ଓଡ଼ିଶାବାସୀ ଦେଖିବେ ଚିତା, ପ୍ରଥମ ଥର ପାଇଁ ଓଡ଼ିଶା ଆସିବ ଚିତା ବାଘ
ଚିତା ପାଇଁ ପ୍ରସ୍ତୁତି ପଥରେ ନନ୍ଦନକାନନ । ଓଡ଼ିଶାବାସୀ ଦେଖିବେ ଚିତା। ପ୍ରଥମ ଥର ପାଇଁ ଓଡ଼ିଶା ଆସିବ ଚିତା ବାଘ । ଆଫ୍ରିକାରୁ ନନ୍ଦନକାନନ ଆସିବେ ଚିତା । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକ ଦେଖିବାକୁ ପାଇବେ ଚିତା ବାଘ । ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା…