Browsing Tag

#metro tv

ୟୁପିଆଇ ମାଧ୍ୟମରେ କରିହେବ ବୁର୍ଜ ଖଲିଫାର ପ୍ରସିଦ୍ଧ ‘ଆଟ୍ ଦି ଟପ୍’ ଅନୁଭବର ଅନଲାଇନ୍ ଟିକେଟ୍ ବୁକିଂ

ଏବେ ବିଶ୍ୱର ସବୁଠୁ ଉଚ୍ଚା ଭବନ ବୁର୍ଜ ଖଲିଫାର ପ୍ରସିଦ୍ଧ ‘ଆଟ୍ ଦି ଟପ୍’ ଅନୁଭବର ଅନଲାଇନ୍ ଟିକେଟ୍ ବୁକିଂ ୟୁନିଫାଏଡ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ କରାଯାଇ ପାରିବ। ଏଣୁ ଏହି ଖବର ୟୁନାଇଟେଡ ଆରବ ଏମିରେଟ୍ (ୟୁଏଇ) ବୁଲିଯିବାକୁ ଯୋଜନା କରିଥିବା ଭାରତୀୟଙ୍କ ଲାଗି ଆଶ୍ୱସ୍ତି…

ମା ହୋଇଛନ୍ତି ବଲିଉଡ ତଥା ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ କରିସ୍ମା ତନ୍ନା ,ଗୁରୁ ପୂର୍ଣ୍ଣିମାରେ ପୁତ୍ର ସନ୍ତାନକୁ…

ବଲିଉଡ ତଥା ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ କରିସ୍ମା ତନ୍ନା ମା ହୋଇଛନ୍ତି । ଗୁରୁ ପୂର୍ଣ୍ଣିମାରେ କରିସ୍ମା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ମା ହେବା ନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଖୁସି ସେୟାର କରିଛନ୍ତି । ସେ ନୋଟ୍ ସେୟାର କରି ଲେଖିଛନ୍ତି, ଗୁରୁ…

ୟୁକ୍ରେନକୁ ପୁଣି ଥରେ ଦୋହଲାଇ ଦେଇଛି ରୁଷ,ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନେକ ଅଞ୍ଚଳରେ ମିସାଇଲ ଆକ୍ରମଣ କରିଛି ରୁଷ

ୟୁକ୍ରେନକୁ ପୁଣି ଥରେ ଦୋହଲାଇ ଦେଇଛି ରୁଷ । ଗୁରୁବାର ଦିନ ରୁଷ ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନେକ ଅଞ୍ଚଳରେ ମିସାଇଲ ଆକ୍ରମଣ କରିଥିବା ଜଣାପଡିଛି । ଏହି ଆକ୍ରମଣର କିଛି ସମୟ ପୂର୍ବରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଚେତାବନୀ ଦେଇଥିଲେ । ରୁଷ ଆକ୍ରମଣ ପୂର୍ବରୁ…

ପ୍ରଥମ ଟେଷ୍ଟ: ପାକିସ୍ତାନକୁ ହରାଇଲା ୱେଷ୍ଟଇଣ୍ଡିଜ୍‌

ଫାଷ୍ଟବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଛି ଘରୋଇ ୱେଷ୍ଟଇଣ୍ଡିଜ୍‌। ୯୦ ରନ୍‌ରେ ଜିତି ଦୁଇ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍‌ ଅପରାଜେୟ ୧-୦ ଲିଡ୍‌ ନେଇପାରିଛି। ଦ୍ବିତୀୟ ଇନିଂସ​‌େ​‌ର ପାକିସ୍ତାନକୁ ମାତ୍ର ୨୧୧ ରନ୍‌ର…

ଆକାଉଣ୍ଟରେ ସର୍ବନିମ୍ନ ଜମା ବଜାୟ ରଖି ନପାରିବା କାରଣରୁ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ ୭୧୦୦ କୋଟି ଟଙ୍କାର ଜରିମାନା…

ଆକାଉଣ୍ଟରେ ମାସିକ ସର୍ବନିମ୍ନ ହାରାହାରି ଜମା ବଜାୟ ରଖି ନପାରିବା କାରଣରୁ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ ୨୦୨୫-୨୬ ଆର୍ଥିକବର୍ଷରେ ପ୍ରାୟ ୭୧୦୦ କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି। ୨୦୨୪-୨୫ ଆର୍ଥିକବର୍ଷରେ ବ୍ୟାଙ୍କଗୁଡ଼ିକ ଏବାବଦରେ ୬୮୦୦ କୋଟି ଟଙ୍କା ଆଦାୟ କରିଥିଲେ।…

ଛତିଶଗଡ଼ରେ ମୂଷଳଧାରା ବର୍ଷା,୫ ମୃତ

ଛତିଶଗଡ଼ ଗତ କିଛିଦିନ ହେଲାଣି ମୂଷଳଧାରା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଲଗାତାର ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ନଦୀ, ନାଳର ଜଳସ୍ତର ବଢିବାରେ ଲାଗିଛି । ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ବନ୍ୟା ଭଳି ସ୍ଥିତି ଉତ୍ପନ୍ନ ହୋଇଛି । ବର୍ଷାଜନିତ ବିଭିନ୍ନ ଘଟଣାରେ…

ଆମେରିକା-ଇରାନ ମଧ୍ୟରେ ଅସ୍ଥାୟୀ ଯୁଦ୍ଧବିରାମ ଭଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ…

ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ସୃଷ୍ଟି ହୋଇଥିବା ପୁନଃ ଉତ୍ତେଜନା ଏବଂ ଆମେରିକା-ଇରାନ ମଧ୍ୟରେ ଅସ୍ଥାୟୀ ଯୁଦ୍ଧବିରାମ ଭଙ୍ଗ ହେବା ପରେ, ଭାରତର ଶକ୍ତି ସୁରକ୍ଷା ଓ ଜାତୀୟ ହିତ ଉପରେ ଏହାର ପ୍ରଭାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ ଏକ ଉଚ୍ଚସ୍ତରୀୟ…

ଆକାଶମାର୍ଗରୁ ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ବିସ୍ତୃତ ସମୀକ୍ଷା କଲେ ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ

ଉତ୍ତର ଓଡିଶାରେ ପ୍ରବାହିତ ନଦୀର ଜଳସ୍ତର ଆଜି ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ବନ୍ୟା ପରବର୍ତ୍ତୀ ସ୍ଥିତିରେ ଲୋକଙ୍କ ଦୁର୍ଦ୍ଦଶା ବଢିବା ଆରମ୍ଭ କରିଛି । ବନ୍ୟା ଦ୍ୱାରା ରାଜ୍ୟର ୫ ଜିଲ୍ଲାରେ ୫ ଲକ୍ଷ ୮୭ ହଜାର ୮୨୨ ଲୋକ ପ୍ରଭାବିତ ହୋଇଛନ୍ତି । ମହାନଦୀର ଜଳସ୍ତର ବଢୁଥିବାରୁ ତଳିଆ…

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଦିନ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଦିନ ସ୍କୁଲ ବନ୍ଦ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ଅଗଷ୍ଟ ୧ ତାରିଖରେ ସ୍କୁଲ ଖୋଲିବାକୁ…

ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ୪ ଜିଲ୍ଲାରେ ସ୍କୁଲ ଛୁଟି

ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ୪ ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଛି । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ସ୍କୁଲ ଛୁଟି ନିଷ୍ପତ୍ତି ଲାଗୁ…