ଭାରତୀୟ ରେଳବାଇର ଅନଲାଇନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମ ଆଇଆର୍ସିଟିସିର ଏକ ନୂଆ ୱେବସାଇଟ୍ ଆରମ୍ଭ
ଭାରତୀୟ ରେଳବାଇର ଅନଲାଇନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମ ଆଇଆର୍ସିଟିସିର ଏକ ନୂଆ ୱେବସାଇଟ୍ ଆରମ୍ଭ ହୋଇଛି। ପୁରୁଣା ୱେବସାଇଟ୍ରେ ଉନ୍ନତୀକରଣ କରି ଏହାକୁ ପ୍ରସ୍ତୁତ କରାଯାଇଛି। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପ୍ରତିଦିନ ଟିକେଟ୍ ବୁକିଂ କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ…