Browsing Tag

#odisha

ନଦୀରେ ବଢୁଛି ପାଣି: ବନ୍ୟା ଆଶଙ୍କା

ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଲଗାଣ ବର୍ଷା ପାଇଁ ଏବେ ଚାରିଆଡ଼େ ପାଣି । ପଶ୍ଚିମ ଓଡ଼ିଶା, ଉପକୂଳ ଓଡ଼ିଶାରେ ଆଜି ବି ପ୍ରବଳ ବର୍ଷା ହେବ । ତେଣୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସକୁ ନିର୍ଦ୍ଦେଶ ରହିଛି । ଏଥିପାଇଁ ୧୦ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।…

ବିଦେଶୀ ନାଗରିକଙ୍କ ପାଇଁ ଆୟୁଷ ଭିସା

ଭାରତୀୟ ଚିକିତ୍ସା ପ୍ରଣାଳୀ ଅଧୀନରେ ଚିକିତ୍ସା ପାଇଁ ବିଦେଶୀ ନାଗରିକଙ୍କ ନିମନ୍ତେ ଆୟୁଷ (ଏୱାଇ) ଭିସା ପ୍ରସ୍ତୁତ କରାଯିବା ସମ୍ପର୍କରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆୟୁଷ ଭିସାର ପ୍ରବର୍ତ୍ତନ ଆୟୁଷ ଚିକିତ୍ସା ପ୍ରଣାଳୀ / ଚିକିତ୍ସା ସମ୍ପର୍କିତ…

ରାଶିଫଳ

ମେଷ : ଅତ୍ୟନ୍ତ ସାବଧାନପୂର୍ବକ ଆଜିର ଦିନ କାଟିବାକୁ ଉପଦେଶ। ଥଣ୍ଡା, କଫ ଏବଂ ଜ୍ୱର କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପରିବାରରେ କିଛି ମନମାଳିନ୍ୟ ହୋଇପାରେ। ଧର୍ମ କରିବାରେ ଧନ ଖର୍ଚ୍ଚ ପରି ପରିସ୍ଥିତି ହୋଇପାରେ। ସେଥିପାଇଁ ସମ୍ଭାଳିକରି ରୁହନ୍ତୁ। ମାନସିକ ଅସୁସ୍ଥତା ଅନୁଭବ…

ଅର୍ଚ୍ଚନା ନାଗ୍‌‌ଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌‌

ଭୁବନେଶ୍ୱର :  ଅର୍ଚ୍ଚନା ନାଗ୍‌‌ଙ୍କୁ  ଜାମିନ୍‌‌ ମିଳିଛି। ଖଣ୍ଡଗିରି ଥାନା ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍‌‌ ଦେଇଛନ୍ତି।  ଅର୍ଚ୍ଚନାଙ୍କ ନାଁରେ ଦାୟର ମୋଟ ୩ଟି ମାମଲାରୁ ୨ଟିରେ ଜାମିନ୍‌‌ ମିଳିଛି। ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ଜାମିନ୍‌‌ ଦେଇଛନ୍ତି ହାଇକୋର୍ଟ।…

ବର୍ଷା ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲେ ୮ ଜିଲ୍ଲାପାଳ

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ୮ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । କେନ୍ଦୁଝର, ବଲାଙ୍ଗୀର, କଳାହାଣ୍ଡି, ଢେଙ୍କାନାଳ, ନୂଆପଡ଼ା,ସମ୍ବଲପୁର, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷ ଯୋଗୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ପାଇଁ…

ଶେଷ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ହରାଇଲା ଭାରତ

ତ୍ରିନିନାଦ୍‌:  ଟିମ୍‌ ଇଣ୍ଡିଆ ଶେଷ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ୨୦୦ ରନରେ ବିଜୟଲାଭ କରିଛି ଟିମ୍ ଇଣ୍ଡିଆ ।  ୫୦ ଓଭରରେ ୫ଟି ୱିକେଟ୍‌ ହରାଇ ୩୫୧ ରନ୍‌ କରିବା ଫଳରେ ୱେଷ୍ଟଇଣ୍ଡିଜକୁ ୩୫୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଭାରତ ପକ୍ଷରୁ ଶୁଭମନ ଗିଲ ବ୍ୟକ୍ତିଗତ ଭାବେ…

ରାଶିଫଳ

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ମନଟା ବିଭିନ୍ନ କଥାକୁ ନେଇ ଭଲ ନ ଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଏବଂ ଆଦର୍ଶବାଦୀ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ

ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ ।  ମ୍ୟାଚ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବେ ଉଭୟ ଦଳ । ସନ୍ଧ୍ୟା ୭ଟାରୁ ଖେଳ ଆରମ୍ଭ ହେବ । ୩ଟିକିଆ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଥିବାବେଳେ ଦ୍ବିତୀୟ ଦିନିକିଆରେ ସହଜ ବିଜୟ ହାସଲ କରିଥିଲା ଓ୍ବେଷ୍ଟଇଣ୍ଡିଜ୍…

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଧୀନରେ ଚଳିତ ବର୍ଷ ୩୦ ଜୁନ୍‌ ସୁଦ୍ଧା ଓଡ଼ିଶାକୁ ମିଳିଛି ୨୩,୧୨୦ କୋଟି ଟଙ୍କା

ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ଅଧୀନରେ ଚଳିତ ବର୍ଷ ଜୁନ୍‌ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ୨୩,୧୨୦ କୋଟି ଟଙ୍କା ମିଳିଛି । ଏଥିମଧ୍ୟରୁ ୧୭,୭୫୫.୨୦ କୋଟି ଟଙ୍କା ପ୍ରମୁଖ ଖଣିଜ ଦ୍ରବ୍ୟରୁ ମିଳିଥିବା ବେଳେ କୋଇଲା ଓ ଲିଗନାଇଟରୁ ୫୨୩୭.୫୮ କୋଟି ଟଙ୍କା ମିଳିଛି । ସେହିପରି ଲଘୁ…

ସଂସଦରେ ସିନେମାଟୋଗ୍ରାଫ୍ ବିଲ୍‌, ୨୦୨୩ ପାରିତ

ସିନେମାଟୋଗ୍ରାଫ୍ (ସଂଶୋଧନ) ବିଲ୍‌, ୨୦୨୩ ଲୋକସଭାରୁ ମଞ୍ଜୁରୀ ପାଇବା ପରେ ସଂସଦରେ ପାରିତ ହୋଇଛି । ୨୦ ଜୁଲାଇ ୨୦୨୩ ରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଥିଲା ଏବଂ ୨୭ ଜୁଲାଇ, ୨୦୨୩ ରେ ଆଲୋଚନା ପରେ ପାରିତ ହୋଇଥିଲା । ୧୯୫୨ ମସିହାରେ ତିଆରି ହୋଇଥିବା ଏହି ଐତିହାସିକ ବିଲ୍‍ ୪୦ବର୍ଷ…