Browsing Tag

#odisha

ତିନୋଟି ନୂଆ ସସ୍ତା ରିଚାର୍ଜ ପ୍ୟାକ୍ ଲଞ୍ଚ କରିଛି ଜିଓ ,ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବା

ଜିଓ ତିନୋଟି ନୂଆ ସସ୍ତା ରିଚାର୍ଜ ପ୍ୟାକ୍ ଲଞ୍ଚ କରିଛି । ଏହି ତିନୋଟି ପ୍ୟାକରେ OTT ଏବଂ ଡାଟା ବେନିଫିଟ୍‌ ସହିତ ୧୦୦୦ରୁ ଅଧିକ ଲାଇଭ୍ TV ଚ୍ୟାନେଲର ଆକ୍ସେସ୍ ମିଳୁଛି । ରିଲାଏନ୍ସ ଜିଓର ଏହି ରିଚାର୍ଜ ପ୍ଲାନଗୁଡ଼ିକ ବିଶେଷକରି ସେହି ୟୁଜର୍ସମାନଙ୍କ ପାଇଁ ଆଣାଯାଇଛି, ଯେଉଁମାନେ କମ୍…

ତାମିଲନାଡ଼ୁରେ ‘ବନ୍ଦେ ମାତରମ’ ନୁହେଁ ଗାନ ହେବ ‘ତାମିଲ ଥାଇ ୱାଇଥୁ’

ଚଳିତବର୍ଷ ଦେଶର ସଂସଦରେ ଯେଉଁ ପ୍ରକାର ସବୁ ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ଗୀତ ‘ବନ୍ଦେ ମାତରମ’ର ଗାନ ଅନିବାର୍ଯ୍ୟ କରିବା ଲାଗି ଆଇନ ଗୃହୀତ କରାଯାଇଛି ସେହି ଅନୁସାରେ ତାମିଲନାଡୁ ବିଧାନସଭା ସୋମବାର ରାଜ୍ୟରେ ସରକାରୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ତାମିଲ ଥାଇ ୱାଇଥୁ’ ଗାନର ଆଦେଶ ଲାଗୁ…

ମୁଁ ଏବେ ନରେନ୍ଦ୍ର ନାମକୁ ଘୃଣା କରେ -ପାକିସ୍ତାନୀ ବକ୍ସର ନରେନ୍ଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସ୍ଥିତ ବାସଭବନରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ପାଇଁ ଭାରତୀୟ ଖେଳାଳିଙ୍କ ସହିତ ସାକ୍ଷାତ କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳ ଏଥର ଚମତ୍କାର ପ୍ରଦର୍ଶନ କରିଥିଲା । ଭାରତ ୩୯ ପଦକ ସହିତ ଚତୁର୍ଥ ସ୍ଥାନରେ ରହିଥିଲା । ରବିବାର…

ଗୁରୁଗ୍ରାମର ୨୭୧ କୋଟି ଟଙ୍କାର ସବୁଠୁ ମହଙ୍ଗା ପେଣ୍ଟ୍‌ହାଉସ୍‌ କିଣିଲେ ଉଦ୍ୟୋଗପତି ମାନବ ସର୍ଦନା

ଉଦ୍ୟୋଗପତି ମାନବ ସର୍ଦନା ଗୁରୁଗ୍ରାମର ଡିଏଲ୍‌ଏଫ୍‌ ଦି ଡାଲିଆସ୍‌ରେ ଏକ ପେଣ୍ଟ୍‌ହାଉସ୍‌ କିଣିଛନ୍ତି ଯାହାର ଦାମ୍‌ ହେଉଛି ୨୭୧ କୋଟି ଟଙ୍କା। ଏହା ହେଉଛି ଦେଶର ସବୁଠୁ ମହଙ୍ଗା ପେଣ୍ଟ୍‌ହାଉସ୍‌। ଏହାର ପ୍ରତି ବର୍ଗଫୁଟ ପାଇଁ ‌ସେ ୨.୬ ଲକ୍ଷ ଟଙ୍କା ଦେଇଛନ୍ତି। ୧୦,୫୦୦ ବର୍ଗଫୁଟ…

ଭାରତ-ରୁଷ ଦ୍ବିପାକ୍ଷିକ ସମ୍ପର୍କରେ ଯୋଡ଼ିହେବ ଆଉ ଏକ ନୂଆ ଫର୍ଦ୍ଦ,ଭାରତରୁ ରୁଷକୁ ଗଡ଼ିବ ଟ୍ରେନ

