Browsing Tag

#odisha

ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା

ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି ।  ଓଡ଼ିଶାରେ କମିଲା PUCC ଜରିମାନା । ଆଉ ଗଣିବାକୁ ପଡ଼ିବନି ୧୦ ହଜାର ଟଙ୍କା  ।  ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା ।  ବୈଧ ପିୟୁସିସି ନଥିଲେ ପ୍ରଥମ ଥର ପାଇଁ ୧ ହଜାରରୁ ୩ ହଜାର ଟଙ୍କା, ପୁନର୍ବାର ଉଲ୍ଲଂଘନ କଲେ ସର୍ବାଧିକ ୬ ହଜାର ଟଙ୍କା…

OTET-୨୦୨୬ର ପରୀକ୍ଷା ଫଳ ପ୍ରକାଶ : ମୋଟ ପାସ୍ ହାର ୬୪.୪୮ ପ୍ରତିଶତ

ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET-୨୦୨୬ର ଫଳ ପ୍ରକାଶ ପାଇଛି।  ଜୁଲାଇ ୫ରେ ଅନୁଷ୍ଠିତ ପରୀକ୍ଷାରେ ପେପର-୧ ଓ ପେପର-୨ ପାଇଁ ମୋଟ ୯୭ ହଜାର୧୫୧ ଜଣ ପଞ୍ଜୀକରଣ କରିଥିଲେ। ଏଥିରୁ ୮୪ ହଜାର ୭୩୧ ଜଣ ପରୀକ୍ଷା ଦେଇଥିବା ବେଳେ ୫୩ ହଜାର ୩୧୪ ଜଣ ପରୀକ୍ଷାରେ ଯୋଗ୍ୟତା ହାସଲ କରିଛନ୍ତି। ମୋଟ…

ବାରଣାସୀ ଓ ଅଯୋଧ୍ୟା ତୀର୍ଥ ଯାତ୍ରାରେ ଗଲେ ୭୭୫ ଜଣ ବରିଷ୍ଠ ନାଗରିକ,ପଟିଆ ନିୟୁ ରେଳ ଷ୍ଟେସନରୁ ଉପମୁଖ୍ୟମନ୍ତ୍ରୀ…

ତୀର୍ଥ ଯାତ୍ରାରେ ଗଲେ ବରିଷ୍ଠ ନାଗରିକ । ୭୭୫ ଜଣ ବରିଷ୍ଠ ନାଗରିକ ବାରଣାସୀ ଓ ଅଯୋଧ୍ୟା ତୀର୍ଥ ଯାତ୍ରାରେ ଗଲେ । ଭୁବନେଶ୍ୱର ପଟିଆ ନିୟୁ ରେଳ ଷ୍ଟେସନରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଯାତ୍ରା ଆରମ୍ଭ ବେଳେ ପର୍ଯ୍ୟଟନ ମନ୍ତ୍ରୀ ସମ୍ପଦ…

ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି

ଓଡ଼ିଶା DGP ଚୟନ ମାମଲା । ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି । ଆମିକସ କ୍ୟୁରି ଦାଖଲ କଲେ ରିପୋର୍ଟ । ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ । ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଚୟନକୁ ନେଇ ସସ୍ ପେନ୍ସ ଜାରି ରହିଛି। ଆଜି ସୁପ୍ରିମକୋର୍ଟରେ…

ଆଜି ଶ୍ରୀମନ୍ଦିରରେ ରେଖା ପଞ୍ଚମୀ,ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ

ଆଜି ଶ୍ରୀମନ୍ଦିରରେ ରେଖା ପଞ୍ଚମୀ । ଭାଦ୍ରବ କୃଷ୍ଣ ପକ୍ଷ ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାର୍ଶ୍ବରେ ସ୍ଵର୍ଣ୍ଣ ନିର୍ମିତ ଏକ ବଳୟକୁ ରାହୁରେଖା କୁହାଯାଏ । ଏହି ବିଶେଷ ନୀତି ସମୟରେ ଠାକୁରଙ୍କ ଦର୍ଶନ…

ଆଜି ମଧ୍ୟ ଅଧା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ଅଧା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶା ଉପରେ ରହିଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ । ୩ ଜିଲ୍ଲାକୁ ଅରେଞ୍ଜ ଏବଂ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଇଏମଡି ସୂଚନା…

ପାଦର ଆଙ୍ଗୁଠି, ଆଙ୍ଗୁଠି, କାନ, ନଖ ଏବଂ ଶରୀରର କେଶ ବିଭିନ୍ନ ସଙ୍କେତ ପ୍ରଦାନ କରେ , ଆସନ୍ତୁ ଜାଣିବା ସେ ସମ୍ପର୍କରେ

ସାମୁଦ୍ରିକ ଶାସ୍ତ୍ରରେ ଶରୀର ଗଠନ ଏବଂ ଶରୀରର ଅଙ୍ଗଗୁଡିକ ସ୍ବଭାବ, ବ୍ୟକ୍ତତ୍ବ ଏବଂ ଜୀବନ ସହିତ ଜଡିତ ହୋଇ ରହିଥାଏ । ମାନ୍ୟତା ରହିଛି ଯେ, ପାଦର ଆଙ୍ଗୁଠି, ଆଙ୍ଗୁଠି, କାନ, ନଖ ଏବଂ ଶରୀରର କେଶ ବିଭିନ୍ନ ସଙ୍କେତ ପ୍ରଦାନ କରିଥାଏ । ଏହା ମାଧ୍ୟମରେ ବ୍ୟକ୍ତିଙ୍କ ବିଷୟରେ ଜଣାପଡିଥାଏ ।…

ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା,ଟିମକୁ ଫେରିଛନ୍ତି ଦ୍ରୁତବୋଲର ଜସପ୍ରୀତ ବୁମରା

ସେପ୍ଟେମ୍ବର ୧୩ରେ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ଟିମକୁ ଫେରିଛନ୍ତି ଦ୍ରୁତବୋଲର ଜସପ୍ରୀତ ବୁମରା । ହାର୍ଦ୍ଦିକ ପାଣ୍ଡ୍ୟା ଆହତଜନିତ ସମସ୍ୟା ଯୋଗୁଁ ଟିମରେ ସ୍ଥାନ ପାଇନାହାନ୍ତି । ଭାରତ-ଆଫଗାନିସ୍ତାନ ମଧ୍ୟରେ…

ନେପାଳରେ ପ୍ରଳୟଙ୍କରୀ ବନ୍ୟା: ଗୋଟିଏ ଘରୁ ୨୧ଟି ମୃତଦେହ ଏବଂ ବାହାରୁ ୨ଟି ମୃତଦେହ ଜବତ

ନେପାଳରେ ପ୍ରଳୟଙ୍କରୀ ବନ୍ୟାର ଦୁର୍ଦ୍ଦଶା ଏଯାଏଁ କମିନାହିଁ । ପାଣି ଶୁଖିଥିଲେ ବି ବଢିଚାଲିଛି ଦୁର୍ଦ୍ଦଶା । ଏହାସହ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୧୦୦୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ୪୦୦୦ରୁ ଅଧିକ ବ୍ୟକ୍ତି ନିଖୋଜ ରହିଛନ୍ତି । ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି । ତେବେ…

୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ…

ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ।  ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ।  ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇଥିଲେ । ଗତକାଲି ବିକ୍ରମଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଥିଲା ।  ୨୦୨୫ ଅକ୍ଟୋବର ୬…