Browsing Tag

#odisha

ଜୀବନ ନେଲା ଡେଙ୍ଗୁ

ଭୁବନେଶ୍ବର:  ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ଛୁଇଁବାକୁ ବସିଥିବା ବେଳେ  ରାଜଧାନୀରେ ଦ୍ବିତୀୟ ଡେଙ୍ଗୁ ମୃତ୍ୟୁ ହୋଇଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଡେଙ୍ଗୁ ଜଣେ ପ୍ରସୂତିଙ୍କ ଜୀବନ ନେଇଛି। ମୃତା ମହିଳା ହେଉଛନ୍ତି ଭିଏସ୍‌ଏସ୍‌ ନଗରରେ ରହୁଥିବା ଭଦ୍ରକର ଶର୍ମିଷ୍ଠା ସେନାପତି।…

ବଢ଼ିଲା ହରଡ଼ ଡ଼ାଲି ଦର

ବଜାର ଦର ଉପରେ ଲଗାମ ନାହିଁ । ପରିବା ଦର କମିଲା ବେଳେ ଡାଲି ଡର ବଢ଼ି ବଢ଼ି ଚାଲିଛି । ଟମାଟୋ ଦର ଏବେ ବି କିଲୋଗ୍ରାମ ପିଛା ୧୦୦ ଟଙ୍କା ଉପରେ ରହିଛି |  ପରିବା ଦରକୁ ନେଇ ଏବେ ବି ଖାଉଟି ଚିନ୍ତାରେ ଥିବାବେଳେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ହରଡ ଡାଲିର ଦର ମଧ୍ୟ ବଢିଛି | ବାସ୍ତବରେ ବଜାରରେ ଏବେ…

ଆଜିର ରାଶିଫଳ

ମେଷ ଆଜି ନବମସ୍ଥ ଚନ୍ଦ୍ର ପ୍ରଭାବରୁ ଘର କାମ ଛାଡି ବାହାର ଲୋକମାନଙ୍କ ପାଇଁ ବିଶେଷ ସମୟ ଦେବେ। ତଥାପି ପାରିବାରିକ ଜୀବନରେ ସୁଖ, ସ୍ବାଚ୍ଛନ୍ଦ୍ୟ ବାଧାପ୍ରାପ୍ତ ହେବ ନାହିଁ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ପୂର୍ବରୁ ସୁପରିକଳ୍ପିତ ଯୋଜନା ମୁତାବକ…

ଶ୍ରୀହରିକୋଟାରୁ PSLV-C56 ରକେଟର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା: ପୁଣି ଇତିହାସ ରଚିଲା ଇସ୍ରୋ । ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଆଉ ଏକ ସଫଳତା । ସିଙ୍ଗାପୁରର ୭ଟି ସାଟେଲାଇଟ୍ ଉତକ୍ଷେପଣ କରିଛି ଇସ୍ରୋ। PSLV-C56 ରକେଟରେ ୭ଟି ସାଟେଲାଇଟ୍ ସଫଳ ଭାବେ ଉତକ୍ଷେପଣ କରିଛି  । ଶ୍ରୀହରିକୋଟାରୁ ହେଲା ଉତକ୍ଷେପଣ । ଭାରତର କମର୍ସିଆଲ…

ଉଗ୍ରତାରାଙ୍କ ମନ୍ଦିରରୁ ଚୋରି

ଟାଙ୍ଗୀ:  ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି । ଦୁଇ ସୁରକ୍ଷାକର୍ମୀ ଶୋଇପଡ଼ିଥିବା ବେଳେ  ଗତକାଲି ରାତିରେ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ଓ ରୁପାର ଅଳଙ୍କାର ଲୁଟି…

ଆଜିର ରାଶିଫଳ

ମେଷ:ବେପାରରେ ଯଥେଷ୍ଟ ଲାଭ ହେବ। ଭାଇ ଭଉଣୀଙ୍କ ଠାରୁ କୌଣସି କାମରେ ସାହାଯ୍ୟ ନେଇ ପାରନ୍ତି। ଧନଲାଭର ଅବସର ମିଳିବ। ଜୀବନସାଥୀ ସହ ସମୟ ଅତିବାହିତ କରିବେ। ବୃଷ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରର ବାତାବରଣ ଭଲ ରହିବ। ଜୀବନସାଥୀ ଆପଣଙ୍କ ପସନ୍ଦର ପୋଷାକ ଦେବେ। ବ୍ୟବସାୟ…

ସ୍ୱାସ୍ଥ୍ୟ ପାଇଁ କ୍ଷୀର

ସ୍ୱାସ୍ଥ୍ୟ ପାଇଁ କ୍ଷୀର ବେଶ ଲାଭଦାୟକ। ଏହାର ସେବନ ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହି କାରଣରୁ ବୟସ୍କ ଠାରୁ ଆରମ୍ଭ କରି ଡାକ୍ତର ସମସ୍ତେ କ୍ଷୀର ପିଇବାକୁ ପରାମର୍ଶ ଦେଇଥାଆନ୍ତି। ମାତ୍ର କ୍ଷୀରରେ ମହୁ ମିଶାଇ ପିଇଲେ ସ୍ୱାସ୍ଥ୍ୟ ପାଇଁ ଏହାର ଉପକାରୀ ଗୁଣ ଦ୍ୱିଗୁଣିତ ହୋଇଯାଏ।…

ଆଜି ବାଘ ଦିବସ

ଭୁବନେଶ୍ବର: ଆଜି ନନ୍ଦନକାନନରେ ୧୪ତମ ବିଶ୍ୱ ବାଘ ଦିବସ ପାଳିତ ହେବ। ଏନେଇ ବିଭିନ୍ନ ଛାତ୍ର ସଂଗଠନକୁ ନିମନ୍ତ୍ରଣ କରାଯାଇଛି ଏବଂ ବିଭିନ୍ନ କା‌ର୍ଯ୍ୟକ୍ରମ ହାତକୁ ନିଆଯାଇଛି ।ପୃଥିବୀର ୧୩ ଟି ଦେଶରେ ବାଘ ଦେଖା ଦିଅନ୍ତି। ବାଘ ସଂଖ୍ୟା କମିବା ଦ୍ୱାରା ଖାଦ୍ୟ ଶୃଙ୍ଖଳ ଓ ଜୌବ ବିବିଧତା ନଷ୍ଟ…

ଆଜିର ରାଶିଫଳ

ମେଷ ଆଜି ସକାଳୁ ବନ୍ଧୁଙ୍କ ସହାନୁଭୂତିସୂଚକ କଥାରେ ହୃଦୟ ବିଗଳିତ ହୋଇଯିବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରୁଥିବା ଦିଗରୁ ଅଧିକ ଅର୍ଥ ପାଇ ଖୁସି ହେବେ। କୃତ୍ତିକା ନକ୍ଷତ୍ର ନୂତନ ଯୋଜନା କ୍ଷେତ୍ରରେ ଉଚ୍ଚ ଆଶା ଧରି ଆଗେଇବେ। କଳା, କ୍ରୀଡ଼ା, ସାହିତ୍ୟ, ଚଳଚ୍ଚିତ୍ର ତଥା ସାମାଜିକ…

ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା

ଭୁବନେଶ୍ବର: ଲଘୁଚାପ  ପ୍ରଭାବରେ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ସତର୍କତା ଜାରି ହୋଇଛି । ମୈାସୁମୀ ପ୍ରଭାବରେ କାଲିଠୁ…