ମୋହାଲିରେ ପିବିକେଏସ-ଆରସିବି ଲଢ଼େଇ
ମୋହାଲି : ପଞ୍ଜାବ ଏବଂ ବାଙ୍ଗାଲୋର ମଧ୍ୟରେ ଚାଲିଛି ମ୍ୟାଚ । ବ୍ୟାଟିଂ କରୁଛି ବାଙ୍ଗାଲୋର । ପ୍ରଥମରୁ କୋହଲି ଏବଂ ଡୁ ଫ୍ଲେସିସି ଭଲ ବ୍ୟାଟିଂ ଆରମ୍ଭ କରିଛନ୍ତି । ପଞ୍ଜାବ ଶେଷ ମ୍ୟାଚରେ ଲକ୍ଷ୍ନୌସୁପର ଜ୍ୟାଣ୍ଟସକୁ ପରାସ୍ତ କରିଥିଲା। ସିଜିନରେ ତିନୋଟି ବିଜୟ ଏବଂ ଦୁଇଟି ପରାଜୟ ସହିତ…