ଶେଷରେ ଥିଏଟରରେ ରିଲିଜ୍ ହୋଇଛି ‘ମିର୍ଜାପୁର: ଦ ମୁଭି’, ଟକ୍ସିକ୍’ ପାଇଁ ଆଣିଲା ଟେନସନ
ଶେଷରେ ଥିଏଟରରେ ରିଲିଜ୍ ହୋଇଛି ‘ମିର୍ଜାପୁର: ଦ ମୁଭି’ । ନୂଆ ଫିଲ୍ମର ରିଲିଜ ପରେ ‘ଟକ୍ସିକ୍’ ପାଇଁ ବଢ଼ିଛି କମ୍ପିଟିସନ । ଏହାର ପ୍ରଭାବ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ଉପରେ କେତେ ପଡ଼ିବ, ତାହା ଏବେ ଦେଖିବାକୁ ବାକି ରହିଲା । ଏପଟେ ‘ହନୁମାନ ଅଂଶ’ ଓ ‘ଟକ୍ସିକ୍’ ମଧ୍ୟରେ ବକ୍ସ…