Browsing Tag

#metro tv

ଆସନ୍ତା ୧୩ରୁ ୧୯ ଯାଏଁ ଓଡ଼ିଶା ସମେତ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ପଛକୁ ପଛ ଆସୁଛି ଆଉ ୨ ଲଘୁଚାପ। ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲୋ ପ୍ରେସର ଏରିଆ। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଂକା ରହିଛି। ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା…

ଖୋଲିଲା ହୀରାକୁଦର ଆଉ ୪ ଗେଟ୍ , ଏବେ ମୋଟ ୧୨ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

ଖୋଲିଲା ହୀରାକୁଦର ଆଉ ୪ ଗେଟ୍ । ଏବେ ମୋଟ ୧୨ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ । ବାମପାର୍ଶ୍ବରେ ୮ ଓ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ପାଣି ନିଷ୍କାସନ ହେଉଛି । ପୂର୍ବରୁ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୮୫ ଫୁଟ୍ ରହିଛି ।…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆଜି ଦିନଟି ମିଶ୍ରିତ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ଓ ଟଙ୍କା ପ୍ରାପ୍ତିର ସୁଯୋଗ ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଚିନ୍ତା ବଢ଼ାଇପାରେ । ପରିବାରରେ ଖୁସିର ପରିବେଶ ରହିବ । କଥାବାର୍ତ୍ତାରେ ସଂଯମ ରଖନ୍ତୁ ଓ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ ।…

ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ,ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ

ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ ।  ତେବେ ଏହି ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ ।  ସୂର୍ଯ୍ୟପରାଗ କିଛି କ୍ଷଣ ବା ମୁହୂର୍ତ୍ତ ପାଇଁ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟମାନ ହେଉନଥିବାରୁ ଏହା ଆଦୌ ପାଳନୀୟ…

ଭାରତରେ ଦୁଇଟି ନୂଆ ଟାବଲେଟ୍ ଲଞ୍ଚ କଲେ Huawei

Huawei ଭାରତରେ ଦୁଇଟି ନୂଆ ଟାବଲେଟ୍ ଲଞ୍ଚ କରିଛି । ଚୀନର ଏହି ବ୍ରାଣ୍ଡ୍ ଏହି ଟାବଲେଟ୍ଗୁଡ଼ିକୁ MatePad 11 ସିରିଜ୍ରେ ଆଣିଛି । ଏଥିରେ ୧୦,୧୦୦mAh ପର୍ଯ୍ୟନ୍ତ ପାୱାରଫୁଲ୍ ବ୍ୟାଟେରୀ ମିଳୁଛି। ହୁଆୱେର ଏହି ଟାବଲେଟଗୁଡ଼ିକ ନିଜସ୍ୱ HarmonyOS ଅପରେଟିଂ ସିଷ୍ଟମରେ ଚାଲିବ। ନିକଟରେ…

ସାଧାରଣ ଗହମ ରୁଟି ବଦଳରେ ରାଗି, ଯଅ, ଚଣା, ମଲ୍ଟିଗ୍ରେନ୍ ଏବଂ ଓଟ୍ସରୁ ପ୍ରସ୍ତୁତ ରୁଟି ଡାଇବେଟିସ୍ ରୋଗୀଙ୍କ ପାଇଁ…

ଡାଇବେଟିସ୍‌ରେ ପୀଡ଼ିତ ଲୋକଙ୍କ ପାଇଁ ଔଷଧ ଯେତେ ଜରୁରୀ, ସେତିକି ଜରୁରୀ ସଠିକ୍ ଖାଦ୍ୟାଭ୍ୟାସ। ବିଶେଷ କରି ପ୍ରତିଦିନ ଖାଉଥିବା ରୁଟି ପାଇଁ ଠିକ୍ ଅଟା ବାଛିବା ବ୍ଲଡ ସୁଗାର ନିୟନ୍ତ୍ରଣରେ ବଡ଼ ଭୂମିକା ନେଇପାରେ। ଡାଏଟିସିଆନ୍ ଓ ନ୍ୟୁଟ୍ରିସନିଷ୍ଟଙ୍କ ମତ ଅନୁସାରେ, ସାଧାରଣ ଗହମ ରୁଟି ବଦଳରେ…

ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଚାଲିବ

ଘରେ ଘରେ ତ୍ରିରଙ୍ଗା ଅଭିଯାନ । ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । …

ଜଣିକିଆ ଶିକ୍ଷକ ଥିବା ସ୍କୁଲରେ ଶିକ୍ଷକ ନିଯୁକ୍ତି କରିବେ ସରକାର, ୧୫ ଦିନ ଭିତରେ ସରିବ ଶିକ୍ଷକ ନିଯୁକ୍ତି

ଜଣିକିଆ ଶିକ୍ଷକ ଥିବା ସ୍କୁଲରେ ଶିକ୍ଷକ ନିଯୁକ୍ତି କରିବେ ସରକାର । ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲର ତାଲିକା ହେବ । ୧୫ ଦିନ ଭିତରେ ସରିବ ଶିକ୍ଷକ ନିଯୁକ୍ତି । ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ମାସ ହେଲା ଶିକ୍ଷକ…

ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ ସମାପ୍ତ,ଓଡ଼ିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ସହ…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ, ଶିଳ୍ପଜଗତରୁ ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି। ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସହ ୫୪,୧୩୫ଟି ନିଯୁକ୍ତି ସୁଯୋଗ…

ଅନ୍ତର୍ଜାତୀୟ କ୍ରିକେଟ୍‌ର ଇତିହାସରେ ଯୋଡ଼ି ହେଲା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ, ପୂରଣ ହେଲେ ୫,୦୦୦ତମ ଦିନିକିଆ ମ୍ୟାଚ୍

ଅନ୍ତର୍ଜାତୀୟ କ୍ରିକେଟ୍‌ର ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ପ୍ରଥମ ଥର ପାଇଁ କ୍ରିକେଟ୍‌ର କୌଣସି ଫର୍ମାଟ୍‌ରେ ୫,୦୦୦ ମ୍ୟାଚ୍ ସମାପ୍ତ ହୋଇଛି। ଦିନିକିଆ କ୍ରିକେଟ୍‌ ଅର୍ଥାତ୍‌ ODI ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଶୁକ୍ରବାର ସ୍କଟଲାଣ୍ଡ ଓ କାନାଡା ମଧ୍ୟରେ…