ତ୍ବିଶାଙ୍କର ହେବ ଦ୍ବିତୀୟ ଥର ବ୍ୟବଚ୍ଛେଦ,ଆତ୍ମସମର୍ପଣ କରିବେ ସ୍ବାମୀ ସମର୍ଥ
ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ତ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ନୂଆ ମୋଡ଼ । ତ୍ବିଶାଙ୍କର ହେବ ଦ୍ବିତୀୟ ଥର ବ୍ୟବଚ୍ଛେଦ । ମଧ୍ୟପ୍ରଦେଶ ହାଇକୋର୍ଟ ଦେଲେ ଅନୁମତି । କୋର୍ଟ ତ୍ବିଶାଙ୍କ ବ୍ୟବଚ୍ଛେଦ ପାଇଁ ଦିଲ୍ଲୀ ଏମ୍ସରୁ ଏକ ଟିମ ଭୋପାଳ ପଠାଇବାକୁ କହିଛନ୍ତି । ତ୍ୱିଶାଙ୍କ ସ୍ୱାମୀ ସମର୍ଥ…