ନୂଆପଡା ଉପନିର୍ବାଚନ, ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କୁ…
ନୂଆପଡା ଉପ-ନିର୍ବାଚନକୁ ନେଇ ନୂଆ ରଣନୀତି କରୁଛି ଶାସକ ବିଜେପି । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବାକୁ ଚାହୁଁଛି ଦଳ । ଏଥିପାଇଁ ଦିଲ୍ଲୀରୁ କସରତ ଆରମ୍ଭ ହୋଇଥିବା ବେଳେ ବଡ ଭେଟି ଦେବାକୁ ୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆପଡା…