Browsing Tag

#india

ଇରାନ ର ଦାବିକୁ ଅବାସ୍ତବ ବୋଲି କହିଛି ଆମେରିକା

ମଧ୍ୟପ୍ରାଚ୍ୟରେ ସଙ୍କଟ ଘନେଇବାରେ ଲାଗିଛି । ଆମେରିକା ୫ ଦିନ ଯାଏଁ ଯୁଦ୍ଧ ବିରତି ଘୋଷଣା କରିଥିଲେ ମଧ୍ୟ ତାହା କାମ ଦେଉନି । ଲଗାତାର ଭାବେ ଇରାନ ଉପରେ ଇସ୍ରାଏଲ ମିସାଇଲ ମାଡ କରୁଛି । ୟୁଏସ ମଧ୍ୟ ଇରାନ ଅଭିମୁଖେ ନିଜର ସବୁଠୁ ଘାତକ ଫୋର୍ସକୁ ପଠାଇବାକୁ ଯୋଜନା କଲାଣି । ଏସବୁ ଭିତରେ…

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ଗଙ୍ଗାରାମ ହସ୍ପିଟାଲରେ ହେଲେ ଭର୍ତ୍ତି

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଅନୁଭବ କରିବା ସହ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।  ଡାକ୍ତର ଅନୂପ ବାସୁଙ୍କ ନେତୃତ୍ୱରେ…

ବିରୋଧୀଙ୍କ ଲାଗି ୧୨ କୋଟି ଟଙ୍କା ନଷ୍ଟ ହୋଇସାରିଲାଣି,ଏମିତି କିଛି କହି ବିରୋଧୀଙ୍କ ଟାର୍ଗେଟ କରିଛନ୍ତି…

ରାଜ୍ୟରେ ୨୪ ବର୍ଷ ଧରି ଶାସନ କରିଲେ । କିନ୍ତୁ ବିଧାନସଭାର ବିଧି ବ୍ୟବସ୍ଥା ଠିକ ଭାବେ ପାଳନ କରିବେନି । ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କ’ଣ ? ବିରୋଧୀଙ୍କ ଲାଗି ୧୨ କୋଟି ଟଙ୍କା ନଷ୍ଟ ହୋଇସାରିଲାଣି । ଏମିତି କିଛି କହି ବିରୋଧୀଙ୍କ ଟାର୍ଗେଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ…

ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ -ପାଣିପାଗ ବିଭାଗ

ରାଜ୍ୟରେ ଦିନ ତାପମାତ୍ରା ବଢୁଛି। ଆଗକୁ ତାତି ଆହୁରି ବଢ଼ିପାରେ। ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତାତି ବଢ଼ିଲେ ବି ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆଶଙ୍କା ଅଛି।ବୁଧବାର ବାଲେଶ୍ୱର, ଭଦ୍ରକ,…

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ହେବ । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଗଣତିମଣତି ବେଳେ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ କରାଯିବ । ଫଳରେ ଏଥିରେ ରହିବ ସ୍ୱଚ୍ଛତା । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ନିୟମ ହୋଇଛି ।…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆପଣଙ୍କୁ ଆପଣଙ୍କ ଅଧୀନସ୍ଥ କର୍ମଚାରୀଙ୍କଠାରୁ କମ୍ ସମର୍ଥନ ମିଳିବ । ଆପଣ ବାହାର ସାହାଯ୍ୟ ଆଶା କରିବେ । ପରାମର୍ଶ ଉପଯୋଗୀ ପ୍ରମାଣିତ ହେବ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ, ଆପଣ କଷ୍ଟ ପାଇବେ ନାହିଁ । ଭାସିଯିବା ଆପଣଙ୍କ ସ୍ୱାର୍ଥରେ ରହିବ ନାହିଁ, ତେଣୁ ଆପଣଙ୍କ ଆଚରଣ ଏବଂ କଥାକୁ…

