Browsing Tag

#odisha

ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକ ଦେଖିଲେ ନୂଆ ପ୍ରଜାତିର ବିଦେଶୀ ଜୀବଜନ୍ତୁ,ଆଜିଠାରୁ ୧୧ଟି ନୂତନ ପ୍ରଜାତିର ମୋଟ…

ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକ ଦେଖିଲେ ନୂଆ ପ୍ରଜାତିର ବିଦେଶୀ ଜୀବଜନ୍ତୁ ।  ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ଆଜିଠାରୁ ୧୧ଟି ନୂତନ ପ୍ରଜାତିର ମୋଟ ୩୬ଟି ପ୍ରାଣୀଙ୍କୁ ପର୍ଯ୍ୟଟକ ଦେଖିବା ପାଇଁ ପାଇଁ ଖୁଆଡ଼କୁ ଛଡ଼ା ଯାଇଛି। …

ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ, ୫ ମୃତ ୧୦ ଜଣ ଆହତ

ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ସତ୍ୟବେଦୁ ମଣ୍ଡଳ ଅଞ୍ଚଳର ଶ୍ରୀ ସିଟିରେ  ଥିବା ଏକ ପ୍ରାଇଭେଟ ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ ଯୋଗୁଁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଫଳରେ ୫ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ…

‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଏବଂ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ଆଜି ରାଜଧାନୀ ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ।  ମୁଖ୍ୟମନ୍ତ୍ରୀ…

ନୋଏଡ଼ାରୁ ଛାତି ଥରାଇ ଦେବା ଭଲି ଘଟଣା ସାମ୍ନାକୁ ଆସିଛି,୪୩ ମହଲା କୋଠାରୁ ଡେଇଁଲେ ୩୫ ବର୍ଷୀୟ ଯୁବକ, ଘଟଣାସ୍ଥଳରେ…

ନୋଏଡ଼ାରୁ ଛାତି ଥରାଇ ଦେବା ଭଲି ଘଟଣା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ଯୁବକ ନୋଏଡାର ସେକ୍ଟର ୯୪ ସ୍ଥିତ ସୁପରନୋଭା ସୋସାଇଟିରେ ୪୩ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯୁବକ ଏତେ ଉଚ୍ଚରୁ ଡେଇଁବା ଫଳରେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି। ରକ୍ତ ଛିଟା କୋଠାର…

ବଲିଉଡ୍ ଅଭିନେତ୍ରୀ ନୁସରତ୍ ଭରୁଚାଙ୍କୁ ନେଇ ଚିନ୍ତା ବଢ଼ିଛି,ବାଲିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏୟାର୍…

ବଲିଉଡ୍ ଅଭିନେତ୍ରୀ ନୁସରତ୍ ଭରୁଚାଙ୍କୁ ନେଇ ଚିନ୍ତା ବଢ଼ିଛି। ଇଣ୍ଡୋନେସିଆର ବାଲିରେ ଏକ ଦୁର୍ଘଟଣାରେ ସେ ଆହତ ହୋଇଥିବା ବେଳେ ତାଙ୍କ ମେରୁଦଣ୍ଡରେ ଫ୍ରାକ୍ଚର୍ ହୋଇଛି। ବାଲିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏୟାର୍ ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଅଣାଯାଇଛି। ମୁମ୍ବାଇରେ ତାଙ୍କର…

ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ , କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା,ସ୍ଥିତି ନିୟନ୍ତ୍ରଣ ପାଇଁ…

ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ । କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା । ​ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ ହେଲା ଜଟଣୀ ପୋଲିସ । ହଷ୍ଟେଲ ଖାଦ୍ୟରୁ ପୋକ ବାହାରିବା ଘଟଣାକୁ କେନ୍ଦ୍ର କରି ଜଟଣୀସ୍ଥିତ ଏକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ,ରାଜ୍ୟ କାର୍ଯ୍ୟାଳୟରେ ଏକାଧିକ…

ଓଡ଼ିଶାରେ ଡି. ପୁରନ୍ଦେଶ୍ୱରୀ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ । ଦାୟିତ୍ୱ ମିଳିବା ପରେ ଉଭୟଙ୍କ ଏହି ଓଡ଼ିଶା ଗସ୍ତକୁ ଦଳୀୟ ସଂଗଠନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ…

ଆଜି ଠୁ ଆରମ୍ଭ ମା’ ବିରଜାଙ୍କ ଷୋଡ଼ଶ ଉପଚାର ପୂଜା,ମାଆଙ୍କ ସିଂହ ଧ୍ଵଜ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଷୋଡ଼ଶ ଉପଚାର ପୂଜା । ପବିତ୍ର ମୂଳାଷ୍ଟମୀ ଅବସରରେ ଆରମ୍ଭ ହେବ ମା’ଙ୍କ ଷୋଡ଼ଶ ଉପଚାର ପୂଜା । ପରମ୍ପରା ଅନୁଯାୟୀ ସୁନିଆରେ ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହେବାପରେ ମାଆଙ୍କ ସିଂହ ଧ୍ଵଜ…

ଆଜି ଆପଣଙ୍କ ଅଟକିଥିବା କାମ ଆଗକୁ ବଢ଼ିବ

ମେଷ- ଅଟକିଥିବା କାମ ଆଗକୁ ବଢ଼ିବ। ଚାକିରିରେ ଭଲ ଖବର ମିଳିପାରେ। ବନ୍ଧୁଙ୍କ ସାହାଯ୍ୟରେ ଜରୁରୀ କାମ ହୋଇଯିବ। ବାହାରକୁ ଯିବାର ସୁଯୋଗ ମିଳିପାରେ। ପୁରୁଣା ପରିଚିତଙ୍କ ସହ ସାକ୍ଷାତକାର ଦେବ । ବୃଷ- ଟଙ୍କା ଆସିବ, କିନ୍ତୁ ଖର୍ଚ୍ଚ ବି ସେହି ଅନୁସାରେ ରହିବ। ଘରେ ଛୋଟ କଥାକୁ ନେଇ ମନ…

ସକାଳର ୫ଟି ଅଭ୍ୟାସ,ଯାହା କିଡନୀ ପାଇଁ କ୍ଷତିକାରକ ହୋଇପାରେ, ଆସନ୍ତୁ ଜାଣିବା

ସକାଳର ଅଭ୍ୟାସ ଆମ ପୂରା ଦିନକୁ ପ୍ରଭାବିତ କରିଥାଏ। ସକାଳେ କ’ଣ ଖାଉଛନ୍ତି, କେତେ ପାଣି ପିଉଛନ୍ତି ଏବଂ ଦିନର ଆରମ୍ଭ କିପରି କରୁଛନ୍ତି, ତାହା ଶରୀର ଉପରେ ପ୍ରଭାବ ପକାଇଥାଏ। କିଡନୀକୁ ମଧ୍ୟ ପ୍ରଭାବିତ କରିଥାଏ। ହନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ୟୁରୋଲୋଜିଷ୍ଟ ଡାକ୍ତର…