ଆଫଗାନିସ୍ଥାନ ଭଳି ଶ୍ରୀଲଙ୍କା ରାଷ୍ଟ୍ରପତି ବି ଲୁଚି ପଳାଇଲେ
ଯୁଦ୍ଧ ଭୟରେ ଆଫଗାନିସ୍ଥାନ ରାଷ୍ଟ୍ରପତି ଅସରଫ ଗନି ଟଙ୍କା ଧରି ଦେଶ ଛାଡି ଯାଇଥିବା ଖବର ଆପଣମାନେ ସମସ୍ତେ ପଢ଼ିଥିବେ ଶୁଣିଥିବେ । ଏବେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷେଙ୍କ ମଧ୍ୟ ସମାନ ଅବସ୍ଥାରେ ଲୋକଙ୍କୁ ଡରି ରାଷ୍ଟ୍ରପତି ଭବନ ଛାଡି ପଳାୟନ କରିଛନ୍ତି ।!-->!-->!-->…