Browsing Tag

#india

ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର

ରାଜଧାନୀରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର ହୋଇଛନ୍ତି । ମୈତ୍ରୀବିହାର ଥାନା ଅଞ୍ଚଳରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର ହୋଇଛନ୍ତି । ନିଖୋଜଙ୍କୁ ଖୋଜିବା ପାଇଁ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା କମିଶନରେଟ୍ ପୋଲିସ । ଧଉଳି ଥାନା ଅଞ୍ଚଳରୁ ଅନ୍ୟ ଜଣେ ନାବାଳକ ନିଖୋଜ ହୋଇଥିଲେ ।…

ଇ- କମର୍ସ ପ୍ଲାଟଫର୍ମ ମିଶୋକୁ ୧,୫୦୦ କୋଟି ଟଙ୍କାର ଟିକସ ନୋଟିସ୍ ଜାରି

ଶସ୍ତା ଏବଂ ସୁଲଭ ସାମଗ୍ରୀ ବିକ୍ରି ପାଇଁ ଜଣାଶୁଣା ଇ- କମର୍ସ ପ୍ଲାଟଫର୍ମ ମିଶୋ ପାଇଁ ବଢ଼ିପାରେ ଅଡ଼ୁଆ। କାରଣ ଆୟକର ବିଭାଗ କମ୍ପାନିକୁ ୧,୫୦୦ କୋଟି ଟଙ୍କାର ଟିକସ ନୋଟିସ୍ ଜାରି କରିଛି। ଏଥିରେ ଅଭିଯୋଗ କରାଯାଇଛି ଯେ, ମିଶୋ ଏହାର ପ୍ରକୃତ ଆୟକୁ କମ୍ ଦେଖାଇଛି। ସୂଚନା ଅନୁସାରେ, ଆୟକର…

ଏପ୍ରିଲ୍‌ ୮ରେ ନୂଆ ଦଳ ଲଞ୍ଚ୍‌ କରିବେ ମହମ୍ମଦ ମୋକିମ୍‌,ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି କଲେ…

ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନୂଆ ଦଳ ଲଞ୍ଚ କହିଲେ ମୋକିମ୍‌ । ନୂଆ ଦଳ ଲଞ୍ଚ୍‌ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ପ୍ରତିନିଧି ଯୋଗଦେବେ ବୋଲି ସେ…

ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି

ଆକ୍ରମଣ, ପ୍ରତି ଆକ୍ରମଣ ଆଉ ବିସ୍ଫୋରଣ । ପ୍ରତି ମୂହୁର୍ତ୍ତରେ ଜୀବନ ପ୍ରତି ବିପଦ । ଯୁଦ୍ଧ ଭିତରେ କିପରି ସୁରକ୍ଷିତ ରହିବେ ତାକୁ ନେଇ ଚିନ୍ତା ଭିତରେ ଘରକୁ ଫେରିଛନ୍ତି ଭାରତୀୟ । ଗତ ଫେବ୍ରୁଆରୀ ୨୮ରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ପ୍ରାୟ ୫୨,୦୦୦…

ଆମ ଶରୀରରେ ସାଇଲେଣ୍ଟ କିଲର ଭାବେ କାମ କରେ ଗ୍ୟାସ ମେଡିସିନ-ନ୍ୟୁରୋଲୋଜିଷ୍ଟ

ଆଧୁନିକ ଜୀବନଶୈଳୀ ଯୋଗୁଁ ଗ୍ୟାସ ବା ପାଚନ ସମସ୍ୟା ସାଧାରଣ ହୋଇଗଲାଣି। ଭାରତରେ ବିନା ପ୍ରେସକ୍ରିପସନରେ ଦୋକାନରେ ଉପଲବ୍ଧ ଗ୍ୟାସ ମେଡିସିନ ବା ଆଣ୍ଟାସିଡ୍ ମିଳୁଛି। ବିନା ଡାକ୍ତରଙ୍କ ପରମର୍ଶରେ ଏହାକୁ ସେବନ କଲେ ଘାତକ ହୋଇପାରେ। ସାମାନ୍ୟ ପାଚନ ଆଶ୍ୱସ୍ତି ପାଇଁ ଗୋଟିଏ ବଟିକା ଖାଇବା…

ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ…

ସୋମବାର ବନ୍ଦ ରହିବ ସାଧାରଣ ଦର୍ଶନ । ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ସୋମବାର ଶ୍ରୀମନ୍ଦିରରେ ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସୋମବାର ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ…

ଇରାନ ଏବଂ ଲେବାନନ୍ ଉପରେ ମିସାଇଲ ବର୍ଷା

ଇରାନ ଏବଂ ଲେବାନନ୍ ଉପରେ ମିସାଇଲ ବର୍ଷା । ଛାଡୁନି ଇସ୍ରାଏଲ । ଘନ ଘନ ଆକ୍ରମଣ କରୁଛି । ରବିବାର ବେରୁଟରେ ଇସ୍ରାଏଲ ଭୟଙ୍କର ଆକ୍ରମଣ କରିଛି ।ଲେବାନନରେ ଥିବା ଇରାନ ସମର୍ଥିତ ଗୋଷ୍ଠୀଙ୍କୁ ଟାର୍ଗେଟ୍ କରାଯାଇ ଆକ୍ରମଣ ହୋଇଛି । ଯେଉଁଥିରେ ୧୦ରୁ ଅଧିକ ପ୍ରାଣ ହରାଇଥିବା ଦାବି ହୋଇଛି ।…

ଟି୨୦ ବିଶ୍ବକପ ଫାଇନାଲ ମ୍ୟାଚ : ଟାଇଟଲ ପାଇଁ ଲଢ଼ିବେ ଭାରତ – ନ୍ୟୁଜିଲ୍ୟାଣ୍ଡ

ଫଟାଫଟ କ୍ରିକେଟ ମହାକୁମ୍ଭର ମହା ମୁକାବିଲା ଲାଗି ବିଶ୍ବର ସର୍ବବୃହତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପ୍ରସ୍ତୁତ। ଆଜି ଉକ୍ତ ଷ୍ଟାଡିୟମରେ ଚଳିତ ପୁରୁଷ ଟି୨୦ ବିଶ୍ବକପର ଫାଇନାଲ ଅନୁଷ୍ଠିତ ହେବ। ଏହି ମହା ମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ। ଫାଇନାଲ ଲାଗି ଦୁଇ…

ଆଜି ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି

ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ସୁଭଦ୍ରା ଟଙ୍କା। ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି। ସୁଭଦ୍ରା ଯୋଜନାର ୪ର୍ଥ କିସ୍ତିରେ ୫ ହଜାର ଟଙ୍କା ଲେଖାଏ ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକକାଳୀନ ୫ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା…

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ,ଥିମ୍ ରହିଛି ‘ଗିଭ୍ ଟୁ ଗେନ୍’

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ବରେ ପାଳିତ ହେଉଛି । ଏହି ଅବସରରେ କଳିଙ୍ଗ ଟିଭି ପରିବାର ତରଫରୁ ପ୍ରତ୍ୟେକ ମହିଳାଙ୍କୁ ଆମର ଅନେକ ଅନେକ ଶୁଭେଚ୍ଛା । ବିଶ୍ବସ୍ତରରେ ମହିଳାଙ୍କ ସଶକ୍ତିକରଣ ପାଇଁ ଦୁଇଟି ବଡ଼ ଅଭିଯାନ ଆରମ୍ଭ କରାଯାଉଛି । ଚଳିତ ବର୍ଷ ଦୁଇଟି ଭିନ୍ନ କିନ୍ତୁ…