ରାଜ୍ୟରେ ମିଳୁଛି ବିଷାକ୍ତ ଖାଦ୍ୟ, କେନ୍ଦୁଝରରେ ସର୍ବାଧିକ ଭେଜାଲ ଖାଦ୍ୟର ମାମଲା
ରାଜ୍ୟରେ ମିଳୁଛି ବିଷାକ୍ତ ଖାଦ୍ୟ । ୨୦୨୫-୨୬ରେ ଏକ ଲକ୍ଷ ୬୦ ହଜାର ୧୩୪ ଚଢ଼ାଉ କରାଯାଇ ୪୭ଟି ମାମଲା ରୁଜୁ ହୋଇଛି । ସେଥିରେ ୫ ଲକ୍ଷ ୧୯ହଜାର ଜରିମାନା ଆଦାୟ ହୋଇଛି । ବିଷାକ୍ତ ଖାଦ୍ୟର ହଟସ୍ପଷ୍ଟ ପାଲଟିଛି ନୟାଗଡ, କଟକ ଓ ଖୋର୍ଦ୍ଧା । ନୟାଗଡରେ ୧୬ହଜାର ୩୦୦, କଟକରେ ୧୬ ହଜାର ୧୬ ଓ…