Browsing Tag

#metro tv

ଦକ୍ଷିଣ ଭାରତ ସମେତ ଅନ୍ୟ ଅଞ୍ଚଳରେ ପଡ଼ିବନି ଏଲ ନିନୋର ପ୍ରଭାବ,ବର୍ଷା ସ୍ଥିତିରେ ଆସିବ ସୁଧାର

ଏଲ ନିନୋ ପ୍ରଭାବରେ ମୌସୁମୀ ସ୍ୱଭାବିକରୁ କମ୍ ବର୍ଷିବା ଆଶଙ୍କା ଲାଗି ରହିଥିବା ବେଳେ ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନ (ଡବ୍ଲୁଏମଓ)ଙ୍କ ସଦ୍ୟତମ ରିପୋର୍ଟରୁ ସାମାନ୍ୟ ଆଶ୍ୱସ୍ତିର ଆଶା କରାଯାଉଛି। ଡବ୍ଲୁଏମଓଙ୍କ ରିପୋର୍ଟରେ ହିନ୍ଦ ମହାସାଗରରେ ପଜେଟିଭ ଇଣ୍ଡିଆନ ଓସନ ଡାଇପୋଲ (ଆଇଓଡି)…

ନିଶା ମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କଲେ ମୋଦୀ ,ନିଶା ବିରୋଧରେ ୧୦୦ ସପ୍ତାହ ପର୍ଯ୍ୟନ୍ତ ଚାଲିବ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶା ମୁକ୍ତ ଯୁବ(ଯୁବପିଢି) – ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି । ନିଶା ବିରୋଧରେ ୧୦୦ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାରାଦେଶରୁ ୧୦ ହଜାରରୁ ଅଧିକ ସ୍ଥାନରୁ ଯୁବକମାନେ ଯୋଡ଼ି ହୋଇଥିଲେ…

ଦ୍ୱନ୍ଦରେ କାଉଡିଆ, ଶ୍ରଦ୍ଧାଳୁ, ପୂଜକ,ବାବା : ଧବଳେଶ୍ବରଙ୍କ ପୀଠରେ ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନର କଟକଣା…

ଦ୍ୱନ୍ଦରେ କାଉଡିଆ, ଶ୍ରଦ୍ଧାଳୁ, ପୂଜକ । ମହାନଦୀରେ ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ବାବା ଧବଳେଶ୍ବରଙ୍କ ପୀଠରେ ଜଳଲାଗି କରିବେ ହଜାର ହଜାର ଶ୍ରଦ୍ଧାଳୁ । ହେଲେ ମହାନଦୀରେ ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ…

ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ବିଭିନ୍ନ ଅଞ୍ଚଳକୁ ‘ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା

ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା। ଆସନ୍ତା ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରାଯାଇଛି ।  ଏପରିକି ବିଭିନ୍ନ ଅଞ୍ଚଳରେ ଡ୍ରୋନ୍ ଉଡ଼ାଇବା…

ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ ଦେଇ ନିଷ୍କାସିତ ବନ୍ୟାଜଳ,ତଳମୁଣ୍ଡରେ ଥିବା ଗେଜ୍ ଷ୍ଟେସନଗୁଡ଼ିକ ଉପରେ କଡ଼ା ନଜର ରଖିଛି…

ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ । ଜଳଭଣ୍ଡାରର କୌଣସି ଗେଟ୍ ବନ୍ଦ ହୋଇନାହିଁ । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୪.୨୭ ଫୁଟ୍ । ଆସନ୍ତାକାଲି ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୮ ଫୁଟ୍ କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦ ଜଳଭଣ୍ଡାରକୁ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆଜି ଏକ ସାଧାରଣ ଦିନ ରହିବ । ବ୍ୟବସାୟ ଭଲ ରହିବ, ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ । ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ଇଚ୍ଛିତ ସ୍ଥାନାନ୍ତର କିମ୍ବା ପଦୋନ୍ନତି ହେବାର ସମ୍ଭାବନା ଅଛି । ବୈବାହିକ ଜୀବନ ମଧ୍ୟ ସୁଖଦ ରହିବ । ଆପଣଙ୍କ କ୍ରୋଧକୁ…

ଓଡ଼ିଶାରେ ବନ୍ୟା ପରିସ୍ଥିତି: ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟାର ସମୟ ସୀମାକୁ ୧୫ ଦିନ ବୃଦ୍ଧି

ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟାର ସମୟ ସୀମାକୁ ୧୫ ଦିନ ବୃଦ୍ଧି କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍. ଗୋପାଳନ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୧୯ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିବାରୁ ସରକାରୀ ଯନ୍ତ୍ରଣା ରିଲିଫ୍ ଓ…

ରାଜ୍ୟ ମନ୍ତ୍ରିମଣ୍ଡଳର ୪୫ତମ କ୍ୟାବିନେଟ ବୈଠକ,୬ଟି ବିଭାଗର ୧୧ଟି ପ୍ରସ୍ତାବକୁ ଅନୁମୋଦନ

ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ୪୫ତମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ଟି ବିଭାଗର ୧୧ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜିର…

ଅଗଷ୍ଟ ମାସର ପ୍ରଥମ ଦିନରେ ଏକ ଖୁସି ଖବର ,ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୦୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ,

ଅଗଷ୍ଟ ମାସର ପ୍ରଥମ ଦିନରେ ଏକ ଖୁସି ଖବର ଆସିଛି। ଦେଶର ସରକାରୀ ତେଲ ମାର୍କେଟିଂ କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୦୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଏହି ହ୍ରାସ ପରେ କୋଲକାତାରେ ଏହାର ମୂଲ୍ୟ ବର୍ତ୍ତମାନ ୨,୮୭୨.୫୦ ଟଙ୍କା ହୋଇଛି। ଘରୋଇ ଗ୍ୟାସ…

ବିଳମ୍ବିତ ରାତିରେ ବଲିଉଡ ସୁପରଷ୍ଟାର ସଲମାନ ଖାନ କାହାକୁ କହିଲେ ଆଇ ଲଭ୍ ୟୁ ବାବା

ବଲିଉଡ ସୁପରଷ୍ଟାର ସଲମାନ ଖାନ ସୋସିଆଲ ମିଡିଆରେ ସବୁବେଳେ ସୁପର ଆକ୍ଟିଭ ଥାଆନ୍ତି । ସଲମାନ ନିଜର ପୋଷ୍ଟ ଜରିଆରେ ଫ୍ୟାନ୍ସଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି । ସଲମାନ ସୋସିଆଲ ମିଡିଆରେ ନୂଆ ପୋଷ୍ଟ ସେୟାର କରିଛନ୍ତି । ଦବଙ୍ଗ ଖାନ ଶୁକ୍ରବାର ବିଳମ୍ବିତ ରାତିରେ ସ୍ପେଶାଲ ଲୋକଙ୍କ ସହିତ ଫଟୋ…