ମାଓ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଓ ନେତା ପାପା ରାଓଙ୍କ ଆତ୍ମସମର୍ପଣ ।  ବସ୍ତର ଅଞ୍ଚଳରେ ଶାନ୍ତି ପ୍ରକ୍ରିୟା ପାଇଁ ବଡ଼ ପଦକ୍ଷେପ ।  ଜଗଦଲପୁରରେ ଆନୁଷ୍ଠାନିକ ଭାବେ ହେବ ଅସ୍ତ୍ର ସମର୍ପଣ। ଆତ୍ମସମର୍ପଣ ପରେ ବସ୍ତର ଅଞ୍ଚଳରେ ମାଓବାଦୀଙ୍କ ସଂଗଠିତ ଶକ୍ତି ହ୍ରାସ ପାଇବା ନେଇ ଆଶା କରାଯାଉଛି । ବସ୍ତର ଅଞ୍ଚଳର ଜଣେ ବରିଷ୍ଠ…

ଅନ୍ୟ ରାଜ୍ୟକୁ ଶିଳ୍ପ ସ୍ଥାନାନ୍ତରକୁ ଅସ୍ମିତା ନୁହେଁ ବିଜେପିର ଅପାରଗତା – ବିଜେଡି

ବିଜେପି ସରକାର ଉପରେ ବର୍ଷିଲା ବିଜେଡି । ଅନ୍ୟ ରାଜ୍ୟକୁ ଶିଳ୍ପ ସ୍ଥାନାନ୍ତରକୁ ଅସ୍ମିତା ନୁହେଁ ବିଜେପିର ଅପାରଗତା କହିଛନ୍ତି ବିଜେଡି ନେତା । ଡବଲ ଇଞ୍ଜିନ ସରକାରରେ ଡବଲ ବେନିଫିଟ୍ ହେବା କଥା । କିନ୍ତୁ ସବୁ କାମରେ ଡବଲ୍ ବ୍ରେକ୍ ଲାଗୁଛି ବୋଲି ପ୍ରେସମିଟ କରି କହିଛନ୍ତି ବରିଷ୍ଠ ନେତା…

ବିଦେଶୀ ଖେଳାଳିମାନେ ପାକିସ୍ତାନ ଆସନ୍ତୁ ନାହିଁ, ନହେଲେ ପରିଣାମ ଭୟଙ୍କର ହେବ-ଜମାତ-ଉଲ-ଅହରାରର ଆତଙ୍କବାଦୀ ସଂଗଠନ

ଆସନ୍ତା ୨୬ ମାର୍ଚ୍ଚରୁ ପାକିସ୍ତାନ ସୁପର ଲିଗ୍ ଆରମ୍ଭ ହେବାକୁ ଯାଉଛି ।  କିନ୍ତୁ ଖେଳାଳିମାନେ ବ୍ୟାଟ୍ ଧରିବା ପୂର୍ବରୁ ଆତଙ୍କବାଦୀମାନେ ନିଜର ‘ୱାର୍ମ-ଅପ୍’ ଶେଷ କରିସାରିଲେଣି ।  ଜମାତ-ଉଲ-ଅହରାରର ଆତଙ୍କବାଦୀ ସଂଗଠନ ଏକ ଚିଠି ଜାରି କରିଛି । ଏହି ଚିଠିରେ ସେମାନେ କହିଛନ୍ତି— “ବିଦେଶୀ…

ଦ୍ବିତୀୟ ବିବାହ କଲେ ଚର୍ଚ୍ଚିତ ସିଙ୍ଗର ବାଦଶାହ

ଚର୍ଚ୍ଚିତ ସିଙ୍ଗର ବାଦଶାହ ‘‘ତାତିରି’’ ଗୀତର ବିବାଦ ପରେ ଏବେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଶିରୋନାମାରେ ରହିଛନ୍ତି । ତାଙ୍କର ବିବାହର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରଲ ହେବାରେ ଲାଗିଛି । ଯେଉଁ ଫଟୋରେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଇଶାଙ୍କୁ ଦେଖିବାକୁ…