Browsing Tag

#odisha

ଆସନ୍ତାକାଲି ପବିତ୍ର ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି,୪ଟାରୁ ଆରମ୍ଭ…

ରଥ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ। ଭକ୍ତମୟ ହେଲାଣି ବଡ଼ଦାଣ୍ଡ। କାଳିଆ ସାଆନ୍ତର ଟିକେ ଦରଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୂଅ ଛୁଟିଲାଣି। ଆସନ୍ତାକାଲି ପବିତ୍ର ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି।…

ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା , ଆଜି ଶ୍ରୀମନ୍ଦିରରେ ପ୍ରତିପଦା ତିଥିରେ ହେବ ଉଭାଯାତ୍ରା

ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ଶ୍ରୀମନ୍ଦିରରେ ପ୍ରତିପଦା ତିଥିରେ ହେବ ଉଭାଯାତ୍ରା । ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ରଥଯାତ୍ରା ପ୍ରସ୍ତୁତି ଏବଂ ନୀତି ବହୁଳତା ଯୋଗୁଁ ସର୍ବସାଧାରଣ ଦର୍ଶନ…

ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ,ଏହି ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଆଜି  ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗତକାଲି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏହି ସୂଚନା ଦେଇଛନ୍ତି । ବର୍ଷା ଓ ଜଳବନ୍ଦୀ ଘଟଣାକୁ…

ଏହି ରାଶିଙ୍କ ପାଇଁ ଆଜିର ଦିନଟି ଭଲରେ କଟିବ

ମେଷ: ଆଜି ଆପଣ ବହୁତ ଭଲ ଅନୁଭବ କରିବେ । ଆପଣ ମାନସିକ ଖୁସି ଅନୁଭବ କରିବେ । ଆପଣ ନୂତନ ସ୍ଥାନ ଅନୁସନ୍ଧାନ କରିବେ । ବନ୍ଧୁମାନଙ୍କ ସାଥ୍ ଆପଣଙ୍କୁ ଉତ୍ସାହିତ କରିବ । ଆପଣ ପ୍ରତିଯୋଗିତାରେ ଆଗରେ ରହିବେ । ବୃଷ: ଆଜି ଏକ ଭଲ ଦିନ ହେବ । ଘରେ ଆରାମ ଏବଂ ସୁବିଧା ବୃଦ୍ଧି ପାଇବ । ଆପଣ ଯାହା…

ଜନ୍ମଦିନ ମନେପକାଇବ WhatsApp,

ଆଜିର ସମୟରେ WhatsApp ସବୁଠାରୁ ପପୁଲାର ମେସେଜିଂ ଆପ୍‌ମାନଙ୍କ ମଧ୍ୟରୁ ଗୋଟିଏ । ଅଫିସ୍ କାମଠାରୁ ଆରମ୍ଭ କରି ବ୍ୟକ୍ତିଗତ କଥାବାର୍ତ୍ତା ପର୍ଯ୍ୟନ୍ତ, ଲୋକମାନେ ବ୍ୟାପକ ଭାବେ ଏହାକୁ ବ୍ୟବହାର କରୁଛନ୍ତି । ଅନେକେ ନିଜର ପ୍ରିୟ ଲୋକଙ୍କ ଜନ୍ମଦିନରେ WhatsApp ଷ୍ଟାଟସ୍ ମଧ୍ୟ ଲଗାନ୍ତି । ଏବେ…

ଗ୍ରାମାଞ୍ଚଳ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟରେ ୨୭ ହଜାର କୋଟିରୁ ଅଧିକ ଟଙ୍କାର ମେଗା…

ଗାଁକୁ ପକ୍କା ସଡ଼କ, ନଦୀରେ ବ୍ରିଜ ! ଗ୍ରାମାଞ୍ଚଳ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟରେ ୨୭ ହଜାର କୋଟିରୁ ଅଧିକ ଟଙ୍କାର ମେଗା ପ୍ୟାକେଜ । ଗ୍ରାମୀଣ ଅଞ୍ଚଳରେ ରାସ୍ତାଘାଟ ଓ ପୋଲ ନିର୍ମାଣକୁ ବ୍ୟାପକ କରିବା ପାଇଁ ଓଡ଼ିଶା କ୍ୟାବିନେଟ୍ ଏକ ସାଙ୍ଗରେ ୨୭ ହଜା କୋଟିରୁ…

ଆଇଆରଜିସି ଆତଙ୍କବାଦୀ ସଂଗଠନ ଘୋଷଣା କଲେ ବ୍ରିଟେନ ସରକାର

ବ୍ରିଟେନ ସରକାର ଇରାନର ସାମରିକ ବାହିନୀ ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (ଆଇଆରଜିସି)କୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ବ୍ରିଟେନ ମାଟିରେ ଇହୁଦୀ ସମୁଦାୟ, ଇସ୍ରାଏଲ୍ ଓ ଇରାନର ବିରୋଧୀ ଗଣମାଧ୍ୟମଗୁଡ଼ିକୁ ନିଶାଣ କରି ହୋଇଥିବା ଏକାଧିକ ଆକ୍ରମଣ ଓ ହିଂସାତ୍ମକ ଷଡ଼ଯନ୍ତ୍ର…

ମନ୍ନତ ସପକ୍ଷରେ ଆସିଲା ରାୟ ,ଶାହରୁଖ ନିଜ ଘରେ ତିଆରି କରିବେ ଆଉ ୨ ମହଲା

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ବଙ୍ଗଳା ମନ୍ନତରେ ଅନେକ ଦିନରୁ ନବୀକରଣ କାମ ଚାଲିଛି। ଶାହରୁଖ ନିଜ ଘରେ ଆଉ ୨ ମହଲା ମଧ୍ୟ ନିର୍ମାଣ କରୁଛନ୍ତି। କୋଷ୍ଟାଲ ରେଗୁଲେସନ ଜୋନ (CRZ) ପକ୍ଷରୁ ମଧ୍ୟ ତାଙ୍କୁ ନିର୍ମାଣ ପାଇଁ ଅନୁମତି ମିଳିଛି। ଅବଶ୍ୟ ସନ୍ତୋଷ ଦୌଣ୍ଡକର ନାମକ ଜଣେ ସାମାଜିକ…

ଆଜି ଅଶୋଧିତ ତେଲ ଦର ୫ ପ୍ରତିଶତ ବୃଦ୍ଧି ଘଟି ବ୍ୟାରେଲ ପିଛା ୮୭.୩୮ ଡଲାର‌ରେ ପହଞ୍ଚିଛି

ବିଶ୍ବର ଗୁରୁତ୍ବପୂର୍ଣ୍ଣ ଜଳମାର୍ଗ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଅବରୋଧ କରାଯିବ ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରୁ ୨୦ ପ୍ରତିଶତ ଶୁଳ୍କ ଆଦାୟ କରାଯିବ ବୋଲି ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ବିଶ୍ବ ଅର୍ଥନୀତି ଅଧିକ ଅସ୍ଥିର ହୋଇପଡ଼ିଛି। ଏଥିରୁ…

ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ । ଇଂଲଣ୍ଡର ବର୍ମିଂହାମରେ ଖେଳାଯିବ ୩ ମ୍ୟାଚ୍ ବିଶିଷ୍ଟ ପ୍ରଥମ ମ୍ୟାଚ । ଏଜବେଷ୍ଟନ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚରେ ଅପରାହ୍ଣ ୩ଟା ୩୦ରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ତେବେ ସବୁଠୁ ବଡ଼ କଥା ହେଉଛି ଦିନିକିଆକୁ କମ୍ ବ୍ୟାକ୍ କରିଛନ୍ତି…