Browsing Tag

#india

‘ମୋଦି’ ସରନେମ ମାମଲାରେ ରାହୁଲଙ୍କୁ ସୁରଟ କୋର୍ଟରୁ ଝଟକା

ନୂଆଦିଲ୍ଲୀ :  ରାହୁଲ ଗାନ୍ଧୀଙ୍କ ‘ମୋଦି’ ସରନେମକୁ ନେଇ ମାମଲାରେ ସୁରଟ କୋର୍ଟ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି । ସରନେମ  ବିବାଦୀୟ ମନ୍ତବ୍ୟ ଉପରେ  ସୁରଟର ଏକ କୋର୍ଟ ଶୁଣାଣି କରି ରାହୁଲଙ୍କୁ ଛାଡ କରିନାହାଁନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଅନ୍ୟାନ୍ୟ କଂଗ୍ରେସ…

ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ

ଆଗାମୀ ଦିନରେ ପୁନଃନିର୍ମିତ ମା କାମାକ୍ଷା କରିଡର କିପରି ଦେଖାଯିବ ତାର ଏକ ଝଲକ ଆସାମ ମୁଖ୍ୟମନ୍ତ୍ରୀ  ହିମନ୍ତ ବିଶ୍ୱସର୍ମା ଟ୍ୱିଟରେ ଶେୟାର କରିଛନ୍ତି । ଏହି ଟୁଇଟ୍ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାଙ୍କର କରିଡ଼ରକୁ ଅପେକ୍ଷା କରିଛନ୍ତି  । ମାଙ୍କ ଭକ୍ତମାନେ…

ବୈଦ୍ୟୁତିକ ଯାନର ଲୋକପ୍ରିୟତା ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ କହିଛନ୍ତି ବୈଦ୍ୟୁତିକ ଯାନର ଲୋକପ୍ରିୟତା ବୃଦ୍ଧି ପାଇଁ ସରକାରଙ୍କ ମଜବୁତ ପଦକ୍ଷେପ ଏବେ ସାରା ଦେଶରେ ଦୃଶ୍ୟମାନ ହେଉଛି । କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ନେଟ ଜିରୋ ନିର୍ଗମନ ଲକ୍ଷ୍ୟ ସହିତ ଦେଶ…

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ୨୧ରେ

ଭୁବନେଶ୍ବର : ଆସନ୍ତାକାଲି  ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ତମ ଶ୍ରାଦ୍ଧବାର୍ଷିକୀ  । ଏଥିପାଇଁ ଏକ ସମାରୋହ ୨୧ ତାରିଖ ସଂଧ୍ୟା ୬ ଟା ସମୟରେ ଖୋର୍ଦ୍ଧାସ୍ଥିତ ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନରେ ଅନୁଷ୍ଠିତ ହେବ। ଖୋର୍ଦ୍ଧା ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି…

ଆସନ୍ତାକାଲିଠାରୁ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି । ତାତି ପାଇଁ ଘରୁ ବାହାରି ହେଉନାହିଁ । ସ୍କୁଲକୁ ପିଲା କିପରି ଯିବେ ଏନେଇ ଅଭିଯୋଗ ଉଠିବା ପରେ  ଆସନ୍ତାକାଲିଠାରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ତାପମାତ୍ରା ଅହେତୁକ ଭାବେ ବୃଦ୍ଧି…

ସମ୍ବଲପୁର ଜିଲ୍ଲାରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ସମ୍ବଲପୁର: ଜିଲ୍ଲାରେ ପୁଣି ହିଂସା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଭିଏଚପି ପକ୍ଷରୁ ବନ୍ଦ ଡାକରା ପରେ  ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ଘୋଷଣା କରାଯାଇଛି।  ସାରା ଜିଲ୍ଲାରେ ୨୨ ତାରିଖ ସକାଳ ୧୦ଟା ଯାଏ ଇଣ୍ଟର୍‌ନେଟ୍‌…

ରାଜସ୍ଥାନ ରୟାଲ୍ସକୁ ୧୦ ରନ୍‌ରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଚତୁର୍ଥ ବିଜୟ

ରାଜସ୍ଥାନ ରୟାଲ୍ସକୁ ୧୦ ରନ୍‌ରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌  ବିଜୟ ହାସଲ କରିଛି। ୧୫୪ କରିଥିବା ଲକ୍ଷ୍ନୌ ନବୀନ ଉଲ୍‌ ହକ୍‌ଙ୍କ କଞ୍ଜୁସ ବୋଲିଂ ସାଙ୍ଗକୁ ଆୱେସ ଖାନ୍‌ଙ୍କ ୩ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ୨ ୱିକେଟ୍‌ ଦଖଲ ବଳରେ ରାଜସ୍ଥାନ ରୟାଲ୍ସ ପାଳିକୁ ୧୪୪/୬ରେ ଅଟକାଇ…

ଟଙ୍କା ହେଲା ଅନ୍ତର୍ଜାତୀୟ ମୁଦ୍ରା

ନୂଆଦିଲ୍ଲୀ: ଡଲାରର ଦବଦବାକୁ ଏବେ ମୁକାବିଲା କରିବ ଟଙ୍କା । ଅନେକ ଦିନ ପରେ ଭାରତୀୟ ମୁଦ୍ରା ଟଙ୍କା ଅନ୍ତର୍ଜାତୀୟ ମୁଦ୍ରା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଡଲାର, ପାଉଣ୍ଡ ଏବଂ ୟୁରୋ ପରେ ବୈଶ୍ବିକ ସ୍ତରରେ ମୁଦ୍ରା ବିନିମୟ କାଉଣ୍ଟରରେ ଭାରତୀୟ ଟଙ୍କା ଚତୁର୍ଥ…

ସୁଦାନ ହିଂସା:  ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ ସହାୟତା ନେଉଛି ଭାରତ

ସୁଦାନରେ ସଂଘର୍ଷ ଜାରି ରହିଛି ଓ ମୃତ୍ୟୁସଂଖ୍ୟା ୨୭୦ ଟପିଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୁଦାନର ସଦ୍ୟତମ ସ୍ଥିତି କୁ ନେଇ ୟୁଏଇ ଏବଂ ସାଉଦି ଆରବରେ ଥିବା ତାଙ୍କ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି। ଏହି ସବୁ ଦେଶ ସୁଦାନରୁ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବା ଆହ୍ୱାନର…

ରାଜସ୍ଥାନ ରୟାଲ୍ସ ସହ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁକାବିଲା

ଜୟପୁର: ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ଆଜି ସଂଧ୍ୟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ଦଳ ୩ ବିଜୟ ସହ ପଏଣ୍ଟ ତାଲିକାର ଦୁଇ ସ୍ଥାନରେ ରହିଛି । ଲକ୍ଷ୍ନୌର ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ । । ଓପନର୍ କାଇଲ…