ଭାରତ-ରୁଷ ଦ୍ବିପାକ୍ଷିକ ସମ୍ପର୍କରେ ଯୋଡ଼ିହେବ ଆଉ ଏକ ନୂଆ ଫର୍ଦ୍ଦ। ଦୁଇଦେଶ ନିଜ ଭାଗୀଦାରିକୁ ଆହୁରି ମଜଭୁତ କରିବା ଲାଗି ବଡ଼ ଯୋଜନା ହାତକୁ ନେଇପାରନ୍ତି। ରିପୋର୍ଟ ଅନୁସାରେ,ଭାରତ ସହ ସିଧାସଳଖ ରେଳ ଲିଙ୍କ ନିର୍ମାଣ ଲାଗି ପ୍ରସ୍ତାବ ରଖିଛି ରୁଷ। ଏହାଦ୍ୱାରା ଦୁଇଦେଶ ମଧ୍ୟରେ ରେଳ ଚଳାଚଳ…

ସେଲିବ୍ରିଟିଙ୍କୁ କିସ୍ କଲେ ଫ୍ୟାନ,ଭିଡିଓ ହେଲା ଭାଇରାଲ

ସେଲିବ୍ରିଟିଙ୍କୁ କିସ୍ କଲେ ଫ୍ୟାନ । ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ । ନିଜେ ଅଭିନେତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଅଭିନେତ୍ରୀ ନିକିତା ରାଓ୍ୱାଲଙ୍କ ସହ କିଛି ଏମିତି ଘଟିଛି ଏକ କାର୍ଯ୍ୟକ୍ରମରେ । ରେଡ୍ କାର୍ପେଟରେ ସେ ଆସୁଥିବା ବେଳେ ଜଣେ ଫ୍ୟାନ୍ସ ହଠାତ ତାଙ୍କୁ ଚୁମ୍ବନ ଦେଇଛନ୍ତି ।…

ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର,ପ୍ରଭୁ ଶ୍ରୀ ଶ୍ରୀ ଲୋକନାଥଙ୍କ ପୀଠରେ ଜଳଲାଗି କଲେ ହଜାର ହଜାର କାଉଡ଼ିଆ

ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର। ଏହି ଅବସରରେ ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଶ୍ରୀ ଲୋକନାଥଙ୍କ ପୀଠରେ ଜଳଲାଗି ପାଇଁ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଭିଡ ଜମିଛି। ରାଜ୍ୟର କୋଣ ଅନୁକୋଣରୁ କାଉଡ଼ିଆ ଭକ୍ତମାନେ ନିଜର ମାନସିକ ପୂରଣ ପାଇଁ ଆଜି ସୋମବାରରେ ଜଳଲାଗି ପାଇଁ ପ୍ରଭୁ ଲୋକନାଥଙ୍କ…

୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତଙ୍କ ଘରେ ପାଣି ପହଞ୍ଚିବ,ସୂଚନା ଦେଲେ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତଙ୍କ ଘରେ ପାଣି ପହଞ୍ଚିବ । ଏ ନେଇ ସୂଚନା ଦେଇଛନ୍ତି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ।ମନ୍ତ୍ରୀ କହିଛନ୍ତି, ଯେଉଁମାନେ ୨୪ ବର୍ଷ ଶାସନ କଲେ, ଯୁବକ ଯୁବତୀ ମାନେ ଉଚ୍ଚ ଶିକ୍ଷିତ ହୋଇ ବାର…

୯ଟି ବିଭାଗର ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ,ଦୁର୍ନୀତି ଠାରୁ ଦୂରରେ ରହିବାକୁ ନବ ନିଯୁକ୍ତ…

ନିଯୁକ୍ତି ମେଳାରେ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ । କହିଲେ ଦୁର୍ନୀତି ହେଉଛି ଭିଲେନ । ପ୍ରତ୍ୟେକ ନାଟକରେ ଜଣେ ହିରୋ ଆଉ ଜଣେ ଭିଲିଆନ ଥାଏ, ଆଉ ଭିଲିଆନ ହେଉଛି ଦୁର୍ନୀତି । ଆମ ସରକାରର ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଦୁର୍ନୀତି । ସବୁଠୁ ବଡ଼ ଶତ୍ରୁ ଆମ ପାଇଁ…

୧୩ ତାରିଖରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା,ଉତ୍ତର ଓଡିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାମାନଙ୍କରେ ଆଜି…

୧୩ ତାରିଖରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶ-ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ସମାନ ଅଞ୍ଚଳରେ ୧୩ ତାରିଖରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଉତ୍ତର ଓଡିଶା ଏବଂ ଏହାର…