ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ -ପାଣିପାଗ ବିଭାଗ
ରାଜ୍ୟରେ ଦିନ ତାପମାତ୍ରା ବଢୁଛି। ଆଗକୁ ତାତି ଆହୁରି ବଢ଼ିପାରେ। ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତାତି ବଢ଼ିଲେ ବି ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆଶଙ୍କା ଅଛି।ବୁଧବାର ବାଲେଶ୍ୱର, ଭଦ୍ରକ,…