Browsing Tag

#odisha

ଶୂନ୍ୟକାଳରେ ଉଠିଲା ଚାଷୀ ପ୍ରସଙ୍ଗ

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଶୂନ୍ୟକାଳରେ ହୋ ହାଲ୍ଲା ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଚାଷୀଙ୍କ ପାଇଁ ସମସ୍ତେ ଯଦି କାନ୍ଦୁଛନ୍ତି ତେବେ ଚାଷୀ ଦୁଃଖରେ କାହିଁକି ଅଛନ୍ତି । ସମସ୍ତ ଦଳ ଚାଷୀଙ୍କୁ ସମର୍ଥନ

ଓଡ଼ିଶାରୁ ଚାଲିବ ଜଗନ୍ନାଥ ଏକ୍ସପ୍ରେସ, ବନ୍ଦେ ଭାରତ ଏକ୍ସପ୍ରେସ: ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର : ଓଡ଼ିଶା ପାଇଁ ବଡ଼ ଖବର । ରେଳର ବିକାଶ ପାଇଁ ରେଳମନ୍ତ୍ରୀ କହିଛନ୍ତି ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଜଗନ୍ନାଥ ଏକ୍ସପ୍ରେସ ଚାଲିବ ଯାହା ଅନ୍ୟାନ୍ୟ କ୍ଷେତ୍ରକୁ ସଂଯୋଗ କରିବ । ଆସନ୍ତା ରଥଯାତ୍ରା ସମୟରେ ଏନେଇ ବିସ୍ତୃତ ଘୋଷଣା କରିବେ ରେଳମନ୍ତ୍ରୀ । ରେଳ

‘ଶିଶିର ସରସ’ ମେଳା ଏଥର ବରମୁଣ୍ଡା ପଡ଼ିଆରେ

ସବୁଥର ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୁଏ ଶିଶିର ସର ମେଳା । ଏଥର କିନ୍ତୁ ହକି ବିଶ୍ୱକପ୍‌ ଉପଲକ୍ଷେ ଡଟ୍‌ ଫେଷ୍ଟ୍‌ ପାଇଁ ସ୍ଥାନ ବଦଳିଛି । ପ୍ରଦର୍ଶନୀ ପଡ଼ିଆ ବଦଳରେ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବରମୁଣ୍ଡାରେ ହେବ ଜାତୀୟ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀର ମେଳା

ପଦ୍ମପୁର ଉପନିର୍ବାଚନରେ ଟ୍ରାକିଂ ଅଭିଯୋଗ

ପଦ୍ମପୁର ଉପ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ନେତାଙ୍କ ପ୍ରଚାର ଜୋର ଧରିଛି। ହେଲେ ଏହା ମଧ୍ୟରେ ପୁଲିସ୍‌ ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୁଲିସ୍‌ ପକ୍ଷରୁ ବିଭିନ୍ନ ଦଳର ନେତାଙ୍କ ସମେତ ଷ୍ଟାର ପ୍ରଚାରକଙ୍କ ଗାଡ଼ି ଯାଞ୍ଚ ହେଉଥିବା ବେଳେ ଡ୍ରାଇଭରଙ୍କ ନମ୍ବର ବି ରଖାଯାଉଛି।

ବିଧାନସଭାରେ ପୁଣି ହଟ୍ଟଗୋଳ

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ୨୪ ତାରିଖରୁ ଆରମ୍ଭ ହୋଇଥିଲା ବେଳେ ହଟ୍ଟଗୋଳ ଜାରି ରହିଛି । ହଟ୍ଟଗୋଳ ପାଇଁ ବିଧାନସଭା ଅପରାହ୍ନ 4ଟା ପର୍ଯ୍ୟନ୍ତ ମୂଲତବି ରହିଛି । ପ୍ରଥମ ଦିନରେ ୬ ଜଣ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଆଗତ ପରେ ହଟ୍ଟଗୋଳ ଆରମ୍ଭ

ମହେନ୍ଦ୍ର କୁମାର ବଢ଼େଇ ବିଜେଡି ମୁଖପାତ୍ର ନିଯୁକ୍ତ

ମହେନ୍ଦ୍ର କୁମାର ବଢ଼େଇ ବିଜେଡି ମୁଖପାତ୍ର ନିଯୁକ୍ତ । ମହେନ୍ଦ୍ରଙ୍କୁ ଦଳ ପକ୍ଷରୁ ନୂତନ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ରଂଜନ ମଙ୍ଗରାଜ । କିଛିଦିନ ତଳେ ମହେନ୍ଦ୍ର ବଢେଇ OAS ପଦବୀରୁ ଭିଆରଏସ୍ ନେଇ ବିଜେଡିରେ ଯୋଗ ଦେଇଥିଲେ । ଦଳ ପାଇଁ

ହକି ବିଶ୍ୱକପ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍

ହକି ବିଶ୍ୱକପ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ମିଳିବ । ଦିନ ଗୋଟାଏ ପରେ ‘ପେଟିଏମ ଇନସାଇଡ’ www.insider.inର ସାଇଟକୁ ଯାଇ ଟିକେଟ୍ ବୁକିଂ କରିପାରିବେ । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ୍ କିଣିପାରିବେ । ୧୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଟିକେଟର ମୂଲ୍ୟ ରହିଛି । ଅନଲାଇନ

ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କଲେ ଅଙ୍ଗନବାଡ଼ି ଦିଦି

ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କଲେ ଅଙ୍ଗନବାଡ଼ି ଦିଦି। ଧାରଣ ରହି ନିଜର ହକ୍ ପାଇଁ ସରକାରଙ୍କୁ ପ୍ରତିବାଦ କରିଛନ୍ତି ଅଙ୍ଗନବାଡ଼ି କର୍ମୀ । ଆଜିକୁ ୩ ଦିନ ହେବ ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଲେଡିସ ଅଙ୍ଗନବାଡ଼ି ୱର୍କର ପକ୍ଷରୁ ଧାରଣା ଜାରି ରହିଛି। ୮ ଦଫା ଦାବି ପୂରଣ

କେନ୍ଦ୍ର ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ ଭଦ୍ରକ ଓ ବାଲେଶ୍ୱର ଗସ୍ତ

କେନ୍ଦ୍ର ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଦୁଇ ଦିନିଆ ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଆସିଛନ୍ତି। ବୁଧବାର ରାତିରେ ଅର୍ଜୁନ ମୁଣ୍ଡା ଭଦ୍ରକରେ ପହଞ୍ଚି ସର୍କିଟ ହାଉସରେ ରାତ୍ରି ଯାପନ କରିଥିଲେ। ଆଜି ସକାଳେ ସହରର ଦକ୍ଷିଣକାଳୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ।

ଇଡି ଜାଲରେ ପଡିଛନ୍ତି କାର ସୋ’ରୁମ୍ ମାଲିକ ଗଙ୍ଗାଧର ସାମଲ

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ଯେତେ ଆଗକୁ ଯାଉଛି, ସେତେ ନୂଆ ତଥ୍ୟ ପଦାକୁ ଆସୁଛି । ଏହି କ୍ରମରେ ଇଡି ଜାଲରେ ପଡିଛନ୍ତି କାର ସୋ’ରୁମ୍ ମାଲିକ ଗଙ୍ଗାଧର ସାମଲ। କାର୍ ସୋରୁମ ମାଲିକଙ୍କୁ ଇଡି ପକ୍ଷରୁ ଜାରି ନୋଟିସ ହୋଇଥିଲା। ନୋଟିସ୍