ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ।,ଶନିବାର ଅବପାତ ଏବଂ ୨୫ରେ ଗଭୀର ଅବପାତର ରୂପ ନେବ ଲଘୁଚାପ
ବଢିଲା ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଶନିବାର ଅବପାତ ଏବଂ ୨୫ରେ ଗଭୀର ଅବପାତର ରୂପ ନେବ ଲଘୁଚାପ । ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହା ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।…