Browsing Tag

#odisha

ସୁଦାନ ହିଂସା:  ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ ସହାୟତା ନେଉଛି ଭାରତ

ସୁଦାନରେ ସଂଘର୍ଷ ଜାରି ରହିଛି ଓ ମୃତ୍ୟୁସଂଖ୍ୟା ୨୭୦ ଟପିଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୁଦାନର ସଦ୍ୟତମ ସ୍ଥିତି କୁ ନେଇ ୟୁଏଇ ଏବଂ ସାଉଦି ଆରବରେ ଥିବା ତାଙ୍କ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି। ଏହି ସବୁ ଦେଶ ସୁଦାନରୁ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବା ଆହ୍ୱାନର…

ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ଭାରତ

ଭାରତର ଜନସଂଖ୍ୟା ବଢ଼ିବଢ଼ି ଯାଉଥିବା ବେଳେ ଏବେ ଚୀନକୁ ଟପିଥିବା ଚର୍ଚା ହେଉଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ୟୁନାଇଟେଡ ନେସନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ତେବେ କେବେ ଭାରତର ଜନସଂଖ୍ୟା ଟପିଲା ଏବଂ କିଭଳି ଗଣନା କରାଗଲା ତାହା ମଧ୍ୟ…

ଝାରସୁଗୁଡ଼ା ଉପନିର୍ବାଚନ : ଆଜିଠୁ ଜୋରଦାର ହେବ ପ୍ରଚାର

ଝାରସୁଗୁଡ଼ା : କିଏ ଜିତିବ ଝାରସୁଗୁଡ଼ା ବାଜି । ବିଜେଡି ଜିତିବ ନା ବିଜେପି, କଂଗ୍ରେସ ପ୍ରାର୍ଥୀ ଜିତିବେ । କାହାକୁ ଭୋଟର ଦେବେ ଅଧିକ ଭୋଟ । ତାକୁ ନେଇ ଏବେ ନେତାଠୁ ଆରମ୍ଭ କରି ସାଧାରଣ ଜନତା ଆଲୋଚନା କରୁଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ଏଥର ଭିନ୍ନ ପ୍ରସଙ୍ଗ ରହିଛି । ବିଶେଷ କରି ନବ…

ଫାଇଲ ହଜିଛି ନା ଚୋରି ହୋଇଛି?

ଶ୍ରୀମନ୍ଦିର ଫାଇଲ ହଜିବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଗୁରୁତ୍ୱପୂର୍ଣ ଫାଇଲ କିପରି ହଜିଯାଉଛି ତାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ବାରମ୍ବାର ପ୍ରଶ୍ନ କରିଥିବା ବେଳେ ଏବେ ବରିଷ୍ଠ ନେତା ବିଜୟ ମହାପାତ୍ରା ସାଂଘାତିକ ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ଜାଣିଶୁଣି ଫାଇଲକୁ…

ପ୍ରତିଷ୍ଠା ହେବ ଦେଶର ବୃହତ୍ତମ ଇସ୍ପାତ କାରଖାନା

ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ  କହିଛନ୍ତି, ଓଡ଼ିଶାରେ ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ ବୁଲି ଦେଖିଛନ୍ତି। ୯ଦିନର ଗସ୍ତକୁ ବେଶ୍ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୋଡରେ ଶିଳ୍ପାୟନ ଆଗେଇବ। ନିପନ ଷ୍ଟିଲ…

ମୌସୁମୀ ବର୍ଷା ୯୬% – ଆଇଏମଡି ଡିଜି

ମୌସୁମୀ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ  ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ପୂର୍ବାମନୁମାନ କରାଯାଇଛି। ମୌସୁମୀରେ ଦେଶରେ ହାରାହାରି ୮୭ ସେଣ୍ଟିମିଟର ବର୍ଷା ହୋଇଥାଏ। ଚଳିତ ବର୍ଷ ୯୬% ହିସାବରେ ୮୩.୫…

୩ ନେତା ପ୍ରସନ୍ନ ଆଚାର୍ଯ୍ୟ, ସାରଦା ନାୟକ ଓ ଦେବୀ ମିଶ୍ର ଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡା ଉପ ନିର୍ବାଚନ ପାଇଁ ପାଗ ଭିଡିଲେଣି ତିନି ପ୍ରମୁଖ ଦଳ । ତେବ ସବୁଠାରୁ ଆଗରେ ରହିଛି ବିଜେଡି । ପ୍ରଥମେ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏବେ ନିର୍ବାଚନ ପରିଚାଳନା ପାଇଁ  ତିନି ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ ।   ଏହି ତିନି…

ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ

ଝାରସୁଗୁଡା : ଶେଷରେ ଝାରସୁଗୁଡ଼ା  ଉପନିର୍ବାଚନ ପାଇଁ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଯାହା ପୂର୍ବରୁ ଚର୍ଚା ହେଉଥିଲା ତାହା ହିଁ ହୋଇଛି ।  ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ମୁଖ୍ୟମନ୍ତ୍ରୀ ଟିକେଟ ଦେବାକୁ ଘୋଷଣା କରିଛନ୍ତି ।  ଦୀପାଳି ଦାସଙ୍କୁ…

ରାମ ନବମୀରେ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଶୁଭାରମ୍ଭ

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଏବଂ  କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ 30 ମାର୍ଚ୍ଚ 2023 ଶ୍ରୀରାମ ନବମୀ ଦିବସରେ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନର…

୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଝାରସୁଗୁଡ଼ାରୁ ଅପହରଣ କରି ପୋଡି ମାରିଦେଲେ

ଝାରସୁଗୁଡ଼ାରୁ ଅପହରଣ କରି  ନାବାଳକ ସମର୍ଥ ଅଗ୍ରୱାଲ (୧୫)ଙ୍କୁ ପୋଡି ମାରିଛନ୍ତି ଅପରାଧୀ ।  ମୃତଦେହକୁ ପୁଲିସ ବରଗଡ଼ ଜିଲ୍ଲାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିବା ପରେ ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତମାନେ ହତ୍ୟା ପୂର୍ବରୁ ପୀଡିତ ପରିବାରକୁ ୫୦ ଲକ୍ଷ…