Browsing Tag

#india

ଘରେ କିପରି ତରଭୁଜର ଶୁଦ୍ଧତା ପରୀକ୍ଷା କରିପାରିବେ, ସେଥିପାଇଁ କିଛି ସହଜ ଉପାୟ

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁପୁଣି ଗାଁରେ ତରଭୁଜ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ସମେତ ୫ ଅସୁସ୍ଥ ହୋଇ ପଡ଼ିଥିଲେ । ଅସୁସ୍ଥ ମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଜଣେ ନାବାଳକଙ୍କର କଟକରେ ମୃତ୍ୟୁ ହୋଇଥିବା ସୂଚନା…

ୟୁଜର୍ସଙ୍କୁ ଶସ୍ତା ୮୪ ଦିନିଆ ପ୍ଲାନ୍ ପ୍ରଦାନ କରିବ ଜିଓ

ରିଲାଏନ୍ସ ଜିଓର ପୋର୍ଟଫୋଲିଓରେ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ବ୍ୟବହାରକାରୀଙ୍କ ପାଇଁ ଅନେକ ଶସ୍ତା ପ୍ଲାନ୍ ସାମିଲ କରିଛି । ଏହି ପ୍ଲାନଗୁଡ଼ିକ ଅନଲିମିଟେଡ କଲିଂ ସମେତ ଅନେକ ସୁବିଧା ପ୍ରଦାନ କରେ । ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ସବୁଠାରୁ ଶସ୍ତା ୮୪ ଦିନିଆ ପ୍ଲାନ୍ ପ୍ରଦାନ କରେ । ଯାହା…

ୟୁପିଏସ୍‌ସି ପକ୍ଷରୁ ଭୁବନେଶ୍ୱର, କାନପୁର ଏବଂ ମିରଟରେ ତିନୋଟି ନୂତନ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି

ସିଭିଲ୍ ସେବା (ପ୍ରାରମ୍ଭିକ) ପରୀକ୍ଷା-୨୦୨୬ ପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡ଼ କମ କରିବା ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଭୁବନେଶ୍ୱର, କାନପୁର ଏବଂ ମିରଟରେ ତିନୋଟି ନୂତନ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକ ଯୋଡି ହେବା ସହିତ…

ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଲେ…

ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକାଟ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ।  ପ୍ରଶାସନକୁ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

ଆଇପିଏଲ୍‌ର ୬୫ତମ ମ୍ୟାଚ୍‌: ମୁମ୍ବାଇକୁ ପରାସ୍ତ କଲା କୋଲକାତା

ଆଇପିଏଲ୍‌ର ୬୫ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ୪ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ତା’ ସହିତ ତ୍ରୟୋଦଶ ମ୍ୟାଚ୍‌ରୁ ଷଷ୍ଠ ବିଜୟ ଏବଂ ଗୋଟିଏ ବାତିଲ ମ୍ୟାଚ୍‌ରୁ ୧ ପଏଣ୍ଟ୍‌ ସହ ମୋଟ ଉପରେ ୧୩ ପଏଣ୍ଟ୍‌ ପାଇ ନିଜ ପ୍ଲେ’ ଅଫ୍‌ ଆଶାକୁ ଉଜ୍ଜୀବିତ ରଖିଛି।…

ଫିଲ୍ମ ବନ୍ଦରର ଅଫିସିଆଲ ଟ୍ରେଲର ରିଲିଜ,ଜୁନ୍ ୫ରେ ରିଲିଜ ହେବ

ପୁରା ଦେଶରେ ଧମାକେଦାର ଟିଜର ରିଲିଜ କରିବା ପରେ ଫିଲ୍ମ ବନ୍ଦରର ଅଫିସିଆଲ ଟ୍ରେଲର ରିଲିଜ ହୋଇଛି । ଅଢେଇ ମିନିଟର ଏହି ଟ୍ରେଲର ଦେଖି ଦର୍ଶକ ଉତ୍ସାହିତ ରହିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବଂ ବବି ଦେୱଲ ପ୍ରଥମ ଥର ପାଇଁ ଏକାଠି କାମ କରୁଛନ୍ତି । ଆନିମଲ ଏବଂ ଦ ବ୍ୟାଡଆସ୍ ଅଫ…

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପରେ ମହଙ୍ଗା ହେବ ପରିବହନ ଖର୍ଚ୍ଚ ,ବିଗିଡ଼ିଯିବ ରୋଷେଇ ଘରର ବଜେଟ୍

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିର ପ୍ରଭାବ ଏବେ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିବାକୁ ଯାଉଛି। ସମ୍ପ୍ରତି ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ପରେ ପରିବହନ ବ୍ୟବସାୟୀ ବା ଟ୍ରକ ଅପରେଟରମାନେ ଗାଡ଼ି ଭଡ଼ା ବଢ଼ାଇବା ପାଇଁ ଇନ୍ଧନ ସହ ଜଡ଼ିତ 'ଫୁଏଲ୍-ଲିଙ୍କଡ୍ ସରଚାର୍ଜ' (Fuel-linked…

ଆମେରିକାରେ ରହୁଥିବା ହଜାର ହଜାର ଭାରତୀୟଙ୍କ ନିଜ ହଜାଇଛି ଟେକ୍ ସେକ୍ଟରରେ ଆସିଥିବା ଛଟେଇର ନୂଆ ଲହର

ଆମେରିକାର ଟେକ୍ ସେକ୍ଟରରେ ଆସିଥିବା ଛଟେଇର ନୂଆ ଲହର ସେଠାରେ ରହୁଥିବା ହଜାର ହଜାର ଭାରତୀୟଙ୍କ ନିଜ ହଜାଇଛି । ଭାରତୀୟ ଇଞ୍ଜିନିୟର ଓ ସଫ୍ଟୱେର ଡେଭଲପର୍ସଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଯେଉଁମାନେ ବର୍ଷ ବର୍ଷ ଧରି ଆମେରିକା କାମ କରୁଛନ୍ତି, ଘର କିଣି ସାରିଛନ୍ତି ଓ ନିଜ…

କକରୋଚ ଜନତା ପାର୍ଟିର ଏକ୍ସ ଆକାଉଣ୍ଟ ବ୍ୟାନ , କ୍ଷୋଭ ପ୍ରକାଶ କଲେ ଅଭିଜିତ ଦିପକେ

ଇଣ୍ଟରନେଟରେ ଏବେ କକରୋଚ ଜନତା ପାର୍ଟିକୁ ନେଇ ଖୁବ୍ ଚର୍ଚ୍ଚା। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଏକ ବିବୃତ୍ତିରୁ ସଷ୍ଟି ହୋଇଥିବା କକରୋଚ ଜନତା ପାର୍ଟିରେ ମାତ୍ର କିଛି ସମୟରେ ଲକ୍ଷାଧିକ ଫଲୋଅର୍ସ ଯୋଡ଼ି ହୋଇଛନ୍ତି। ହେଲେ ଏବେ ଏହି ପାର୍ଟିର ଏକ୍ସ ଆକାଉଣ୍ଟକୁ…

ଦିଲ୍ଲୀରେ ପ୍ରକୋପ ଦେଖାଉଛି ଗ୍ରୀଷ୍ମ ପ୍ରବାହ: ୪୫ ଡିଗ୍ରୀ ଟପିଲା ତାପମାତ୍ରା

ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍ଥିତି ଅତି ସଂଗୀନ ହୋଇପଡ଼ିଛି। ମଇ ମାସର ଏହି ପ୍ରଚଣ୍ଡ ରୌଦ୍ରତାପ ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଦିଲ୍ଲୀର ଅନେକ ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ୪୫…