Browsing Tag

#metro tv

ହସ୍ପିଟାଲରେ ଭର୍ତ୍ତି ହେବାକୁ ନୂଆ ଇନ୍ସୁରାନ୍ସ ନିୟମ,ବିନା ଆବଶ୍ୟକତାରେ ଭର୍ତ୍ତି ହୋଇପାରବେନି ରୋଗୀ

ହସ୍ପିଟାଲରେ ଭର୍ତ୍ତି ହେବାକୁ ନୂଆ ଇନ୍ସୁରାନ୍ସ ନିୟମ । ବିନା ଆବଶ୍ୟକତାରେ ଭର୍ତ୍ତି ହୋଇପାରବେନି ରୋଗୀ । ସାଧାରଣ ବୀମା ପରିଷଦର ନୂଆ ଗାଇଡଲାଇନ୍ । ଅଯଥା ଡାକ୍ତରଖାନା ଭର୍ତ୍ତି ମାମଲାକୁ ରୋକିବା ହେଉଛି ଏହାର ଉଦ୍ଦେଶ୍ୟ । ହସ୍ପିଟାଲ ଏବଂ ନର୍ସିଂ ହୋମଗୁଡ଼ିକୁ ଏକ କ୍ଲିନିକାଲ୍ ପରାମର୍ଶ…

ଯେଉଁ ଝିଅକୁ ପସନ୍ଦ କରୁଛନ୍ତି ତା’ ଘର ଆଗରେ ଯାଇ ଅପେକ୍ଷା କରନ୍ତୁ,ଏହି ବକ୍ତବ୍ୟକୁ ନେଇ ସମାଲୋଚନାର ଶିକର…

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନ୍ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ନିକଟରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସେ ଦେଇଥିବା ବକ୍ତବ୍ୟକୁ ନେଇ ସୋସିଆଲ୍ ମିଡିଆରେ ପ୍ରବଳ ଚର୍ଚ୍ଚା ଓ ସମାଲୋଚନା ଆରମ୍ଭ ହୋଇଯାଇଛି। ହାଇଦ୍ରାବାଦଠାରେ ଅନୁଷ୍ଠିତ 'ଅଲ୍ଲୁ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ରାଜ୍ୟର ବିକାଶମୂଳକ ପଦକ୍ଷେପ, ଆଇନ ଶୃଙ୍ଖଳା ପରିସ୍ଥିତି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଚାଲୁରହିଥିବା ବିଭିନ୍ନ…

ଭାରତୀୟ ହକି ଦଳର ଜର୍ସିର ରଙ୍ଗ ପରିବର୍ତ୍ତନ, ନୂଆ ଜର୍ସିକୁ ବିରୋଧ କରୁଛନ୍ତି ନେକ ପୂର୍ବତନ ଖେଳାଳି ଏବଂ ରାଜନେତା

ଭାରତୀୟ ହକି ଦଳର ଜର୍ସିର ରଙ୍ଗ ପରିବର୍ତ୍ତନ ନେଇ ରାଜନୀତି ଜୋର ଧରିଛି । ପୂର୍ବରୁ ଜର୍ସିର ରଙ୍ଗ ନୀଳ ଥିଲା । ଯାହା ଏବେ ଗେରୁଆ ରଙ୍ଗର ହୋଇଛି । ଅନେକ ପୂର୍ବତନ ଖେଳାଳି ଏବଂ ରାଜନେତା ନୂଆ ଜର୍ସିକୁ ବିରୋଧ କରୁଛନ୍ତି । ଏହାକୁ ନେଇ ଏବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…

ସନ୍ଧ୍ୟା ମଧ୍ୟରେ ହୀରାକୁଦର ୨୨ ଗେଟ୍ ଖୋଲାଯିବ -ଜଳସମ୍ପଦ ସର୍ବେଚ୍ଚ ଯନ୍ତ୍ରୀ

ହୀରାକୁଦର ଏବେ ୧୪ଟି ଗେଟ ଖୋଲା ଅଛି । ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍ ଖୋଲାଯିବ ବୋଲି କହିଛନ୍ତି ଜଳସମ୍ପଦ ସର୍ବେଚ୍ଚ ଯନ୍ତ୍ରୀ । ମହାନଦୀରେ ସୃଷ୍ଟି ହୋଇଛି ମଧ୍ୟମ ଧାରଣର ବନ୍ୟା । ଆଜି ଦିନ ୧୨ ଟା ସୁଦ୍ଧା ମୁଣ୍ଡୁଳୀରେ ୮ ଲକ୍ଷ୍ୟ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ଆଜି ସନ୍ଧ୍ୟା…

