କୌନ୍ ବନେଗା କରୋଡ଼ପତି ହଟ୍ ସିଟ୍ରେ ‘ବିଶ୍ୱର ସବୁଠାରୁ ଛୋଟ ଡାକ୍ତର’, ପ୍ରକାଶ କଲେ ଜୀବନର ଭାବପ୍ରବଣ ଘଟଣା
କୌନ୍ ବନେଗା କରୋଡ଼ପତି ସିଜନ୍ ୧୮ର ସଦ୍ୟ ପ୍ରସାରିତ ଏପିସୋଡରେ ହୋଷ୍ଟ ଅମିତାଭ ବଚ୍ଚନ ଗ୍ରାଣ୍ଡ ଏଣ୍ଟ୍ରି କରି ଦର୍ଶକଙ୍କୁ ସ୍ୱାଗତ କରିଥିଲେ । ଏହାପରେ ହୋଇଥିଲା ଫାଷ୍ଟେଷ୍ଟ ଫିଙ୍ଗର୍ ଫର୍ଷ୍ଟ ରାଉଣ୍ଡ। ଏହି ରାଉଣ୍ଡରେ ଗୁଜରାଟର ଗୋର୍ଖୀ ଗାଁର ଗଣେଶ ବାରେୟା ହଟ୍ ସିଟ୍ରେ ବସିବାର ସୁଯୋଗ…