Browsing Tag

#metro tv

 ମହିଳାଙ୍କୁ ଏସିଡ ମାଡ କଲେ ଦୃବୁର୍ତ୍ତ

କଟକ: ମହିଳାଙ୍କୁ ଏସିଡ ମାଡ କରି ଫେରାର ହୋଇଯାଇଛନ୍ତି ଦୃବୁର୍ତ୍ତ । ଆଠଗଡ-ତିଗିରିଆ ନୂଆପାଟଣାରେ ଜଣେ ମହିଳାଙ୍କୁ ସକାଳୁ ଏସିଡ ମାଡ଼ କରାଯାଇଛି । ଆଜି ଭୋର ୪ଟା ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ମହିଳା ଜଣଙ୍କ ଘରୁ ବାହାରକୁ ଆସିବା କ୍ଷଣି ହଠାତ୍‌ ତାଙ୍କୁ କେହି ଦୃବୁର୍ତ୍ତ ଏସିଡ

ରତ୍ନ ସିଂହାସନକୁ ଫେରିଲେ ମହାପ୍ରଭୁ

ପୁରୀ: ଶ୍ରୀବିଗ୍ରହମାନେ ରତ୍ନସିଂହାସନକୁ ଫେରିଛନ୍ତି । ଅଧିଷ୍ଠିତ ହେବା ପୂର୍ବରୁ ସିଂହାସନ ମାର୍ଜନା କରାଯାଇଥିଲା । ଚନ୍ଦନ, କର୍ପୂର, ଚୁଆ, କେଶର ଆଦି ସୁଗନ୍ଧିତ ଦ୍ରବ୍ୟରେ ରତ୍ନସିଂହାସନ ମାର୍ଜନା ହେବା ପରେ ଠାକୁରଙ୍କ ପହଣ୍ଡି ଆରମ୍ଭ ପୂର୍ବରୁ ରତ୍ନବେଦି ମାର୍ଜନା କରାଯିବାର

120 ମିଶନ ଫେଲ୍ ପରେ ଏକନାଥ ଅନୁସନ୍ଧାନରେ ବିଜେପି

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଓଡ଼ିଶାରେ ପଦ୍ମ ଫୁଟିବ ଫୁଟିବ ବୋଲି ଫୁଟିପାରୁନି । ମୋଦିଙ୍କ ଲୋକପ୍ରିୟତାର ସଫଳ ଉପଯୋଗ ଓଡ଼ିଶା ମାଟିରେ ରାଜ୍ୟ ନେତାମାନେ କରିବାରେ ବିଫଳ ହୋଇଛନ୍ତି । 2019 ନିର୍ବାଚନ ପୂର୍ବରୁ 120 ମିଶନ ଫେଲ ମାରିବା ପରେ ଓଡ଼ିଶା ଶାସନକୁ ଅକ୍ତିଆର କରିବା

ଇସ୍ତଫା ଦେବେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେବେ । ଆସନ୍ତାକାଲି ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗୋଟାବାୟ । ରାଷ୍ଟ୍ରପତି ଇସ୍ତଫା ଦେଲେ ଶ୍ରୀଲଙ୍କା ଲୋକଙ୍କ ରାଗ ଶାନ୍ତ ହୋଇପାରେ ବୋଲି ଆଶା କରାଯାଉଛି ।

ଆଜି ରସଗୋଲା ଦିବସ: ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ଲକ୍ଷ୍ମୀ ଠାକୁରାଣୀ ରାଗିଛନ୍ତି । ମହାଲକ୍ଷ୍ମୀଙ୍କ ରାଗକୁ ପ୍ରଶମିତ କରିବା ପାଇଁ ଆଜି ରସଗୋଲା ଖୁଆଇବେ ମହାପ୍ରଭୁ । ଆଜି ରସଗୋଲା ଭୋଗ ଲାଗିହେବ । ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଜୟବିଜୟ ଦ୍ୱାର ନିକଟରେ

ଆଜି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ

ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’ କରିବେ ମହାପ୍ରଭୁ । ବଡ଼ଦାଣ୍ଡରୁ ଭକ୍ତଙ୍କଠାରୁ ରତ୍ନବେଦିକୁ ଫେରିବେ ମହାବାହୁ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଉଭା ହେବେ ପୁଣି ତିନି ଠାକୁର । ଗୋଟି ପହଣ୍ଡିରେ ରଥାରୂଢ଼ ଠାକୁର ଶ୍ରୀମନ୍ଦିରକୁ ବିଜେ ହେବେ ।

ଇଂଲଣ୍ଡ ବିପକ୍ଷ ଆଜି ପ୍ରଥମ ଦିନିକିଆ

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆଜି ଠାରୁ ଆରମ୍ଭ ହେଉଛି । ଓଭାଲରେ ଶୃଙ୍ଖଳାର ପ୍ରଥମ ମୁକାବିଲା ହେବ । ଟି-୨୦ରେ ବିଜୟ ହାସଲ କରିବା ପରେ ଭାରତୀୟ ଟିମ୍‌ର ମନୋବଳ ବଢ଼ିଛି । ଏବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମର ଲକ୍ଷ୍ୟ ପ୍ରଥମ ମୁକାବିଲାରେ

ନୂତନ ସଂସଦ ଭବନ ଛାତ ଉପରେ ଅଶୋକ ସ୍ତମ୍ଭ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂତନ ସଂସଦ ଭବନର ଛାତ ଉପରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଛାତ ଉପରେ ଏକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରାୟ ୯୫୦୦ କିଲୋଗ୍ରାମ ଓଜନର ଏହି ଅଶୋକ ସ୍ତମ୍ଭ ପିତ୍ତଳରେ ନିର୍ମିତ ହୋଇଛି । ଏହାର ଉଚ୍ଚତା ୬.୫ ମିଟର

ମହାପ୍ରଭୁଙ୍କ ଅଧରପଣା ନୀତି

ରଥାରୂଢ଼ ଶ୍ରୀଜୀଉଙ୍କ ଅଧର ନୀତି ସମ୍ପନ୍ନ ହୋଇଛି। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥିଲା। ସକାଳୁ ଶ୍ରୀଜୀଉ ମାନଙ୍କ ଆଳତି ହୋଇ 7ଟା20ରେ ମାଇଲଂ,8ଟା15ରେ ଅବକାଶ, 9ଟାରେ ବେଶସେଷ,9ଟା40ରୁ10ଟା 10 ମଧ୍ୟରେ ଗୋପାଳ ବଲ୍ଲଭ ହୋଇ 11ଟା35ରେ

୨୪ ଘଣ୍ଟାରେ ବାହାରିଲେ ୫୭୨ ଜଣ କୋଭିଡ୍ ପଜିଟିଭ

ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଶହ ଛୁଇଁବାକୁ ବସିଲାଣି । ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୫୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । https://twitter.com/IPR_Odisha/status/1546338287857864704 ସେଥି ମଧ୍ୟରୁ ସଙ୍ଗରୋଧରୁ ୩୩୬ ଓ ସ୍ଥାନୀୟ ସଂକ୍ରମିତଙ୍କ