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି,୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

ଫୁଲୁଛି ହୀରାକୁଦ ଜଳଭଣ୍ଡାର । ଏବେ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଲଭଣ୍ଡାରକୁ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବେଶ କରୁଛି  l ଭୋର ୩ଟା ସୁଦ୍ଧା ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୨୩ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩ ଲକ୍ଷ…

ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସ୍ଥିତି,୫ ଜିଲ୍ଲାକୁ ହାଇଆଲର୍ଟ

ମହାନଦୀରେ ମଧ୍ୟମ ବନ୍ୟା ସ୍ଥିତି । ୫ ଜିଲ୍ଲାକୁ ହାଇଆଲର୍ଟ। ଲଗାଣ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଅଞ୍ଚଳରୁ ବଢ଼ିଥିବା ଜଳପ୍ରବାହ ଯୋଗୁଁ ତଳିଆ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଜି ସକାଳେ କଟକ ନିକଟସ୍ଥ ମୁଣ୍ଡଳୀ ବ୍ୟାରେଜରେ ଜଳପ୍ରବାହ ୮ରୁ ୯ ଲକ୍ଷ…

ଏହି ରାଶିଙ୍କ ପାଇଁ ଆଜି ଖୁସିର ଦିନ

ମେଷ : ଆଜି ଆପଣଙ୍କ ପାଇଁ ଶୁଭ ଦିନ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ଫଳ ମିଳିବ ଓ ବୃତ୍ତିଗତ ସଫଳତା ଆତ୍ମବିଶ୍ୱାସ ବଢ଼ାଇବ । ବ୍ୟବସାୟରେ ନୂଆ ନିଷ୍ପତ୍ତି ଲାଭଦାୟକ ହେବ । ପରିବାରର ସହଯୋଗ ମିଳିବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ, ତେଣୁ ଆର୍ଥିକ ଯୋଜନା…

ଅଧା ଓଡ଼ିଶାରେ ବନ୍ୟା ସ୍ଥିତି,ଫଳରେ ମା’ ଭଟ୍ଟାରିକା ଏବଂ ବାବା ସିଂହନାଥ ପୀଠରେ ଲାଗିଲା BNS 163 ଧାରା

ଅଧା ଓଡ଼ିଶାରେ ବନ୍ୟା ସ୍ଥିତି । ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ବନ୍ୟାରେ ଉବୁଟୁବୁ । ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ସେପଟେ ବୈତରଣୀର ଜଳସ୍ତର ବିପଦସଙ୍କେତ ତଳକୁ ଖସିଥିଲେ ମଧ୍ୟ ଲୋକଙ୍କ ବନ୍ୟା ଦୁର୍ଦ୍ଦଶା ବଢ଼ିଯାଇଛି । କଟକ ଜିଲ୍ଲା ବଡ଼ମ୍ବାରେ ମଧ୍ୟ…

ଆସନ୍ତାକାଲିଠୁ କମିବ ବର୍ଷାର ପରିମାଣ,୨ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୫ ତାରିଖ ଯାଏ ରାଜ୍ୟରେ ବର୍ଷା…

ବଦଳିଛି ପାଣିପଗ ମିଜାଜ , ଆସନ୍ତାକାଲିଠୁ ଆହୁରି କମିବ ବର୍ଷାର ପରିମାଣ ।  ଗଭୀର ଅବପାତ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ଛତିଶଗଡ଼ ସଂଲଗ୍ନ ବିଦର୍ଭା ଓ ଦକ୍ଷିଣ ପୂର୍ବ ମଧ୍ୟ ପ୍ରଦେଶରେ ସକ୍ରିୟ ରହିଛି। ଓଡିଶା ଉପରୁ ଲଘୁଚାପ ଅପସରି ଯାଇଥିବା ବେଳେ ଓଡ଼ିଶାରେ ଲଘୁଚାପର ପ୍ରଭାବ ଆଉ ନାହିଁ।…