Browsing Tag

#metro tv

ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି। ଏହି ବିମାନବନ୍ଦରର ନିର୍ମାଣ ପାଇଁ ପ୍ରାୟ ୫,୦୦୦ କୋଟି ଖର୍ଚ୍ଚ ହୋଇଛି। ଆନ୍ଧ୍ରପ୍ରଦେଶ ସରକାର ଏହି ଆଧୁନିକ…

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ବକ୍ସିଂରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ପଦକ

ଗ୍ଲାସଗୋରେ ଚାଲିଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବକ୍ସିଂରେ ଦମଦାର ପ୍ରଦର୍ଶନ ବଳରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି । ପ୍ରୀତି ପାୱାର ମହିଳା ୫୪ କିଗ୍ରା ବର୍ଗ ଫାଇନାଲରେ କାନାଡାର ସ୍କାରଲେଟ୍ ଡେଲଗାଡୋଙ୍କୁ ୫-୦ ରେ ପରାସ୍ତ କରି ଭାରତ ପାଇଁ ବକ୍ସିଂରେ ପ୍ରଥମ ସ୍ୱର୍ଣ୍ଣ ହାସଲ…

ପ୍ରତିଦିନ ହାରାହାରି ୯୮୫ ଜଣ କର୍ମଚାରୀ ଚାକିରି ନେଉଛି AI

କୃତ୍ରିମ ବୁଦ୍ଧିମତ୍ତା ବା AI ଏବେ ବିଶ୍ୱର ଟେକ୍ ଇଣ୍ଡଷ୍ଟ୍ରିର ଚିତ୍ର ବଦଳାଇ ଦେଇଛି । ଗୋଟିଏ ପଟେ AI କମ୍ପାନୀଗୁଡ଼ିକର ଉତ୍ପାଦନ କ୍ଷମତା ବଢ଼ାଉଥିବା ବେଳେ, ଅନ୍ୟପଟେ ହଜାର ହଜାର କର୍ମଚାରୀଙ୍କ ଚାକିରି ଉପରେ ସଙ୍କଟ ସୃଷ୍ଟି କରିଛି। ସମଗ୍ର ବିଶ୍ୱର ଟେକ୍ ଇଣ୍ଡଷ୍ଟ୍ରିକୁ ନିଜ କବ୍ଜାକୁ…

ଆଣ୍ଟି ପେପର  ଲିକ୍  ସଂଶୋଧନ ବିଲ୍ କୁ ରାଷ୍ଟ୍ରପତିଅନୁମୋଦନ

ଆଣ୍ଟି ପେପର  ଲିକ୍  ସଂଶୋଧନ ବିଲ୍ ଏହି ସପ୍ତାହରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି । ରାଷ୍ଟ୍ରପତିଙ୍କ ସମ୍ମତି ସହିତ, ଏହା ଏବେ ଆଇନରେ ପରିଣତ ହୋଇଛି। ନୂତନ ଆଇନ ଅନୁଯାୟୀ, ପେପର  ଲିକ୍ ପାଇଁ ଦାୟୀ ବ୍ୟକ୍ତିମାନେ ତିନି ମାସ ମଧ୍ୟରେ ଦଣ୍ଡ ପାଇବେ। ପେପର ଲିକ୍ ବିରୋଧୀ ଆଇନରେ…

ଚିକିତ୍ସା ଅବହେଳାରୁ ଛୁଆର ମୃତ୍ୟୁ , ଶିଶୁଭବନ ଛକରେ ରାସ୍ତା ଉପରେ ମୃତଦେହ ରଖି ମାଆଙ୍କ ପ୍ରତିବାଦ

