ଗୁରୁଗ୍ରାମର ୨୭୧ କୋଟି ଟଙ୍କାର ସବୁଠୁ ମହଙ୍ଗା ପେଣ୍ଟ୍ହାଉସ୍ କିଣିଲେ ଉଦ୍ୟୋଗପତି ମାନବ ସର୍ଦନା
ଉଦ୍ୟୋଗପତି ମାନବ ସର୍ଦନା ଗୁରୁଗ୍ରାମର ଡିଏଲ୍ଏଫ୍ ଦି ଡାଲିଆସ୍ରେ ଏକ ପେଣ୍ଟ୍ହାଉସ୍ କିଣିଛନ୍ତି ଯାହାର ଦାମ୍ ହେଉଛି ୨୭୧ କୋଟି ଟଙ୍କା। ଏହା ହେଉଛି ଦେଶର ସବୁଠୁ ମହଙ୍ଗା ପେଣ୍ଟ୍ହାଉସ୍। ଏହାର ପ୍ରତି ବର୍ଗଫୁଟ ପାଇଁ ସେ ୨.୬ ଲକ୍ଷ ଟଙ୍କା ଦେଇଛନ୍ତି। ୧୦,୫୦୦ ବର୍ଗଫୁଟ…