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଛି। ଆଜି ସକାଳୁ ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ବାପଘରେ ଇଡି ପକ୍ଷରୁ ଚଢ଼ାଉ ଚାଲିଛି। ସୂଚନା ଅନୁଯାୟୀ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ପ୍ରବର୍ତ୍ତନ

ପୁରୀରେ ଖୋଲିବ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ

ପୁରୀରେ ଖୋଲିବ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ବା ଏଏସଆଇର ନୂଆ ସର୍କଲ ମୁଖ୍ୟାଳୟ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏହି ନିଷ୍ପତି ନେଇଛି । ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତିି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର

ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