ଶ୍ରୀମନ୍ଦିରରେ ପୁଣି ନୀତି ବିଶୃଙ୍ଖଳା ,ସାବିତ୍ରୀ ଅମାବାସ୍ୟାରେ ଜଳକ୍ରୀଡ଼ା ପରେ ରାତି ଅନିଦ୍ରା ରହିଲେ ବିଶ୍ୱନିଅନ୍ତା
ଶ୍ରୀମନ୍ଦିରରେ ପୁଣି ନୀତି ବିଶୃଙ୍ଖଳା। ସାବିତ୍ରୀ ଅମାବାସ୍ୟାରେ ଜଳକ୍ରୀଡ଼ା ପରେ ରାତି ଅନିଦ୍ରା ରହିଲେ ବିଶ୍ୱନିଅନ୍ତା। ଏ ସମସ୍ୟାକୁ ନେଇ ୩୫ ଜଣ ପାଳିଆ ସେବକଙ୍କୁ ନେଇ କମିଟି ହୋଇଛି, ବାରମ୍ବାର ବୈଠକ ବସୁଛି। ତଥାପି କାହିଁକି ବିଳମ୍ବିତ ହେଉଛି ବଡ଼ଠାକୁରଙ୍କ ନୀତି, ତାକୁ ନେଇ କ୍ଷୋଭ…