Browsing Tag

#india

ଆଜିର ରାଶିଫଳ

ମେଷ– କାମରେ ଆଗ୍ରହ ବଢ଼ିବ ଓ ନୂତନ ସୁଯୋଗ ମିଳିପାରେ। ଧନ ଆଗମନର ସମ୍ଭାବନା ରହିଛି କିନ୍ତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ପୁରୁଣା ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ନୂତନ ପରିଚୟ ଲାଭଦାୟକ ହେବ। ବୃଷ–ମନ ଶାନ୍ତ ରହିବ ଓ ଦୈନିକ…

ନିଜର ସଭ୍ୟତା, ସଂସ୍କୃତି ଓ ଭାଷାକୁ ସମ୍ମାନ ଦେବା ପାଇଁ ଯୁବ ସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ…

ପ୍ରକୃତିର ନୂତନ ରୂପ ସହ ଆରମ୍ଭ ହେଉଥିବା ରାଷ୍ଟ୍ରୀୟ ନବବର୍ଷ ଆମକୁ ଗୌରବଶାଳୀ ଇତିହାସର ସ୍ମୃତି କରାଇଥାଏ । ଯେତେବେଳେ ସମାଜ ନିଜର ସଂସ୍କୃତିକୁ ସମ୍ମାନ ଦିଏ, ସେତେବେଳେ ରାଷ୍ଟ୍ର ପରମ ବୈଭବକୁ ପ୍ରାପ୍ତ ହୁଏ । ତେଣୁ ସବୁବେଳେ ନିଜର ସଭ୍ୟତା, ସଂସ୍କୃତି ଓ ଭାଷାକୁ ସମ୍ମାନ ଦେବା ପାଇଁ ଯୁବ…

ଭାରତୀୟ ରେଳପଥ ସାଧାରଣ ନାଗରିକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇଛି -କେନ୍ଦ୍ର ରେଳପଥ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

କେନ୍ଦ୍ର ରେଳପଥ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସଂସଦରେ ଭାରତୀୟ ରେଲଓ୍ଵେକୁ ନେଇ ନିଜର ଭିଜନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ସରକାର ସୁଲଭ ମୂଲ୍ୟରେ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତାକୁ ନିରନ୍ତର ଉନ୍ନତ କରି ଗରିବ ଲୋକଙ୍କ ସେବା କରିବାକୁ ପ୍ରତିବଦ୍ଧ। କେନ୍ଦ୍ର ରେଳପଥ ମନ୍ତ୍ରୀ…

୫୦ ଦେଶଙ୍କ ଲାଗି ଭିସା ବଣ୍ଡ ବାଧ୍ୟତାମୂଳକ କଲା ଆମେରିକା

ଆମେରିକା ୫୦ ଦେଶଙ୍କ ଲାଗି ଭିସା ବଣ୍ଡ ବାଧ୍ୟତାମୂଳକ କରିଛି। ଏହି ନିୟମ ୨ ଏପ୍ରିଲ ୨୦୨୬ରୁ ଲାଗୁ ହୋଇଯିବ। ଆମେରିକା ବିଦେଶ ବିଭାଗ ସୂଚନା ଅନୁସାରେ ନାଗରିକଙ୍କୁ ବି-୧ (ବିଜନେସ୍) ଓ ବି-୨ (ଟୁରିଷ୍ଟ) ଭିସା ନେବା ପୂର୍ବରୁ ୧୫ ହଜାର ଡଲାରର ବଣ୍ଡ ଜମା କରିବାକୁ ପଡିବ। ଏହି ବଣ୍ଡ ସେହି…

ପ୍ରଶାସନିକ ସ୍ତରରେ ବିଭିନ୍ନ ପଦାଧିକାରୀଙ୍କ ଖର୍ଚ୍ଚ କରିବାର କ୍ଷମତାକୁ ବହୁଗୁଣିତ କରାଯାଇଛି

ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଏବଂ ଗତିଶୀଳତା ଆଣିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ୧୯୭୮ ମସିହାର ଆର୍ଥିକ କ୍ଷମତା ପ୍ରତିନିଧିତ୍ଵ ନିୟମାବଳୀ (DFPR) ରେ ସଂଶୋଧନ କରାଯାଇ ପ୍ରଶାସନିକ ସ୍ତରରେ ବିଭିନ୍ନ…

ଓଡ଼ିଶାରେ ସଡକ ଦୁର୍ଘଟଣାରେ ପ୍ରତିଦିନ ହାରାହାରି ୧୮ ଜଣ ବ୍ୟକ୍ତି ପ୍ରାଣ ହରାଉଛନ୍ତି: ସଡ଼ ଓ ପରିବହନ ମନ୍ତ୍ରୀ ବିଭୁତି…

ଦ୍ରୁତ ଗତି, ମହାବିପତି । ଏକଥା କାନ୍ଥ ବାଡ଼ରେ ଲେଖା ହୋଇଛି । ହେଲେ ମାନୁଛି କିଏ । ସେଥିପାଇଁ ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ବି ବଢୁଛି । ଖାସ୍ କରି ଦ୍ରୁତ ଗାଡି ଚାଳନାରେ ହଜାର ହଜାର ସଂଖ୍ୟାରେ ହେଉଛି ଦୁର୍ଘଟଣା । ଗୃହରେ ଏ ପ୍ରସଙ୍ଗରେ ଲିଖିତ ଉତ୍ତର…

ଆଜି ଠୁ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ: ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ଦୁର୍ଗା

ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଗୁରୁବାର ମା’ କନକ ଦୁର୍ଗା ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ…

ଭାରତୀୟ ଷ୍ଟକ ବଜାରରେ ହାହାକାର,ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ…

ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ପ୍ରାରମ୍ଭିକ କାରବାରରେ, ଉଭୟ ବେଞ୍ଚମାର୍କ ସୂଚକାଙ୍କ ୨ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ସକାଳ ପ୍ରାୟ ୯:୨୩ ସମୟରେ,…

ପ୍ରସାଦ ପାଲଟିଲା ବିଷ : ବିଷାକ୍ତ ଡାଲମା ଖାଇ ୪୦ ଜଣ ଅସୁସ୍ଥ

ପ୍ରସାଦ ଖାଇବାକୁ କାହାକୁ ଭଲ ନ ଲାଗେ । ଯଦି ପ୍ରସାଦରେ ଭାତ ଡାଲମା ମିଳିଗଲା ତେବେ ଆଉ କିଛି ଲୋଡା ନାହିଁ । ହେଲେ ପ୍ରସାଦ କେବେ ବିଷ ପାଲଟିବ ଆପଣ ବିଶ୍ୱାସ କରିପାରିବେନି । ଏମିତି ଘଟିଛି ବାସ୍ତବରେ । ବିଷାକ୍ତ ଡାଲମା ଖାଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟି ୧୦…

IPL ୨୦୨୬ : ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ବ ନେବେ ଈଶାନ୍ କିଶନ

IPL ର ୨୦୨୬ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଈଶାନ୍ କିଶନ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ବ ନେବେ । ସନରାଇଜର୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି । ସନରାଇଜର୍ସର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ ଆହତ ଥିବାରୁ…