Browsing Tag

#odisha

ସ୍କୁଟରରେ କମେଣ୍ଟ୍ରି

କ୍ରିକେଟ ମ୍ୟାଚ ଆଜିକା ଯୁଗରେ କାହାର ବା ପସନ୍ଦ ନୁହେଁ । ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ମ୍ୟାଚ ଦେଖିବା ପାଇଁ ପାଗଳ ହୋଇ ଯାଆନ୍ତି । କ୍ରିକେଟ ମ୍ୟାଚରେ ସବୁଠାରୁ ଇେଂଟ୍ରଷ୍ଟିଙ୍ଗ ପାର୍ଟ ହେଲା କମେଂଟ୍ରି । ଯାହାକି କ୍ରିକେଟ ଖେଳ ପ୍ରେମୀଙ୍କୁ ତାଙ୍କ ଆଡକୁ

କରୋନକୁ ନେଇ କଟକଣା ବଢିଲା

ପଡୋଶୀ ଦେଶରେ କରୋନାର ସବ୍-ଭାରିଏଣ୍ଟ ବିଏଫ.୭ ଆତଙ୍କ ଖେଳାଉଥିବାବେଳେ, ସଜାଗ ହୋଇଛନ୍ତି ଭାରତ ସରକାର । ଚୀନରୁ ଭାରତ ଆସୁଥିଲେ ଆରଟିପିସିଆର ଟେଷ୍ଟ କରାଇବା ବାଧ୍ୟମୂଳକ କରାଯାଇଛି । କେବଳ ଏତିକି ନୁହେଁ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ

ପୁଣି ରାଜଧାନୀକୁ ଫେରିଲା ପଥୋତ୍ସବ

ଦୀର୍ଘ ୩ ବର୍ଷ ପରେ ପୁଣି ଥରେ ରାଜଧାନୀକୁ ଫେରଲା ପଥ ଉତ୍ସବ । ଆଜି ସକାଳ ସାଢେ ୬ଟା ଜନପଥ ରାସ୍ତାରେ ଆରମ୍ଭ ହୋଇଛି ପଥ ଉତ୍ସବ କାର୍ଯ୍ୟକ୍ରମ । ଶୀତୁଆ ସକାଳରେ ଛୋଟରୁ ବଡ ସମସ୍ତେ ଏକାଠୀ ହୋଇ ଉତ୍ସଳ ପାଳନ କରୁଥିବା ଦେଖିବାକୁ ମିଳିଛି ।ଫିଟ୍ ରହିବାକୁ ସାଇକେଲିଂ, ସ୍କେଟିଂ, କୁମ୍ବା, ଯୋଗର

ସୈନିକ ସ୍କୁଲର ହୀରକ ଜୟନ୍ତୀ

। ସୈନିକ ସ୍କୁଲର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଦୁଇ ଦିନିଆ ହୀରକ ଜୟନ୍ତୀ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ହୀରକ ଜୟନ୍ତୀ ଅବସରରେ ଭୁବନେଶ୍ୱର ସୈନିକ ସ୍କୁଲ ପ୍ରତିଷ୍ଠାତା ବିଜୁ ପଟ୍ଟନାୟକଙ୍କ

ରାଜ୍ୟର ଇଣ୍ଡୋର ଷ୍ଟାଡିୟମ୍ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି

ଭୁବନେଶ୍ବର: ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ରାଜ୍ୟରେ ନିର୍ମାଣାଧୀନ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର କାମ ଖବୁଶୀଘ ସରିବାକୁ ଯାଉଛି । ହକି ବିଶ୍ବକପ ପୂର୍ବରୁ ଏ ସମସ୍ତ ଇଣ୍ଡୋର ଷ୍ଟାଡିୟମ ଲୋକାର୍ପଣ କରିବେ ମୁଖ୍ରମନ୍ତ୍ରୀ

ସୂର୍ଯ୍ୟମନ୍ଦିରରେ ପହଁଚିଲେ ଫାଇଭ୍ ଟି ସଚିବ

ପୁରୀ: ସୂର୍ଯ୍ୟମନ୍ଦିରରେ ସୈାନ୍ଦର୍ଯ୍ୟକରଣକୁ ନେଇ ପ୍ରଶ୍ନ ଉଠିବା ପରେ ୫ଟି ସଚିବ ଭି କେ ପାଣ୍ଡିଆନ୍ କୋଣାର୍କ ଯାଇ ତାହାର ସମୀକ୍ଷା କରିଛନ୍ତି । ଆଲୋକୀକରଣକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଭି କେ ପାଣ୍ଡିଆନ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଥିବା

ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ପ୍ରତାପ ଷଡଙ୍ଗୀ ଭେଟିବା ନେଇ ଚର୍ଚା ଜୋରଧରିଲା

ନୂଆଦିଲ୍ଲୀ: କିଛି ଦିନର ନିରବତା ପରେ ପୁଣି ନନାଙ୍କୁ ନେଇ ରାଜନୀତି ଗଳିକନ୍ଦିରେ ଚର୍ଚା ଜୋର ଧରିଛି । ପିଏମରୁ ଡକରା ଆସିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ପାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ବୃଦ୍ଧଙ୍କ ଜୀବନ ନେଲେ ହାତୀପଲ

ହାତୀ ମଣିଷ ଲଢ଼େଇରେ ପୁଣି ଜଣେ ବୃଦ୍ଧଙ୍କ ଜୀବନ ଯାଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ବର୍ତ୍ତି ହାଟଭରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ସିଉନାପାଲି ଗ୍ରାମର ତେଜୁ ଗଣ୍ଡ (୬୦)ଙ୍କୁ ହାତୀ ପଲ ଦଳି ମାରିଥିବା ଜଣାପଡିଛି । ଛତିଶଗଡ଼ର ହାତୀ ପଲ ସେହି ଅଂଚଳରେ ବୁଲୁଥିବା ବେଳେ ଗତକାଲି

ମନ୍ତ୍ରୀଙ୍କ ବାସଭବନ ଆଗରେ ଶିକ୍ଷକ

ଭୁବନେଶ୍ବର: ଗତ କିଛି ଦିନ ଧରି ଶିକ୍ଷକମାନେ ଆନ୍ଦୋଳନ ଚଳାଇ ଆସୁଥିବା ବେଳେ ମାଧ୍ୟମିକ ଶିକ୍ଷକ ସଂଘ କର୍ମକର୍ତ୍ତାମାନେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ବାସଭବନ ଘେରିଛନ୍ତି।। ନିଜ ଦାବିରେ ଅଟଳ ରହିଛନ୍ତି ଶିକ୍ଷକ ।

ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଆଜି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ସାଂସଦ ଅଚ୍ୟୁତ ସାମନ୍ତ ଓ ଡିଆର୍‌ଡିଓର ଏରୋନେଟିକାଲ ସିଷ୍ଟମ୍ସ(ଏଏସ୍‌)ର ମହାନିର୍ଦ୍ଦେଶକ ତଥା ବୈଜ୍ଞାନିକ ଟେସି ଥୋମାସ୍‌ଙ୍କୁ