ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ-୨୦୨୬: ଭାରତକୁ ପରାସ୍ତ କରି ସେମିଫାଇନାଲରେ ନେଦରାଲାଣ୍ଡ୍ସ
ଏଫ୍ଆଇଏଚ୍ ମହିଳା ହକି ହକି ବିଶ୍ବକପ-୨୦୨୬ର ସେମିଫାଇନାଲରେ ନେଦରାଲାଣ୍ଡ୍ସ ପ୍ରବେଶ କରିଛି। ଶୁକ୍ରବାର ଆମଷ୍ଟଲଭିନରେ ଦ୍ବିତୀୟ ରାଉଣ୍ଡ ପୁଲ-ଇର ଖେଳାଯାଇଥିବା ମ୍ୟାଚରେ ନେଦରଲାଣ୍ଡ୍ସ ୨-୦ ଗୋଲରେ ଭାରତକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ପରାଜୟ ସହ ଭାରତର…