Browsing Tag

#metro tv

ବର୍ଷା ହେଲେ ସ୍କୁଲ ଛାତରୁ ପାଣି ଗଳୁଛି ତ କେଉଁଠି ଛାତରୁ କଂକ୍ରିଟ୍ ଖସୁଛି,ପିଲାଙ୍କ ସୁରକ୍ଷାକୁ ନେଇ ସ୍କୁଲରେ ତାଲା…

ସ୍କୁଲ ଛାତରୁ ଗଳୁଛି ପାଣି ।  ଭୟରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ।  ବର୍ଷା ହେଲେ ସ୍କୁଲ ଛାତରୁ ପାଣି ଗଳୁଛି ତ କେଉଁଠି ଛାତରୁ କଂକ୍ରିଟ୍ ଖସୁଛି  ।  ଏଭଳି ବିପଦପୂର୍ଣ୍ଣ ପରିବେଶରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା ।  ପିଲାଙ୍କ ସୁରକ୍ଷାକୁ ନେଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ ।…

ବଜେଟ୍-ଫ୍ରେଣ୍ଡଲି ଫୋନ୍ Lava Bold N2 କିଣିବା ଉପରେ ଦମଦାର ଅଫର୍, ଜାଣନ୍ତୁ କେଉଁଠି

ଆମାଜନରେ ଆରମ୍ଭ ହୋଇଥିବା Great Freedom Saleରେ ଦେଶୀ ବ୍ରାଣ୍ଡର ବଜେଟ୍-ଫ୍ରେଣ୍ଡଲି ଫୋନ୍ Lava Bold N2 କିଣିବା ଉପରେ ଦମଦାର ଅଫର୍ ପ୍ରଦାନ କରାଯାଉଛି । Lavaର ଏହି ଫୋନ୍ ଲଞ୍ଚ୍ ପ୍ରାଇସଠାରୁ କମ୍ ଦାମରେ ମିଳୁଛି । ଫୋନରେ 5000mAhର ବ୍ୟାଟେରୀ ଦିଆଯାଇଛି । Lava ଚଳିତ ବର୍ଷ ଆରମ୍ଭରେ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ବାଦ୍‌ ପଡ଼ିଲେ ବ୍ୟାଟ୍‌ସମ୍ୟାନ ସାଇ ସୁଦର୍ଶନ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଚଳିତ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଛି` ଏହା ପୂର୍ବରୁ ଭାରତୀୟ ଦଳକୁ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ଯଶପ୍ରୀତ ବୁମ୍‌ରାଙ୍କ ପରେ ଏବେ ବ୍ୟାଟ୍‌ସମ୍ୟାନ ସାଇ ସୁଦର୍ଶନ ଆହତ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ…

ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,ଆଜିଠାରୁ ୧୭ ଯାଏଁ ସବୁଠି ଉଡ଼ିବ ଜାତୀୟ…

ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।  ଆଜିଠାରୁ ୧୭ ଯାଏଁ ସବୁଠି ଉଡ଼ିବ ଜାତୀୟ ପତାକା ।  ତ୍ରିରଙ୍ଗା ପଦଯାତ୍ରାରେ କମ୍ପିଲା ରାଜଧାନୀ ।  ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଛାତ୍ରଛାତ୍ରୀ ଓ ଆନ୍ତର୍ଜାତୀୟ କ୍ରୀଡ଼ାବିତ୍ । ଏହି ଅବସରରେ ରାଜ୍ୟର…

ମହାକାଳ ଦର୍ଶନ ହେଲା ଶେଷ ଦର୍ଶନ , ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ମଧ୍ୟପ୍ରଦେଶ ଧାର ଜିଲ୍ଲା ବଦନାବର-ଉଜ୍ଜୈନ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି   ଦୁର୍ଘଟଣାରେ ୬ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ଗ୍ରାମ ପଞ୍ଚକବାସା ନିକଟରେ ଅପରାହ୍ନ ୧ଟାରେ ହୋଇଥିବା ଜଣାପଡିଛି । ଏକ ଦ୍ରୁତଗାମୀ ଡମ୍ପର ସହିତ ମାରୁତି ଇକୋ ଭ୍ୟାନ୍ ଭୟଙ୍କର ଧକ୍କା…

ଧରାପଡ଼ିଲା ଇସ୍ରାଏଲ ମିଛ, ମୋଜତବା ଖାମେନି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏକ ଭିଡିଓ ଜାରି କରିଛି ଇରାନୀ ନ୍ୟୁଜ୍ ଚ୍ୟାନେଲ୍

ଇରାନର ସୁପ୍ରିମ ଲିଡର ମୋଜତବା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅନେକ କଥା ସାମ୍ନାକୁ ଆସୁଛି । ଇସ୍ରାଏଲ ଭଲି ଦେଶ ଖାମେନି ସଙ୍କଟାପନ୍ନ ବୋଲି ଦାବି କରୁଛନ୍ତି । ଆଉ କେହି କେହି ସେ ଗୁରୁତର ଥିବା କହୁଛନ୍ତି । ଏପରି ଅନେକ ଚର୍ଚ୍ଚା ଚାଲିଛି । କିନ୍ତୁ ଇରାନୀ ନ୍ୟୁଜ୍ ଚ୍ୟାନେଲ୍ ମେହର…

‘ଆଓ୍ବାରାପନ ୨’ ଲାଗି ଇମରାନ ହାଶମୀଙ୍କୁ ମିଳିଛି ୧୦ରୁ ୧୨କୋଟି ଟଙ୍କା

୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ଆଓ୍ବାରାପନ’ ଇମରାନ ହାଶମୀଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଫିଲ୍ମରେ ସାମିଲ । ଏହି ଆକ୍ସନ- ଥ୍ରୀଲରରେ ସେ ‘ଶିବମ ପଣ୍ଡିତ’ଙ୍କ ଚରିତ୍ର ନିଭାଇଥିଲେ । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏବେ ପ୍ରାୟ ୧୯ବର୍ଷ ପରେ ଇମରାନ ଏହି ଚରିତ୍ର ସହ…

ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି

ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି ହୋଇଛି। ୨୦୨୫ ଜୁଲାଇରେ ରାଜ୍ୟରେ ମୋଟ ୬୦,୦୮୩ଟି ଗାଡ଼ି ବିକ୍ରି ହୋଇଥିଲା। ତେଣୁ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ରାଜ୍ୟରେ ୩୧.୫୦ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଛି। ଫେଡେରେସନ୍‌ ଅଫ୍‌ ଅଟୋମୋବାଇଲ୍‌…

ଚଳିତବର୍ଷର ବାବା ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ

ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାସ୍ତାଘାଟରେ ବ୍ୟାପକ କ୍ଷୟକ୍ଷତି ହେବା ପରେ ଚଳିତବର୍ଷର ବାବା ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଆଉ କୌଣସି ନୂଆ ତୀର୍ଥଯାତ୍ରୀ ବ୍ୟାଚ୍କୁ…

କାଉଡିଆ ପାଣି ଉଠାଇବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା,ଗାଡ଼ି ଓଲଟି ପଡ଼ିବାରୁ ପ୍ରାୟ ୧୫ ଜଣ କାଉଡିଆ ଆହତ

କାଉଡିଆ ପାଣି ଉଠାଇବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା । ବ୍ରହ୍ମପୁର ନିକଟସ୍ଥ ଜଗଦଲପୁର ଅଞ୍ଚଳରୁ ଗଞ୍ଜାମ ଋଷିକୁଲ୍ୟା ନଦୀକୁ ଏକ ଟାଟାଏସିଇ ଯୋଗେ ଯାଉଥିବା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗାଡ଼ି ଓଲଟି ପଡ଼ିବାରୁ ପ୍ରାୟ ୧୫ ଜଣ କାଉଡିଆ ଆହତ ହୋଇଛନ୍ତି ।ଶ୍ରାବଣ ସୋମବାର ପାଳନ…