ଭୁବନେଶ୍ବର ଶିଶୁଭବନ ଛକରେ ରାସ୍ତା ଉପରେ ମୃତଦେହ ରଖି ମାଆ ପ୍ରତିବାଦ କରିବା ଆରମ୍ଭ କରିଛି । ଚିକିତ୍ସା ଅବହେଳାରୁ ଛୁଆକୁ ମାରିଦେଇଥିବା ଅଭିଯୋଗ ହୋଇଛି । ଅଙ୍କୁରା ହସ୍ପିଟାଲ ସାମ୍ନାରେ ଛୁଆର ମୃତଦେହ ରଖି ପ୍ରତିବାଦ କରିଛନ୍ତି। ଡାକ୍ତର ଓ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସି ଖବର,ତିନି ମାସର ବିରତି ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା…

ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ତିନି ମାସର ବିରତି ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି । ପୁଣିଥରେ ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ ଓ ବନ୍ୟଜନ୍ତୁଙ୍କୁ ନିକଟରୁ ଉପଭୋଗ କରିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଆଜିଠୁ…

ଜୁନ୍ ଶୁଖିଲା ପଡ଼ିଲା , ଜୁଲାଇ ନିର୍ଧୁମ ଢାଳିଲା,ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ କମ ବର୍ଷା

ଜୁନ୍ ଶୁଖିଲା ପଡ଼ିଲା। ଜୁଲାଇ ନିର୍ଧୁମ ଢାଳିଲା। ଏତେ ବର୍ଷା ଯେ ଅଧା ଓଡ଼ିଶାରେ ବର୍ତ୍ତମାନ ବନ୍ୟା ବିତ୍ପାତ ଲାଗି ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଜାରି କରିଥିବା ମୌସୁମୀର ଆଗାମୀ ଦୁଇ ମାସିଆ ପୂର୍ବାନୁମାନ କହୁଛି, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ବର୍ଷା କମ୍…

PG ପରୀକ୍ଷା ପ୍ରଶ୍ନପତ୍ର ଲିକ , ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ

ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ (OUHS) ଦ୍ୱାରା ପରିଚାଳିତ ପୋଷ୍ଟ ଗ୍ରାଜୁଏଟ୍ (PG) ପରୀକ୍ଷାରେ ଅନିୟମିତତାର ଗଭୀର ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। କମିଟିରେ ଅତିରିକ୍ତ ସଚିବ ବିଜୟ କୁମାର ଦାଶ…

ଭଦ୍ରକ ଜିଲ୍ଲାର ୧୧୨ ପଞ୍ଚାୟତ ବନ୍ୟା ପ୍ରଭାବିତ, ୪.୮୨ ଲକ୍ଷ ଲୋକ ବନ୍ୟା କବଳରେ ,୬୦ ହଜାର ଏକରରୁ ଅଧିକ ଚାଷଜମି…

ବୈତରଣୀ କମିଲା, ସାଳନ୍ଦୀ ଚିନ୍ତା ବଢ଼ାଇଲା । ଭଦ୍ରକ ଜିଲ୍ଲାର ୧୧୨ ପଞ୍ଚାୟତ ବନ୍ୟା ପ୍ରଭାବିତ । ୪.୮୨ ଲକ୍ଷ ଲୋକ ବନ୍ୟା କବଳରେ । ୬୦ ହଜାର ଏକରରୁ ଅଧିକ ଚାଷଜମି ଜଳମଗ୍ନ । ବୈତରଣୀର ତଳମୁଣ୍ଡରେ ବନ୍ୟାର ପ୍ରକୋପ । ଧାମନଗର-ତିହିଡି-ଚାନ୍ଦବାଲିରେ ବନ୍ୟା ଦୁର୍ଦ୍ଦଶା । ଗାଁ ଗାଁରେ ପଶିଛି…

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଲାଭର ସୁଯୋଗ ରହିଛି । ପରିବାରର ସହଯୋଗ ପାଇବେ । ଖର୍ଚ୍ଚ ବଢ଼ିପାରେ, ତେଣୁ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଓ ଅନାବଶ୍ୟକ ଯାତ୍ରା ଏଡ଼ାନ୍ତୁ । ବୃଷ: ଆଜି କାମର ଚାପ ଅଧିକ ରହିବ । ବ୍ୟବସାୟରେ…